Daily Archives

November 6, 2018

ସାତକୋଶିଆରେ ବାଘ ଆତଙ୍କର ଅନ୍ତ ! ସୁନ୍ଦରୀକୁ କାବୁ କଲା ବନ ବିଭାଗ, ସୁରକ୍ଷିତ ଅଛି ବାଘୁଣୀ ।

କନକ ବ୍ୟୁରୋ : କାବୁ ହେଲା ସୁନ୍ଦରୀ । ଦୀର୍ଘ ୧୬ ଦିନର ଉଦ୍ୟମ ପରେ ଆଜି ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିଛି ବନ ବିଭାଗ । ଟ୍ରାଙ୍କୁଲାଇଜ୍ କରିବା ପରେ ଏବେ ସୁନ୍ଦରୀକୁ ରାଇଗୁଡ଼ାକୁ ଅଣାଯାଇଛି । ବାଘୁଣୀ ଏବେ ସଂପୂର୍ଣ୍ଣ ସୁସ୍ଥ ଅଛି । ଏନଟିସିଏର ପରାମର୍ଶ ଅନୁସାରେ ତାକୁ କେଉଁଠି ରଖାଯିବ…

ରିଜର୍ଭ ବ୍ୟାଙ୍କ ବୋର୍ଡକୁ ରଘୁରାମ ରାଜନଙ୍କ ପରାମର୍ଶ ! ଦ୍ରାବିଡଙ୍କ ଭଳି ଖେଳ, ସିଦ୍ଧୁଙ୍କ ଭଳି ନୁହେଁ

ରିଜର୍ଭ ବ୍ୟାଙ୍କର ପରିଚାଳନା ନିଷ୍ପତିକୁ ନେଇ ଯେଉଁ ବିବାଦ ଦେଖା ଦେଇଛି ସେନେଇ ମୁହଁ ଖୋଲିଛନ୍ତି ଆରବିଆର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ । କେନ୍ଦ୍ରର ମୋଦି ସରକାର ଏବଂ ସେଂଟ୍ରାଲ ବ୍ୟାଙ୍କ ମଧ୍ୟରେ ବିବାଦ ଘନେଇଥିବା ବେଳେ ପୂର୍ବତନ ଆରବିଆଇ ଗଭର୍ଣ୍ଣର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ…

ଉତ୍ତରପ୍ରଦେଶରେ ତ୍ରେତୟା ଯୁଗ ! ଦଶରଥଙ୍କ ନାଁରେ ମେଡିକାଲ, ରାମଙ୍କ ନାଁରେ ବିମାନ ବନ୍ଦର, ଫୈଜାବାଦ ହେଲା ଅଯୋଧ୍ୟା ।

ଅଯୋଧ୍ୟାରେ ଦୀପାବଳୀ ପାଇଁ ଆଜି ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ଦୀପାବଳୀ ଉପଲକ୍ଷେ ୟୁପି ସରକାର ଯୋଗୀ ଆଦିତ୍ୟନାଥ ଏକ ବଡ ଘୋଷଣା କରିଛନ୍ତି । ପୂର୍ବରୁ ଫୈଜାବାଦ ନାମରେ ନାମିତ ଥିବା ଜିଲ୍ଲାକୁ ଆଜି ୟୁପି ସରକାର ଅଯୋଧ୍ୟା ନାମରେ ନାମିତ କରିଛନ୍ତି । ସିଏମ ଯୋଗୀ ଆଦିତ୍ୟନାଥ…

ମୋଦିଙ୍କୁ ଝଟକା ପରେ ଝଟକା ! ଏପର୍ଯ୍ୟନ୍ତ ହାରି ସାରିଲେଣି ୧୦ଟି ଉପନିର୍ବାଚନ ।

କର୍ଣ୍ଣାଟକରେ ବିଜେପିକୁ ଝଟକା । ୩ଟି ଲୋକସଭା ଆସନ ଏବଂ ୨ଟି ବିଧାନସଭା ଆସନ ପାଇଁ କର୍ଣ୍ଣାଟକରେ ହୋଇଥିବା ଉପନିର୍ବାଚନରେ ବିଜେପିକୁ ଲାଗିଛି ଶକ୍ତ ଝଟକା । ଜେଡିଏସ ଏବଂ କଂଗ୍ରେସର ଗଠବନ୍ଧନ ନିଜ ଗଡ ବଞ୍ଚାଇବାରେ ସଫଳ ହୋଇଛି । ଏହା ସହ ବିଜେପି ନେତା ଶ୍ରୀରାମଲ୍ଲୁଙ୍କ ଗଡରେ ମଧ୍ୟ ଭାରତୀୟ…

ଘରୋଇ ଲ୍ୟାବରେ ମିଳୁଛି ସରକାରୀ କିଟସ୍ ! ମେଡିକାଲରେ ରକ୍ତ ପରୀକ୍ଷା ନକରି ବାହାରକୁ ପଠାଉଛନ୍ତି ମେଡିକାଲ କର୍ତ୍ତୃପକ୍ଷ…

କନକ ବ୍ୟୁରୋ : ଜନସାଧାରଣଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇଦେବାକୁ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କରିଛନ୍ତି । ଏଥପାଇଁ ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମାଗଣାରେ ଔଷଧ ଓ ବିଭିନ୍ନ ପରୀକ୍ଷା ପାଇଁ କିଟସ୍ ଯୋଗାଇଦେଉଛନ୍ତି ସରକାର । କିନ୍ତୁ…

ରାତିପାହିଲେ ଦୀପାବଳୀ ! ଚାଇନା ନୁହେଁ ବଢ଼ୁଛି ଦେଶୀ ରଙ୍ଗୀନ ଦୀପର ଚାହିଦା । 

କନକ ବ୍ୟୁରୋ : ରାତିପାହିଲେ ଆଲୋକର ପର୍ବ ଦୀପାବଳୀ । ଘରକୁ ଆଲୋକିତ କରିବାକୁ ରଙ୍ଗ ବେରଙ୍ଗର ମହମବତୀ ଓ ଦୀପ କିଣାରେ ସମସ୍ତେ ଲାଗି ପଡିଲେଣି  । ହେଲେ ଚାଇନା ନିର୍ମିତ ଦୀପ ବଜାରରେ ପ୍ରବେଶ କରିବା ପରେ ମାଟି ଦୀପର ଚାହିଦା କମି ଯାଉଛି । ତେଣୁ ଲୋକମାନଙ୍କୁ ପାରମ୍ପରିକ ମାଟି ଦୀପ ପ୍ରତି…