Daily Archives

November 6, 2018

#ଡ଼ାହା ମିଛ । ରାଜଧାନୀରେ ଜୀବନ ଖୋଜୁଛି ରିଲାଏନ୍ସ ଜିଓ, ବେପାର ମାରିଦେଲା ନବୀନଙ୍କ ମାଗଣା ୱାଇଫାଇ । 

(ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି । ଏହା କେବଳ ମଜା ପାଇଁ ଉଦ୍ଦିଷ୍ଟ ।) ସକାଳୁ ସକାଳୁ ଗୋଟେ କାମରେ  ଭୁବନେଶ୍ୱର ବାହାରିଲି। ବାଣୀବିହାର ଛକ ଦେଇ ଆଚାର୍ଯ୍ୟବିହାର ହେଇ ରାଜଭବନ ଆଡେ ଯାଉଛି । ହଠାତ ଦେଖିଲି…

ଲକ୍ଷ୍ନୌ ପିଚର ଓଡିଶା କନେକ୍ସନ! ଯେତେ ଷ୍ଟାର ବ୍ୟାଟ୍ସମ୍ୟାନ ଥିଲେ ମଧ୍ୟ ୧୩୦ ରନ କରିବା ହୋଇଯିବ ମୁସ୍କିଲ

ଭାରତ -ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଆଜି ଲକ୍ଷ୍ନୌ ଶ୍ରୀ ଅଟଳ ବିହାରୀ ବାଜପେୟୀ ଅର୍ନ୍ତଜାତୀୟ ଷ୍ଟାଡିୟମରେ ଖେଳାଯିବାକୁ ଯାଉଛି । ସାଧାରଣତଃ ଟି-୨୦ ମ୍ୟାଚ୍ ଗୁଡିକରେ ହାଇସ୍କୋର ଦେଖିବାକୁ ମିଳିଥାଏ । ପଡିଆରେ ଛକା ଓ ଚୌକାର ବର୍ଷା ହୋଇଥାଏ । କିନ୍ତୁ ୨୪ ବର୍ଷର ଲମ୍ବା…

ଟ୍ରାଫିକ ସମସ୍ୟାରୁ ମିଳିବ ମୁକ୍ତି : ଭାରତରେ କେବୁଲ କାର ଓ ରୋପୱେ ଚଳାଇବାକୁ ଯୋଜନା

ଦିନକୁ ଦିନ ଟ୍ରାଫିକ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦ୍ରୁତ ସହରୀକରଣ, ଆଧୁନିକ ଲାଇଫଷ୍ଟାଇଲ ଯୋଗୁଁ ସହରରେ ଯାନବାହାନ ସଂଖ୍ୟା ବୃଦ୍ଧି ହେତୁ ଟ୍ରାଫିକ ସମସ୍ୟା ଦେଖାଯାଉଛି। ଦେଶର ବିଭିନ୍ନ ବଡ଼ ବଡ଼ ସହର ମାନଙ୍କରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ ଲାଗିରହେ । ସେଥିପାଇଁ ଲୋକେ ଅଫିସ୍…

ଚାଷକୁ ମାରିଦେଲା ମରୁଡି ! ଧାନ କେଣ୍ଡା ବଦଳରେ ଅଗାଡିର ଚିତ୍ର, ଚାଷୀ ମୁଣ୍ଡରେ ଚଡକ ।

କନକ ବ୍ୟୁରୋ : ଚାଷ ମାରିଦେଲା ମରୁଡି  । ଧାନ ବୁଣିବା ସମୟରେ ଭଲ ବର୍ଷା ହୋଇଥିବାବେଳେ ଶସ୍ୟ ଆହର କରିବାବେଳକୁ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ରାଜ୍ୟର ବିଭିନ୍ନ ଅଂଚଳରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି  । ରାଜ୍ୟର ୯ଜିଲ୍ଳାକୁ ମରୁଡି ପ୍ରଭାବିତ ବୋଲି ଘୋଷଣା କରିଛନ୍ତି ସରକାର । ହେଲେ ଏହି…

ମୃତ୍ୟୁର ୪ ଘଣ୍ଟା ପରେ ପୁଣି ଫେରିଲା ଜୀବନ ! ସ୍ତବ୍ଧ ହୋଇଗଲା ପୁରା ପରିବେଶ ।

ଏମିତି ଏକ ଘଟଣା, ଯାହାକୁ ସହଜରେ କେହି ବିଶ୍ୱାସ କରିପାରିବେ ନାହିଁ । ଉପସ୍ଥିତ ଥିବା ସମସ୍ତ ଲୋକେ ସ୍ତବ୍ଧ ହୋଇଯାଇଥିଲେ, ଯେତେବେଳେ ଜଣେ ମୃତ ବ୍ୟକ୍ତି ପୁଣି ଥରେ ଜିଇଁ ଉଠିଥିଲେ । ରାଜସ୍ଥାନରେ ଏମିତି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତିଙ୍କର…

ଟିକେଟ କାଟିଲେ, ବସରେ ବୁଲିଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ଆଜି ଠାରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ‘ ମୋ ବସ’ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ବିମାନବନ୍ଦର ଠାରେ ‘ ମୋ ବସ୍’ସେବାର ଶୁଭ ଉଦଘାଟନ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ନବୀନ…