Daily Archives

October 25, 2018

ଶହ ଶହ ଏକର ଜମିରେ ଧାନ ବଦଳରେ ଫୁଟିଲା କଇଁଫୁଲ । ମୁଣ୍ଡରେ ହାତ ଦେଲେ ଚାଷୀ, କିଭଳି ସୁଝିବେ ଋଣ

କନକ ବ୍ୟୁରୋ : ଧାନ ବିଲରେ ଚାଷୀ ଭାବିଥିଲା ସୁନାର ଫସଲ ଫଳିବ । ହେଲେ ସବୁ ଫସର ଫାଟିଗଲା । ଧାନ ବିଲରେ ଧାନଫସଲ ବଦଳରେ ଫୁଟିଲା କଇଁଫୁଲ । ଯାହାକୁ ନେଇ ଚିନ୍ତାରେ ପଡିଯାଇଛି ଚାଷୀ । ଏଭଳି ଅଭାବନୀୟ ଘଟଣା ଘଟିଛି ପିପିଲି ସତ୍ୟବାଦୀ ବ୍ଲକ ମଧୁବନ ପଂଚାୟତରେ । କୃଷି ଅଧିକାରୀଙ୍କୁ ଏ…

ଛୁଟିରେ ଯାଇଥିବା ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଘର ଆଗରେ ହାଇଡ୍ରାମା! ୪ ଗୁଇନ୍ଦା ଅଧିକାରୀଙ୍କୁ କାବୁ କରି…

କନକ ବ୍ୟୁରୋ : ଦିଲ୍ଲୀ ଜନପଥରେ ଚାଲିଲା ହାଇଡ୍ରାମା । ଆଜି ସକାଳୁ ସକାଳୁ ୪ ସନ୍ଦିଗ୍ଧଙ୍କ ଉପରେ ଆକ୍ରମଣ କରିଥିଲେ ଛୁଟିରେ ପଠାଇ ଦିଆଯାଇଥିବା ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ସୁରକ୍ଷା ଅଧିକାରୀ । ଚର୍ଚା ହେଲା, ବର୍ମାଙ୍କ ଉପରେ ନଜର ରଖିବାକୁ ଗୁଇନ୍ଦା ଅଧିକାରୀଙ୍କୁ ନିୟୋଜିତ…

ରାସ୍ତା ମଝିରେ ବିଚାରପତିଙ୍କୁ ଘେରିଲେ ଓକିଲ, ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ କଲେ ଯୁକ୍ତି ।

କନକ ବ୍ୟୁରୋ : କଟକରେ ଓକିଲଙ୍କୁ ମାଡ଼ ଘଟଣାରେ କୋର୍ଟ ବନ୍ଦ, ଜୟପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ କଚେରୀ ଠପ୍ । ଆଉ ସେପଟେ ଦୀର୍ଘ ୫୦ ଦିନ ହେଲା, ପଶ୍ଚିମ ଓଡ଼ିଶା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସମ୍ବଲପୁରରେ ଚାଲିଛି ଆନ୍ଦୋଳନ । ଦୀର୍ଘ ବର୍ଷ ଧରି ହୋଇ ଆସୁଥିବା ହାଇକୋର୍ଟ ବେଂଚ୍…

ମାଂସବେପାରୀଙ୍କ ଜାଲରେ ସିବିଆଇ । ମୋଇନ କ୍ୟୁରେସୀ ସହ ସଂପର୍କ ରଖି ଅଡୁଆରେ ତିନି ସିବିଆଇ ନିର୍ଦ୍ଦେଶକ, ଜାଣନ୍ତୁ…

କନକ ବ୍ୟୁରୋ : ଉତର ପ୍ରଦେଶରେ ମାଂସ ବ୍ୟବସାୟୀରୁ କୋଟିପତି ମୋଇନ କ୍ୟୁରେସି । ଏହି କୁଖ୍ୟାତ ଅପରାଧୀର ସଂସ୍ପର୍ଶରେ ଆସି ତିନି ତିନି ଜଣ ସିବିଆଇ ନିର୍ଦ୍ଦେଶକଙ୍କ ପତନ ହୋଇଛି । ରଂଜିତ ସିହ୍ନା, ଏ.ପି ସିଂ ଏବଂ ଆଲୋକ ବର୍ମାଙ୍କ , କ୍ୟୁରେସୀ କନେକ୍ସନ ଜାଣିଲେ ଆପଣ ହତବାକ୍ ହୋଇଯିବେ ।…

ମୋଦିଙ୍କୁ “ଚୋର” କହି ସମ୍ବୋଧନ କଲେ ରାହୁଲ୍ ! କହିଲେ,ନିଜେ ମରିବେ ବୋଲି ସିବିଆଇକୁ ମାରିଦେଲେ ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଫେଲ୍ ଡିଲ୍ ଏବଂ ବର୍ତ୍ତମାନ ସିବିଆଇରେ ଚାଲିଥିବା ଦ୍ୱନ୍ଦ ପ୍ରତିଦ୍ୱନ୍ଦକୁ ନେଇ ଏକ ପ୍ରେସ୍ କନଫେରେନ୍ସ ଡକାଇଥିଲେ । ସିବିଆଇର ଦୁଇ ପ୍ରମୁଖ ଅଧିକାରୀଙ୍କୁ ଛୁଟିରେ ପଠାଇ ଦିଆଯିବା ପରେ କଂଗ୍ରେସ ପାର୍ଟି ଲଗାତାର ମୋଦି ସରକାରଙ୍କ ଉପରେ ଆକ୍ରମଣ କରୁଛନ୍ତି…

ନଗ୍ନତାକୁ ନା’ : ଜଓ ନେଟୱର୍କରେ ଏଣିକି ଖୋଲିବନି ପର୍ଣ୍ଣ ସାଇଟ୍ ! ଅଶ୍ଲିଳ ଭିଡିଓ ଉପରେ ରୋକ ଲଗାଇବା ପାଇଁ ଜିଓର ବଡ…

ଜିଓ ଉଠାଇଛି ଏକ ବଡ ପଦକ୍ଷେପ । ଭାରତରେ ରହିଥିବା ଶହ ଶହ ପର୍ଣ୍ଣ ସାଇଟଗୁଡ଼ିକ ବନ୍ଦ ହୋଇଯାଇଛି । ଏକ୍ସଭିଡିଓଜ୍ ଓ ପର୍ଣ୍ଣ ହବ୍ ପରି ସାଇଟ୍ଗୁଡ଼ିକୁ ରିଲାଏନ୍ସ ଜିଓ ବନ୍ଦ କରିଥିବା ଜାଣିବାକୁ ମିଳିଛି। କିନ୍ତୁ ଏଯାଏ ସ୍ପଷ୍ଟ ହୋଇନାହିଁ କି ପ୍ରକୃତରେ କ’ଣ ଘଟିଛି। ମାତ୍ର ରେଡିଟର କେତେକ ଜିଓ…