Daily Archives

October 18, 2018

କ୍ରିକେଟ୍ ଛାଡିବା ନେଇ ଗମ୍ଭୀରଙ୍କ ବଡ ବୟାନ ! କହିଲେ ଭାବନାତ୍ମକ ଆନ୍ତରିକତା ଥିବା ଯାଏଁ ଖେଳିବି କ୍ରିକେଟ୍ ।

୨୦୧୧ ବିଶ୍ୱକପ୍ ଫାଇନାଲ ମ୍ୟାଚର ହିରୋ ତଥା ଭାରତୀୟ କ୍ରିକେଟ ଟିମର ପୂର୍ବତନ ଓପନର ଗୌତମ ଗମ୍ଭୀର ନିଜ ଅବସର ଚର୍ଚ୍ଚାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । କ୍ରିକେଟ ତାରକା ଗୌତମ ଗମ୍ଭୀର ଇତି ମଧ୍ୟରେ ୩୭ ବର୍ଷରେ ପଦାର୍ପଣ କରିଛନ୍ତି । ତେବେ କ୍ରିକେଟରୁ ସନ୍ୟାସ ନେବାକୁ ନେଇ ଗମ୍ଭୀର ନିକଟରେ…

ବଲାଙ୍ଗୀରରେ ଗନ୍ଧରଲା ନାଳରୁ ମୁଣ୍ଡବିହୀନ ଶିଶୁର ଶବକୁ ନେଇ ପୁଲିସର ତନାଘନା : ରହସ୍ୟ ଉପରୁ ଏଯାଏ ହଟିଲାନି ପରଦା,ଜଣେ…

କନକ ବ୍ୟୁରୋ : ବଲାଙ୍ଗୀରରେ ଗନ୍ଧରଲା ନାଳରୁ ମୁଣ୍ଡବିହୀନ ଶିଶୁର ଶବକୁ ନେଇ ପୁଲିସର ତନାଘନା । ରହସ୍ୟ ଉପରୁ ଏଯାଏ ପରଦା ହଟିନଥିବା ବେଳେ ପୁଲିସ ଜଣକୁ ଅଟକ ରଖି ପଚରାଉଚରା କରୁଛି । ସେପଟେ ଶିଶୁଟିକୁ ନରବଳି ଦିଆଯାଇଥିବା ଗାଁ ଲୋକେ ସନ୍ଦେହ କରୁଛନ୍ତି । ବଲାଙ୍ଗୀର ବଙ୍ଗୋମୁଣ୍ଡା ବ୍ଲକ…

ୱାଟରପ୍ରୁଫ୍ ମୋବାଇଲକୁ ପାଣିରେ ବୁଡାଇଲେ ଜଜ୍ ! ଖରାପ ହୋଇଗଲା ଫୋନ୍, କମ୍ପାନୀ ବିରୋଧରେ ଲାଗିଲା ଜୋରିମାନା ।

ଦିନକୁ ଦିନ ବଢିଚାଲିଛି ମୋବାଇଲ ଫୋନର ବ୍ୟବହାର । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ମୋବାଇଲ ଫୋନ ବ୍ୟବହାର କରୁଛନ୍ତି । ଏବଂ ଏହାର ଚାହିଦା ଦେଖି ବିଭିନ୍ନ ମୋବାଇଲ୍ କମ୍ପାନୀ ବିଭିନ୍ନ ପ୍ରକାରର ଫିଚର୍ସ ସହ ନୂଆ ନୂଆ ମଡେଲର ମୋବାଇଲ ସେଟ୍ ମଧ୍ୟ ବଜାରକୁ…

ଦିବ୍ୟାଙ୍ଗ ବାପା ମୁଣ୍ଡରେ ଦିବ୍ୟାଙ୍ଗ ଝିଅର ବୋଝ : ଛାଟି ମାଟିର କୁଡିଆ ଭିତରେ ବିତୁଛି ନିଆଳିର ଗୁଣନିଧି ଓ ଝିଅ…

କନକ ବ୍ୟୁରୋ : ଆଖିରେ ଅସୁମାରୀ ସ୍ପପ୍ନ, ହେଲେ ଦାଉ ସାଜିଛି ବିଧାତା । ଜନ୍ମରୁ ଦିବ୍ୟାଙ୍ଗ ଥିଲେ ବାପା । ଝିଅ ବି ଜନ୍ମରୁ ଦିବ୍ୟାଙ୍କ । ଭଗବାନଙ୍କ ସୃଷ୍ଟିରେ ଦୁନିଆକୁ ଆସିବା ଦିନଠାରୁ ତିଳ ତିଳ କରି ଦୁଃଖ ଓ କଷାଘାତରେ ଜୀଇଁବାକୁ ବାଧ୍ୟ ବାପାଝିଅ । ଏମିତି ଏକ ଦୁଃଖଦ କାହାଣୀ ଆସିଛି…

ଆରପାରିରେ ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ! ୯୩ ବର୍ଷ ବୟସରେ ଦେହତ୍ୟାଗ କଲେ ଏନ୍.ଡି ତିୱାରୀ…

ଆରପାରିରେ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍.ଡି ତିୱାରି । ଦୀର୍ଘଦିନ ଅସୁସ୍ଥ ହେବା ପରେ ଦୀର୍ଘଦିନ ଅସୁସ୍ଥ ରହିବା ପରେ ଗୁରୁବାର ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ଦତ୍ତ ତିୱାରୀଙ୍କର ପରଲୋକ ଘଟିଛି…

କୌଳିକ ବୃତ୍ତିରୁ ମୁହଁ ଫେରାଉଛନ୍ତି କାରିଗର ପରିବାର : ତନ୍ତଶାଳରେ ଖତ ଖାଉଛି ଲୁଗାବୁଣା ସାମଗ୍ରୀ

କନକ ବ୍ୟୁରୋ : ଓଡିଶାର କାରୁକାର୍ଯ୍ୟ ଓ କଳା ସଂସ୍କୃତିକୁ ପିଢୀ ପରେ ପିଢୀ ଆଦରି ଥିବା କାରିଗର ଏବେ ଜୀବନ ଦୋଛକିରେ ପଡିଛନ୍ତି । କୌଳିକ ବୃତ୍ତିକୁ ଆଦରିଲେ ପେଟ ପୁରୁନଥିବାରୁ ପୂର୍ବପୁରୁଷର ବୃତ୍ତି ଛାଡି ଅନ୍ୟ କାମ ଖୋଜୁଛନ୍ତି କାରିଗର । ଯଦି କେହି ବି କୌଳିକ ବୃତ୍ତିକୁ ଛାଡି…