Daily Archives

September 6, 2018

ଭାରତ ପାଇଁ ବଡ ବିପଦ ! ସାରା ବିଶ୍ୱରେ ତୃତୀୟ ପରମାଣୁ ସମ୍ପନ୍ନ ରାଷ୍ଟ୍ର ହେବା ପାଇଁ ଚେଷ୍ଟା କରୁଛି ପାକିସ୍ତାନ

କନକ ବ୍ୟୁରୋ : ଭାରତଠାରୁ ପଡୋଷୀ ପାକିସ୍ତାନ ପରମାଣୁ ତିଆରି କରିବାରେ ଆଗରେ ରହିଥିବା ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ବର୍ତ୍ତମାନ ସମୟରେ ୭ମ ସ୍ଥାନରେ ଥିବା ବେଳେ ପାକିସ୍ତାନ ୬ନଂ ସ୍ଥାନରେ ରହିଛି । ତେଣୁ ଭାରତ ପାଇଁ…

ରେଳଯାତ୍ରୀ ଧ୍ୟାନ ଦିଅନ୍ତୁ : ଗରୀବ ରଥ ସ୍ଥାନରେ ଆସିବ ହମସଫର । ଯାତ୍ରୀଙ୍କ ଉପରେ ମହଙ୍ଗା ମାଡ଼ କରିବ ଭାରତୀୟ ରେଳବାଇର…

ବଜେଟ୍ ଅନୁକୂଳ ଗରୀବ ରଥ ଅତି ଶୀଘ୍ର ୨୯ ସେପ୍ଟେମ୍ବର, ୨୦୧୮ରୁ ହମସଫର ଏକ୍ସପ୍ରେସ ଦ୍ୱାରା ପୁନଃସ୍ଥାପିତ କରାଯିବ । ନୂତନ ପରିବର୍ତ୍ତନ ସହିତ ଚେନ୍ନାଇରୁ ନୂଆ ଦିଲ୍ଲୀ ରାସ୍ତାରେ ଯାଉଥିବା ଯାତ୍ରୀଙ୍କୁ ଅଧିକ ଟଙ୍କା ଦେଇ ଯାତ୍ରା କରିବାକୁ ପଡ଼ିବ । ଏହି ନିଷ୍ପତ୍ତି ୩୦ ଅଗଷ୍ଟ ୩୦ ରେ ଭାରତୀୟ…

କେବିସିରେ ଅମିତାଭ ବଚ୍ଚନଙ୍କ “କମ୍ପ୍ୟୁଟର ଜୀ” ଉପରୁ ଉଠିଲା ପରଦା ! ଆସନ୍ତୁ ଜାଣିବା କ’ଣ ଥାଏ ଏହି କମ୍ପ୍ୟୁଟର ପରଦାରେ…

ଟି.ଭିରେ ଅନେକ ପ୍ରକାରର ରିୟଲିଟି ଶୋ’ ପ୍ରସାରିତ ହୁଏ । ଯାହାକୁ ବଲିଉଡର ଲୋକପ୍ରିୟ କଳାକାର ହୋଷ୍ଟ୍ କରିଥାନ୍ତି । ଏହି ରିୟଲିଟି ଶୋ’ମଧ୍ୟରେ କୁଇଜ୍ ଶୋ’ ମଧ୍ୟ ପ୍ରସାରିତ ହୋଇଥାଏ,ଏହି ଶୋ’ରେ ଜିତିବା ପରେ ଆକର୍ଷଣୀୟ ପୁରଷ୍କାର ସମେତ ଧନରାଶୀ ଜିତିବାର ମଧ୍ୟ ସୁଯୋଗ ମିଳିଥାଏ । ଯଦି ଆପଣ…

ମହାରଥୀଙ୍କୁ ଦାମ ମାରିଲେ ବାଣ । ସବୁ ଦୁର୍ନୀତି ମହାରଥୀଙ୍କ ସମୟରେ ହୋଇଛି, ତାଙ୍କ ମନ୍ତ୍ରୀପଦ ଯିବା ପଛରେ ମଧ୍ୟ…

କନକ ବ୍ୟୁରୋ: ଗତକାଲି ଚାରା ଘୋଟାଲା, ଆଜି ଓମଫେଡ୍ ରେ ଦୁର୍ନୀତି କୁ ନେଇ ପୁଣି ମହାରଥୀଙ୍କୁ ଟାର୍ଗେଟ କଲେ ଦାମ । ତାଙ୍କ ମନ୍ତ୍ରୀ ପଦ ଯିବା ପଛରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ହାତ ଥିବା ସେ କହିଛନ୍ତି । ଏପରିକି ମହାରଥୀଙ୍କ ଅମଳରେ ସବୁ ଦୁର୍ନୀତି ହୋଇଥିବା କହିଛନ୍ତି ଦାମୋଦର ରାଉତ…

ଆପଣ ଏହି ୫ଟି ରୋଗ ପାଇଁ ଅସୁସ୍ଥତା ଅନୁଭବ କରୁଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

କନକ ବ୍ୟୁରୋ : ଯେତେ ଜଗିରଖି ଚଳିଲେ ମଧ୍ୟ ମଣିଷ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ଏଡ଼ାଇ ପାରେ ନାହିଁ। ପରିବାର ମଧ୍ୟରେ ପ୍ରାୟ ଦୈନିକ ଛୋଟମୋଟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ। ସମସ୍ୟା ଛୋଟକାଟିଆ ହେଲେ ମଧ୍ୟ ବିରକ୍ତିକର ହୋଇଥାଏ। ତେଣେ ଛୋଟିଆ କଥାକୁ ନେଇ ଡାକ୍ତରଙ୍କୁ ଦେଖାଇବା ପାଇଁ ଧାରଣା…

ଭାରତରେ ରହିଛି ଚୀନ ପରେ ବିଶ୍ୱର ସବୁଠାରୁ ଲମ୍ବା ପ୍ରାଚୀର ! ‘ଦ ଗ୍ରେଟ୍ ୱାଲ ଅଫ୍ ଇଣ୍ଡିଆ’ ନାମରେ ପରିଚିତ

ଚୀନର ସବୁଠାରୁ ଲମ୍ବା ପ୍ରାଚୀର ବିଷୟରେ ସମସ୍ତେ ଜାଣିଥିବେ । ଚୀନରେ ଥିବା ପ୍ରାଚୀରକୁ ବିଶ୍ୱର ସବୁଠାରୁ ଲମ୍ବା ପ୍ରାଚୀର କୁହାଯାଏ । କିନ୍ତୁ ବିଶ୍ୱର ଦ୍ୱିତୀୟ ସବୁଠାରୁ ଲମ୍ବା ପ୍ରାଚୀର ବିଷୟରେ ହୁଏତ ବହୁତ କମ୍ ଲୋକ ଜାଣିଥିବେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଲମ୍ବା ପ୍ରାଚୀର ଆଉ…