Daily Archives

August 18, 2018

ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଇମ୍ରାନ ଖାନ୍ ! ଇସଲାମାବାଦ ପ୍ରେସିଡେଂଟ୍ ହାଉସରେ ଶପଥ ଭବ୍ୟ ସମାରୋହ ।

କନକ ବ୍ୟୁରୋ : ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଇମ୍ରାନ୍ ଖାନ୍ । ବଡ ବଡ ନେତା ଓ ପୂର୍ବତନ କ୍ରିକେଟରଙ୍କ ସମେତ ଇମ୍ରାନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଛନ୍ତି କ୍ରିକେଟରରୁ ରାଜନେତା ପାଲଟିଥିବା ନଭଜ୍ୟୋତ ସିଂହ ସିଦ୍ଧୁ । ଇମ୍ରାନଙ୍କ ଶପଥ ଗ୍ରହଣ ଉତ୍ସବରେ ପାକିସ୍ତାନ…

ଆଜି ହେଉଛି ଯୁବ ସ୍ୱାଭିମାନ ଦିବସ । ଏହି ଅବସରରେ ରାଜ୍ୟ ବ୍ୟାପୀ ଆମ ଓଡ଼ିଶା ପକ୍ଷରୁ ଅନୁଷ୍ଠିତ ହୋଇଛି ରକ୍ତଦାନ ଶିବିର

କନକ ବ୍ୟୁରୋ: ଇଷ୍ଟର୍ଣ୍ଣ ମିଡିଆ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କ ଜନ୍ମ ଦିନ ଅବସରରେ ସାରା ରାଜ୍ୟରେ ପାଳିତ ହେଉଛି ଯୁବ ସ୍ୱାଭିମାନ ଦିବସ । ଏହି ଉପଲକ୍ଷେ ଆମ ଓଡିଶା ଓ ସମ୍ବାଦ ମିଳିତ ଆନୁକୂଲ୍ୟରେ ରାଜ୍ୟବ୍ୟାପି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ପାଖାପାଖି…

୨୦୧୯ ପାଇଁ କଂଗ୍ରେସର ମନ୍ଥନ । ଦିଲ୍ଲୀରେ ସବୁ ରାଜ୍ୟର ମୁଖିଆଙ୍କୁ ଭେଟିଲେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି

କନକ ବ୍ୟୁରୋ: ୨୦୧୯ ପାଇଁ କଂଗ୍ରେସର ମନ୍ଥନ । ଦିଲ୍ଲୀରେ ସବୁ ରାଜ୍ୟ ମୁଖିଆଙ୍କୁ ଭେଟିଲେ ରାହୁଲ । ୨୦୧୯ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଏବେଠାରୁ ଅଂଟା ଭିଡିଛି କଂଗ୍ରେସ । ଏଥି ପାଇଁ ଆଜି ଦିଲ୍ଲୀରେ ସବୁ ରାଜ୍ୟର କଂଗ୍ରେସ ପ୍ରଦେଶ ମୁଖ୍ୟଙ୍କୁ ସାକ୍ଷାତ କରିଛନ୍ତି…

ବେଷ୍ଟ ଅଫିସରଙ୍କ ନାଁରେ ଲାଗିଲା କଳଙ୍କ ! କ୍ୟୁଏଟି ମୁଖ୍ୟ ଏସଆଇ ଦୀପକ ଲେଙ୍କାଙ୍କୁ ନିଲମ୍ବନ, ଲାଗିଲା ଅନୈତିକ…

କନକ ବ୍ୟୁରୋ : ନିଲମ୍ବନ ହୋଇଛନ୍ତି କୁଇକ୍ ଆକ୍ସନ୍ ଟିମ୍ ବା କ୍ୟୁଏଟିର ମୁଖ୍ୟ ପୋଲିସ ସବ-ଇନ୍ସପେକ୍ଟର ଦୀପକ ଲେଙ୍କା । କ୍ୟୁଏଟିକୁ ମଧ୍ୟ ଭାଙ୍ଗି ଦିଆଯାଇଛି । ଅନୈତିକ କାର୍ଯ୍ୟକଳାପ ଓ ଡ୍ରଗ୍ସ କାରବାର ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଦର୍ଶାଇଛି ପୋଲିସ ବିଭାଗ ।…

ପୋଷ୍ଟ ଅଫିସ ସ୍କିମ : ୧୫୦ ଟଙ୍କା ନିବେଶ କରି ଇନକମ କରିପାରିବେ ୨୫ ଲକ୍ଷ ଟଙ୍କା ।

ସମସ୍ତେ ଚାହାଁନ୍ତି ରୋଜଗାର କରୁଥିବା ଟଙ୍କା ମଧ୍ୟରୁ କିଛି ଟଙ୍କା ସେଭିଂ କରି ରଖିବା ପାଇଁ । କିନ୍ତୁ ପ୍ରତିଦିନର ଖର୍ଚ୍ଚ ଏବଂ ଅନ୍ୟାନ୍ୟ କାରଣ ପାଇଁ ଟଙ୍କା ସେଭିଂ କରି ହୋଇନଥାଏ । ସେପଟେ କିଛି ଲୋକ ନିଜ ରୋଜଗାନ ଟଙ୍କାରୁ କିଛି ପଇସା ସେଭିଂ କରିବା ପାଇଁ ଛୋଟ ଛୋଟ ରକମକୁ ସେଭିଂ କରିବା…

୩୧ ଡିସେମ୍ବର ପରେ ଆଉ କାମ କରିବନି ଏଟିଏମ କାର୍ଡ ! ଘରେ ବସି ଏଭଳି ତରିକାରେ ବଦଳାନ୍ତୁ ନିଜ ଏଟିଏମ କାର୍ଡ

ବନ୍ଦ ହେବାକୁ ଯାଉଛି ଏସବିଆଇର କୋଟିକୋଟି ଏଟିଏମ କାର୍ଡ । ଏଟିଏମ ମେସିନରେ ବି ଚାଲିବ ନାହିଁ ଏହି ଏଟିଏମ କାର୍ଡ । ଆଜ୍ଞା ହଁ ! ଆପଣ ଠିକ୍ ପଢୁଛନ୍ତି । ଭାରତୟ ସବୁଠାରୁ ବଡ ସରକାରୀ ବ୍ୟାଙ୍କ ତଥା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଢିଆ (ଏସବିଆଇ) ଖୁବ ଶୀଘ୍ର ନିଜ ଗ୍ରାହକମାନଙ୍କୁ ପୁରୁଣା ଏଟିଏମ…