Daily Archives

October 25, 2018

ଖୁବଶୀଘ୍ର ଲଞ୍ଚ୍ ହେବାକୁ ଯାଉଛି ଦୁନିଆର ପ୍ରଥମ ୫ ଜି ଫୋନ୍ ! ଜାଣନ୍ତୁ କ’ଣ ରହିବ ଫିଚର୍ସ ।

ଏହା ସତ ଯେ ଦୁନିଆରେ ଏଭଳି ଅନେକ ସ୍ଥାନ ଅଛି ଯେଉଁଠାକୁ ଏ ପର୍ଯ୍ୟନ୍ତ ୪ ଜି ନେଟୱର୍କ ପହଞ୍ôଚପାରିନାହିଁ । କିନ୍ତୁ ଲୋକଙ୍କୁ ଆହୁରି ଆଡଭାନ୍ସ କରିବା ଉଦ୍ଦେଶ୍ୟରେ ଏବେ ୫ ଜି ନେଟୱର୍କକୁ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି । ଖବର ଅନୁସାର, ଖୁବଶୀଘ୍ର ଦୁନିଆରେ ୫ ଜି…

ଆର୍ନ୍ତଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ୱେଷ୍ଟଇଣ୍ଡିଜର ଷ୍ଟାର ଅଲରାଉଣ୍ଡର ଡ୍ୱେନ ବ୍ରାଭୋ !

ୱେଷ୍ଟଇଣ୍ଡିଜର ଷ୍ଟାର ଅଲରାଉଣ୍ଡର ଡ୍ୱେନ ବ୍ରାଭୋ ଆର୍ନ୍ତଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ତେବେ ବିଶ୍ୱସ୍ତରରେ ହେଉଥିବା ବିଭିନ୍ନ ଟି-୨୦ ଲିଗ୍ ଖେଳିବେ ବୋଲି ବ୍ରାଭୋ କହିଛନ୍ତି । ହଠାତ୍ ଅର୍ନ୍ତଜାତୀୟ କ୍ରିକେଟରୁ ଅବସର ଘୋଷଣା କରି କ୍ରିକେଟପ୍ରେମୀଙ୍କୁ ଚକିତ କରି ଦେଇଛନ୍ତି…

କିକି ଗଲା ୱେଲଥ୍ ଆସିଲା ! କିକି ପରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଆଉ ଏକ ଚ୍ୟାଲେଞ୍ଜ,ନିଜ ଦାମୀ ଜିନିଷକୁ ସଡକରେ…

ଚୀନରେ ସୋସିଆଲ ମିଡିଆରେ କିଛି ଅଜବ ଏବଂ ନିଆରା ଟ୍ରେଂଡ ଦେଖିବାକୁ ମିଳିଛି । ୟୂଜର୍ସ ନିଜ ଫଟୋ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି, ଯେଉଁଥିରେ ସେମାନେ ଅଧା ମୁହଁରେ ତଳେ ପଡିଥିବାର ଦେଖିବାକୁ ମିଳିଛନ୍ତି ଏବଂ ତାଙ୍କ ସାମ୍ନାରେ ଦାମୀ ଜିନିଷ ଖେଳାଇ ହୋଇ ପଡିଛି । ଏଥିରେ ମୋବାଇଲ ଫୋନ,…

ୱେଷ୍ଟଇଣ୍ଡିଜ ବିପକ୍ଷ ଶେଷ ୩ଟି ମ୍ୟାଚ ପାଇଁ ଭାରତୀୟ ଟିମ୍ ଘୋଷଣା । ଜାଣନ୍ତୁ କିଏ ଫେରିଲେ ଦଳକୁ , କିଏ ପଡିଲେ ବାଦ୍

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜର ଶେଷ ୩ଟି ମ୍ୟାଚ୍ ପାଇଁ ଭାରତୀୟ ଟିମ୍ ଘୋଷଣା କରାଯାଇଛି । ଘୋଷଣା କରାଯାଇଥିବା ୧୫ ଜଣିଆ ଟିମରେ ଦୁଇ ଫାଷ୍ଟ ବୋଲର ଭୁବନେଶ୍ୱର କୁମାର ଓ ଯଶପ୍ରୀତ ବୁମରାହଙ୍କୁ ସ୍ଥାନ ଦିଆଯାଇଛି । ତେବେ ମହମ୍ମଦ ସାମିଙ୍କୁ ଅବଶିଷ୍ଟ ମ୍ୟାଚରୁ ବାଦ୍ ଦିଆଯାଇଛି ।…

ଚମକାଇ ଦେଲା ଭଳି ମନ୍ତବ୍ୟ ଦେଲେ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ! କହିଲେ , ୧୨ ବର୍ଷ ପୂର୍ବେ ଏହି ସମଲିଙ୍ଗୀ ଅଭିନେତ୍ରୀ…

ବଲିଉଡରେ ଆରମ୍ଭ ହୋଇଥିବା #MeToo  ଅଭିଯାନରେ ପ୍ରଥମେ ନାନା ପାଟେକର ଏବଂ ପରେ ବିିବେକ ଅଗ୍ନିହୋତ୍ରୀ , କୋରିଓଗ୍ରାଫର ଗଣେଷ ଆଚାର୍ଯ୍ୟଙ୍କ ଉପରେ ଅସଦାଚରଣର ଅଭିଯୋଗ ଲଗାଇଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ଉପରେ ଲାଗିଛି ଗମ୍ଭୀର ଆରୋପ । ଏହି ଅଭିଯୋଗ ଆଉ କିଏ ନୁହଁ ଲଗାଇଛନ୍ତି…

ଅନଲାଇନରେ ସମ୍ବଲପୁରୀ ଲୋକ ସଂସ୍କୃତିର ପ୍ରଚାର । ଟି-ସାର୍ଟ ଠାରୁ ଆରମ୍ଭ କରି ତକିଆ କଭର ଓ ମୋବାଇଲ କଭରରେ ଦେଖିବାକୁ…

କନକ ବ୍ୟୁରୋ : ସମ୍ବଲପୁର କଳା ସଂସ୍କୃତି ବେଶ ପ୍ରସିଦ୍ଧି ଲାଭ କରିଥିବା ବେଳେ ସେହି ସମ୍ବଲପୁରୀ କପଡାର ଡିଜାଇନ ଓ ବିଭିନ୍ନ ସଂସ୍କୃତିକୁ ନେଇ ଅନଲାଇନ ମାଧ୍ୟମରେ ଚାଲିଛି କାରବାର । ସମ୍ବଲପୁରୀ କପଡାରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କରାଯାଉଛି । ଏହାସହ ମୋବାଇଲ କଭରରେ ମଧ୍ୟ…