Daily Archives

November 9, 2018

ଅସହାୟଙ୍କ ସାହା ଜଳନ୍ଧର । ଗେଣ୍ଡୁ ଫୁଲ ଚାଷ କରି ୧୫ ଜଣ ନିରାଶ୍ରୟ ବୃଦ୍ଧବୃଦ୍ଧାଙ୍କ ସାହାରା ପାଲଟିଛନ୍ତି ବରଗଡର…

କନକ ବ୍ୟୁରୋ: ମାନବ ସେବା କରିବାର ଇଛା ଆଗରେ ହାର ମାନିଛି ସବୁ ପ୍ରତିବନ୍ଧକ । ଗେଣ୍ଡୁ ଫୁଲ ଚାଷ କରି ୧୫ ଜଣ ନିରାଶ୍ରୟ ବୃଦ୍ଧବୃଦ୍ଧାଙ୍କ ସାହାରା ପାଲଟିଛନ୍ତି ବରଗଡର ଜଳନ୍ଧର ପଟେଲ । ସମାଜ ସେବା କରିବା ନିଶାରେ ନିଜ ଉଦ୍ୟମରେ ପାର୍ବତୀ ଗିରି ଅନାଥ ବୃଦ୍ଧାଶ୍ରମ  କରି ଅସହାୟ ବ୍ୟକ୍ତିଙ୍କ…

ବ୍ଲାକପାଗୋଡ଼ାକୁ ଶ୍ରୀହୀନ କରିବାକୁ ଷଡଯନ୍ତ୍ର । କାଢ଼ି ନେଲେ କୋଣାର୍କ କାରୁକାର୍ଯ୍ୟ

କନକ ବ୍ୟୁରୋ: ବ୍ଲାକପାଗୋଡ଼ାରୁ ହଜି ଯାଇଛି ୧୨ଶହ ବଢେଇଙ୍କ କାରୁକାର୍ଯ୍ୟ । ଲହୁକୁ ପାଣି କରି ନିହାଣ ମୁନରେ ତିଆରି କରିଥିବା ମୂର୍ତି ବା ବିଗ୍ରହ ସ୍ଥାନରେ ଲାଗିଛି ସାଧା ପଥର । ବିଶ୍ୱ ଐତିହ୍ୟ ଏହି ମନ୍ଦିରର ମରାମତି ଆଳରେ ଶ୍ରୀହୀନ କରିବାକୁ ଷଡଯନ୍ତ୍ର କରାଯାଉଥିବା ଅଭିଯୋଗ ହୋଇଛି । ଜଣେ…

ହୁ ହୁ ହୋଇ ବଢୁଛି ବେକାରୀଙ୍କ ସଂଖ୍ୟା ! ଦେଶରେ ୨ ବର୍ଷ ମଧ୍ୟରେ ବେକାରୀ ହାର ସର୍ବାଧିକ

ଦେଶରେ ବେକାରୀଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି । ଏମିତି ପରିସ୍ଥିତି ସୃଷ୍ଟି ହୋଇଛି ଯେ, ଦେଶର ବେକାରୀ ହାର ଦୁଇ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚି ଯାଇଛି । ଚଳିତ ବର୍ଷ ଅକ୍ଟୋବର ମାସ ଶେଷ ସୁଦ୍ଧା ଦେଶରେ ବେକାରୀ ହାର ୬.୯% ପ୍ରତିଶତରେ ପହଞ୍ଚିଛି । ସେଣ୍ଟର ଫର୍ ମନିଟିରିଂ ଇଣ୍ଡିଆନ…

ଶକ୍ତିମାନ ଭଳି ୩୬୦ ଡିଗ୍ରୀରେ ଘୂରି ବଲ ପକାଇଲେ ଭାରତୀୟ ବୋଲର । ତାଜୁବ ହୋଇଗଲେ ଅମ୍ପାୟାର, ଦେଖନ୍ତୁ ଭିଡିଓ

କ୍ରିକେଟ ଖେଳରେ ଏମିତି କିଛି ଖେଳାଳୀ ରହିଛନ୍ତି ଯେଉଁମାନେ ନିଜର ଭିନ୍ନ ଶୈଳୀରେ ବ୍ୟାଟିଂ ଓ ବୋଲିଂ ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଜଣାଶୁଣା । ଖାସକରି ଅଧିକାଂଶ ବ୍ୟାଟ୍ସମ୍ୟାନଙ୍କ ଭିନ୍ନ ଶୈଳୀରେ ବ୍ୟାଟିଂ ଫ୍ୟାନ୍ସ ମାନଙ୍କୁ ବେଶ ପସନ୍ଦ ଆସିଥାଏ । ସ୍ୱିଚ୍ ହିଟ ହେଉ ଅବା ହେଲିକପ୍ଟର ସଟ୍…

ଏସସିବି କାଜୁଆଲଟିରୁ ସର୍ଜରୀ ୱାର୍ଡକୁ ସ୍ଥାନାନ୍ତର ହେଲେ କେନ୍ଦୁଝରର ଗୁରୁତର ଯୁବକ । ପରକୀୟା ପ୍ରୀତିରୁ ପ୍ରେମିକ…

କନକ ବ୍ୟୁରୋ: କଟକ ଏସସିବି କାଜୁଆଲଟିରୁ ସର୍ଜରୀ ବିଭାଗକୁ ସ୍ଥାନାନ୍ତର ହେଲେ କେନ୍ଦୁଝର ଚନ୍ଦନପୁରର ଗୁରୁତର ଯୁବକ । ପରକୀୟା ପ୍ରିତୀରୁ ପ୍ରେମିକ ରାଜେନ୍ଦ୍ର ନାୟକଙ୍କ ଯୌନାଙ୍ଗ କାଟି ଦେଇଥିଲେ ପ୍ରେମିକା ବିବାହିତ ମହିଳା । ବୁଧବାର ଦିନ ରାତିରେ ଏଭଳି ଘଟଣା ଘଟିଥିବା ବେଳେ ଗତକାଲି ତାଙ୍କୁ…

ଏସ୍ଓଜି ସର୍ଚ୍ଚ ଅପରେସନ୍ ପରେ ମାଓବାଦୀ ସନ୍ଦେହରେ ଧରାଯାଇଥିବା ବ୍ୟକ୍ତି ଜଣକ ମାଓବାଦୀ ନୁହଁନ୍ତି : ସ୍ପଷ୍ଟ କଲା…

କନକ ବ୍ୟୁରୋ: ମାଓବାଦୀ ସନ୍ଦେହରେ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆଠାରୁ ଗୁରୁବାର ଗିରଫ ହୋଇ ପୁଲିସ ହେପାଜତରେ ଥିବା ଯୁବକ ଜଣକ ମାଓବାଦୀ ନୁହଁନ୍ତି ବୋଲି କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଶୁକ୍ରବାର ସ୍ପଷ୍ଟ କରିଛନ୍ତି। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ…