Daily Archives

October 18, 2018

ଅନ୍ଧବିଶ୍ୱାସର ଅନ୍ଧଗଳି ! ପାର୍ବଣରେ ମିଳିଲା ୮ ବର୍ଷ ଶିଶୁପୁତ୍ରର ମୁଣ୍ଡ ବିହୀନ ମୃତଦେହ, ନରବଳି ସନ୍ଦେହରେ ପୁଲିସର…

କନକ ବ୍ୟୁରୋ : ଶାରଦୀୟ ପୂଜାକୁ ନେଇ ସବୁଆଡେ ଉତ୍ସବର ମାହୋଲ । ଧରାପୃଷ୍ଠରେ ଦେବୀ ଦଶଭୁଜାଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ ବଲାଙ୍ଗିରରୁ ଏକ ନାଟକୀୟ ଘଟଣା ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ସନ୍ଦେହ କରାଯାଉଛି ପାର୍ବଣ ଅବସରରେ ଶିଶୁବଳୀ ପାଇଁ ୮ ବର୍ଷର ଶିଶୁର…

ନାତୁଣୀ ବିସ୍କୁଟରେ ମିଶାଇଲା ଜେଜେ ବାପାଙ୍କ ଅସ୍ଥି, ଖୁଆଇଲା ସାଙ୍ଗମାନଙ୍କୁ ! ଆଉ ତା ପରେ…

ଆମେରିକାର କାଲିଫର୍ଣ୍ଣିୟାରେ ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି। ଉତ୍ତର କୋଲିଫର୍ଣ୍ଣିୟାରେ ଜଣେ ନାବାଳିକା ବିସ୍କୁଟରରେ ନିଜ ଜେଜେବାପାଙ୍କ ଅସ୍ଥିକୁ ମିଶାଇ ସ୍କୁଲରେ ସାଙ୍ଗମାନଙ୍କୁ ଖାଇବା ଦେଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍କୁଲ ଛାତ୍ରଛାତ୍ରୀମାନେ ସ୍ତବ୍ଧ ହୋଇ ଯାଇଥିବା…

‘ତିତଲି’ କ୍ଷତି କରିଛି ୨,୭୭୦ କୋଟି ! ପ୍ରଥମ ପର୍ଯ୍ୟାୟରେ ୧ ହଜାର କୋଟି ଦେବା ପାଇଁ ମୋଦିଙ୍କୁ ଚିଠି ଲେଖିଲେ ନବୀନ ।

କନକ ବ୍ୟୁରୋ : ତିତଲି କ୍ଷୟକ୍ଷତି ନେଇ ମୋଦିଙ୍କୁ ଚିଠି ଲେଖିଲେ ନବୀନ । ପ୍ରଥମ ପର୍ଯ୍ୟାୟରେ ତୁରନ୍ତ ୧ ହଜାର କୋଟି ଟଙ୍କା ସହାୟତା ଯୋଗାଇ ଦେବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୭୭୦.୨୮ କୋଟିର କ୍ଷତି ନେଇ କେନ୍ଦ୍ରକୁ ପ୍ରାଥମିକ ସ୍ମାରକପତ୍ର…

କେରଳ ସାବରିମାଳାରେ ୧୨ ଘଂଟିଆ ବନ୍ଦ ପାଳନ ! ବିକ୍ଷୋଭକାରୀ ଓ ସରକାରଙ୍କ ମଧ୍ୟରେ ଛକାପଂଝା, ଆଜି ବି ମନ୍ଦିର ଭିତରେ ପଶି…

କନକ ବ୍ୟୁରୋ : ସାବରିମାଳା ମନ୍ଦିର ବିବାଦ ଥମିବାର ନାଁ ଧରୁନି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ସାବରିମାଳା ମନ୍ଦିର ଭିତରକୁ ମହିଳା ପ୍ରବେଶ କରିପାରୁନାହାନ୍ତି । ମନ୍ଦିର ଭିତରେ ମହିଳାଙ୍କ ପ୍ରବେଶକୁ ବିରୋଧ କରୁଥିବା ବିଭିନ୍ନ ସଂଗଠନ ପକ୍ଷରୁ ଆଜି କେରଳ ୧୨ ଘଂଟିଆ ବନ୍ଦ ପାଳନ…

କୋଣାର୍କ ଗଣଦୁଷ୍କର୍ମ ମାମଲାରେ ଲାଗିଲା ରାଜନୀତିର ରଙ୍ଗ ! ଉଠିଲା ପ୍ରଶ୍ନ, ଦେହ ବ୍ୟବସାୟ ସନ୍ଦେହରେ କୋହଳ ପଡୁଛି କି…

କନକ ବ୍ୟୁରୋ : କୋଣାର୍କରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ଗିରଫ କରିପାରିନାହିଁ ପୁଲିସ । ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଛି କି ନାହିଁ, ସେନେଇ ମଧ୍ୟ ପୁଲିସର ସନ୍ଦେହ ରହିଛି । ପୀଡିତାଙ୍କ ଡାକ୍ତରୀମାଇନା ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି…

ମାଲିକକୁ କୋଟିପତି ବନାଇଲା ବିଲେଇ ! ପାଳିତ ପଶୁ ପାଇଁ କିଛି ଏହିଭଳି ଭାବେ କୋଟି କୋଟି ଟଙ୍କା କମାଉଛନ୍ତି ମାଲିକ ।

ମାଲିକକୁ ରାତା ରାତି କୋଟିପତି ବନାଇଲା ବିଲେଇ । ସାଧାରଣତଃ ଲୋକମାନେ ଘରେ କୁକୁର ପାଳିବାକୁ ବେଶ ପସନ୍ଦ କରିଥାନ୍ତି । କାରଣ କୁକୁର ମାଲିକର ବିଭିନ୍ନ ପ୍ରକାର ଉପକାର କରିଥାଏ । ଠିକ୍ ସେହିଭଳି କିଛି କିଛି ଲୋକ ଘରେ ବିଲେଇ ମଧ୍ୟ ପାଳିଥାନ୍ତି କିନ୍ତୁ କୁକୁର ଭଳି ବିଲେଇ ମଣିଷର ବେଶି…