Daily Archives

October 18, 2018

ଏମ୍ସରୁ ବାହାରି ଇଣ୍ଡିଆ ଗେଟ୍ ବୁଲିଲା ଜଗା : ସେପଟେ ବଳିଆର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି

କନକ ବ୍ୟୁରୋ : ଦିଲ୍ଲୀରୁ ଆସିଲା ଭଲ ଖବର । ଏମ୍ସରୁ ବାହାରି ଇଣ୍ଡିଆ ଗେଟ୍ ବୁଲିଲା ଜଗା । ବାପା-ମାଆଙ୍କ ସହ ଜଗା ଇଣ୍ଡିଆ ଗେଟ୍ରେ ବୁଲୁଥିବାର ଚିତ୍ର ସମ୍ନାକୁ ଆସିଛି । ମାଆଙ୍କ ହାତ ଧରି ଜଗା ଚାଲୁଥିବା ଦେଖିବାକୁ ମିଳିଛି । ବଳିଆର ସ୍ୱାସ୍ଥ୍ୟବସ୍ଥାରେ ବ୍ୟାପକ ଉନ୍ନତି ପରିଲଖିତ ହୋଇଛି ।…

କୋଣାର୍କରେ ବଙ୍ଗୀୟ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା : ପୁରୀରେ ପୀଡିତାଙ୍କୁ ଭେଟିଲା ଉଭୟ ବିଜେପି ଓ କଂଗ୍ରେସ ମହିଳା…

କନକ ବ୍ୟୁରୋ : କୋଣାର୍କରେ ଦୁଷ୍କର୍ମର ଶିକାର ହୋଇଥିବା ବେଙ୍ଗଲୀ ଦୁଷ୍କର୍ମ ପୀଡିତାଙ୍କୁ ଭେଟିଛନ୍ତି ବିଜେପି ଓ କଂଗ୍ରେସ ମହିଳା ମୋର୍ଚ୍ଚା । ବିଜେପି ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ପ୍ରଭାତି ପରିଡାଙ୍କ ନେତୃ୍ତ୍ୱର ଏକ ଟିମ ପୀଡିତାଙ୍କୁ ଭେଟିଛନ୍ତି । ଏହାପରେ ବିଜେପି ମହିଳା କର୍ମୀ କୋଣାର୍କ…

ମାଓ ସଂଗଠନ ହେଉଛି ଦୁର୍ବଳ ! ସଂଗଠନକୁ ସକ୍ରିୟ କରାଇବା ପାଇଁ ଲାଲ୍-ବାହିନୀଙ୍କୁ ଭରଷା ବାଲ୍-ବାହିନୀ !

କନକ ବ୍ୟୁରୋ: ନକ୍ସଲଙ୍କୁ ଭରସା ନାବାଳକ । ଗତ କିଛିଦିନ ତଳେ ଟପ୍ କ୍ୟାଡର ନକ୍ସଲ ନିହତ ଏବଂ ଗିରଫ ପରେ ଦୁର୍ବଳ ହେବାରେ ଲାଗିଛି ମାଓ ସଂଗଠନ। ଏପରିକି ବହୁ କ୍ୟାଡର ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆତ୍ମସପର୍ମଣ କରିବା ସଂଗଠନକୁ ଧକ୍କା ଦେଇଛି। ଏଭଳି ସ୍ଥିତିରେ ବଳ ଗୋଟାଇବାକୁ ସଂଗଠନ…

ବିକ୍ରି ହେବ ବିଜୟ ମାଲ୍ୟାଙ୍କ ଦାମୀ କାର : ତଦନ୍ତକାରୀ ସଂସ୍ଥାକୁ ବ୍ରିଟେନ୍ ଅଦାଲତଙ୍କ ନିର୍ଦ୍ଦେଶ, ବିଳାସମୟ କାର…

କନକ ବ୍ୟୁରୋ : ବିକ୍ରି ହେବ ମଦସମ୍ରାଟ ବିଜୟ ମାଲ୍ୟାଙ୍କ ୬ଟି ଦାମୀ କାର । ବ୍ରିଟେନର ଏକ ଅଦାଲତ ମାଲ୍ୟାଙ୍କ କାର ବ୍ରିକି କରିବାକୁ ଅନୁମତି ଦେଇଛନ୍ତି । କାର ବିକ୍ରି ହେଲେ ସେଥିରୁ ଯେଉଁ ଟଙ୍କା ଆସିବ ସେଗୁଡିକ ବ୍ୟାଙ୍କରେ ଦିଆଯିବ । ଭାରତୀୟ ବ୍ୟାଙ୍କ ଗୁଡିକରେ ମାଲ୍ୟାଙ୍କ ଉପରେ ୧୦ ହଜାର…

ବିପଦରେ ଫେସବୁକ ମୁଖ୍ୟ ମାର୍କ ଜୁକରବର୍ଗଙ୍କ ପଦ : ଅଧ୍ୟକ୍ଷ ପଦରୁ ହଟାଇବାକୁ ପ୍ରସ୍ତାବ ଆଣିଲେ ୪ ସେୟାର ହୋଲଡର ସଂସ୍ଥା

କନକ ବ୍ୟୁରୋ : ଫେସବୁକ୍ ପ୍ରତିଷ୍ଠାତା ତଥା ମୁଖ୍ୟ ମାର୍କ ଜୁକରବର୍ଗ ଅଡୁଆରେ ପଡ଼ିଛନ୍ତି । ଜୁକରବର୍ଗଙ୍କୁ ଅଧ୍ୟକ୍ଷ ପଦରୁ ହଟାଇବାକୁ ଫେସବୁକ୍ ସେୟାର ହୋଲଡରମାନେ ଦାବି କରିଛନ୍ତି । ଫେସବୁକରେ ବଡ଼ ଧରଣର ସେୟାର ରଖିଥିବା ୪ଟି ଆମେରିକୀୟ ସଂସ୍ଥା ଜୁକରବର୍ଗଙ୍କୁ ଫେସବୁକ ଚେୟାରମ୍ୟାନ ପଦରୁ…

ରେଳଧାରଣାରେ ସଙ୍କୋଚନ ପ୍ରସାରଣ ଯୋଗୁଁ ହେବ ନାହିଁ ଦୁର୍ଘଟଣା ! ଫାଟ ଥିଲେ ବାଜିବ ଆଲାର୍ମ, ସତର୍କ ହେବେ ଲୋକୋ ପାଇଲଟ୍

ରେଳ ଧାରଣାରେ ସଙ୍କୋଚନ ଓ ପ୍ରସାରଣ ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟିଥାଏ । ତେବେ ଏବେ ଏପରି ଦୁର୍ଘଟଣା ଉପରେ ରୋକ ଲଗାଯାଇ ପାରିବ । ଦୁର୍ଘଟଣା ରୋକିବା ପାଇଁ ଏକ ନୂତନ ଜ୍ଞାନକୌଶଳର ଉଦ୍ଭାବନ ହୋଇଛି । ଏହି ନୂତନ ଜ୍ଞାନକୌଶଳର ନାମ ହେଲା ଅଲଟ୍ରାସୋନିକ୍ ବ୍ରୋକନେ୍ ରେଲ୍ ଡିଟେକ୍ସନ୍…