Daily Archives

August 18, 2018

ଦେଶ ନାଁରେ ଚିଠି ଲେଖି ପୁରସ୍କାର ଜିତନ୍ତୁ । ‘ମୋ ଦେଶ ମୋ ଚିଠି’ ପ୍ରତିଯୋଗୀତାରେ ସାମିଲ ହୋଇ ଘରେ ବସି ଜିତନ୍ତୁ ୫୦…

ଯଦି ନିଜ ଦେଶ ପ୍ରତି ଆପଣଙ୍କ ମନରେ କିଛି ଭଲ ବିଚାର ରହିଛି , ଯାହାକୁ ଆପଣ ଲେଖିବାକୁ ଚାହୁଁଛନ୍ତି ତେବେ ଆଦୌ ବିଳମ୍ବ ନକରି ତୁରନ୍ତ ଏହି ଶୁଭକାମ କରିପକାନ୍ତୁ । କାରଣ ଡାକ ବିଭାଗ ତରଫରୁ ଏନେଇ ଏକ ଭଲ ସୁଯୋଗ ମିଳୁଛି । ଡାକ ବିଭାଗ ତରଫରୁ ଜାତୀୟ ସ୍ତରରେ ‘ଅଢେଇ ଅକ୍ଷର’ ଚିଠି ଲେଖା…

ଏଣିକି ମଦ୍ୟପାନ କରିଥିଲେ ଆଉ ଷ୍ଟାର୍ଟ ହେବନି ଗାଡି ! ଦୁର୍ଘଟଣା ରୋକିବା ନେଇ ଏହି ଛାତ୍ରୀଙ୍କ ନିଆରା ଆବିଷ୍କାର,…

ମଦ୍ୟପାନ ସ୍ୱାସ୍ଥ୍ୟପାଇଁ ହାନିକାରକ ଅଟେ । ଆଉ ମଦ ପିଇ ଗାଡି ଚଳାଇଲେ ତାହା ମୃତ୍ୟୁକୁ ଡାକରା ଦେବା ସହ ସମାନ ହୋଇଥାଏ । ମଦ୍ୟପାନ କରି ଗାଡି ଚଳାଇବା ଉଳରେ ଅନକେ ଦୁର୍ଘଟଣା ହୋଇଥିବାର ନଜିର ରହିଛି । କିନ୍ତୁ ଏହା ପରେ ମଧ୍ୟ ଲୋକମାନେ ମଦ୍ୟପାନ କରି ଗାଡି ଚଳାଉଛନ୍ତି । ଆଜି ଆମେ ଆପଣଙ୍କୁ…

ଅଦ୍ଭୁତ ଅଟଳ । ଏମିତି ଏକ ସ୍ଥାନ ଯେଉଁଠାରେ ଭାରତରତ୍ନ ବାଜପେୟୀଙ୍କ ନାମରେ ରହିଛି ମନ୍ଦିର

ଆମ ସମସ୍ତଙ୍କୁ ଅଲବିଦା କହି ଆରପାରିକୁ ଚାଲିଯାଇଛନ୍ତି ଭାରତରତ୍ନ ପ୍ରାପ୍ତ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । କିନ୍ତୁ ସେ ଏମିତି ଏକ ନେତାଥିଲେ ତାଙ୍କୁ ବିରୋଧୀମାନେ ବି ଦେଉଥିଲେ ସମ୍ମାନ । ତାଙ୍କ ବିୟୋଗରେ କେବଳ ଭାରତ ନୁହେଁ ଅନେକ ଦେଶ ମର୍ମାହତ ହୋଇପଡିଛି । କିନ୍ତୁ…

ଟିଭି ଷ୍ଟୁଡିଓରେ କାନ୍ଦିଲେ ବିଧାୟକ ! ମୋଦିଙ୍କୁ ଗୁହାରୀ କରି କହିଲେ “ପ୍ଲିଜ୍ ହେଲିକାପ୍ଟର ପଠାନ୍ତୁ, ନହେଲେ ମରିଯିବେ…

କେରଳରେ ଦେଖିବାକୁ ମିଳିଛି ବନ୍ୟାର କରାଳ ରୂପ । ବନ୍ୟା ଏବଂ ବର୍ଷା କାରଣରୁ କେରଳରେ ଏ ପର୍ଯ୍ୟନ୍ତ ୩୨୪ଜଣଙ୍କ ମୃତ୍ୟୁ ଘଟିଲାଣି । ଏବେବି ଅନେକ ଲୋକ ବନ୍ୟା ଘେରରେ ଅଛନ୍ତି । ଏହି ବନ୍ୟାରେ ସମଗ୍ର ରାଜ୍ୟରୁ ପ୍ରାୟ ୨କୋଟି ଲୋକ ପ୍ରଭାବିତ ହୋଇଛନ୍ତି । ତେବେ ଚାଲାକୁଦି, ଚେଙ୍ଗାନୁର ଅଂଚଳରେ…

କେରଳରେ ଶହେ ବର୍ଷର ରେକର୍ଡ ଭାଙ୍ଗିଲା ବନ୍ୟା ! ଫଟୋରେ ଫଟୋରେ ଦେଖନ୍ତୁ କେରଳ ବନ୍ୟାର କରାଳ ରୁପ ।

ଭଗବାନଙ୍କ ଦେଶ କୁହାଯାଉଥିବା କେରଳ ଏବେ ବନ୍ୟା ଜଳରେ ଉବୁ ଟୁବୁ ହେଉଛି । କେରଳରେ ଭୟଙ୍କର ବନ୍ୟା ପରିସ୍ଥିତି କାରଣରୁ ଅନେକ କ୍ଷୟ କ୍ଷତି ହୋଇସାରିଛି । ଦକ୍ଷିଣ ଭାରତ ତଟବର୍ତ୍ତି ଅଞ୍ଚଳ ଗୁଡିକ ଭୟଙ୍କର ବନ୍ୟା ଜଳରେ ବୁଡି ରହିଛି । ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବା ସତ୍ୱେ ବି…

ପୁଣି ଶସ୍ତା ହେଲା ଇଲିସି ! ପାରାଦୀପ ମାଛ ମାର୍କେଟରେ ଇଲିଶି ଯୋଡାକୁ ୧୨୦, ଜମିଲା ଗ୍ରାହକଙ୍କ ଭିଡ ।

କନକ ବ୍ୟୁରୋ : ଶସ୍ତା ହେଲା ଇଲିଶି ମାଛ । କିଲୋ ପ୍ରତି ୭ ଶହରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଦାମରେ ବିକ୍ରି ହେଉଥିବା ଇଲିଶି ଏବେ ଯୋଡାକୁ ୧୨୦ରୁ ୪ଶହ ଟଙ୍କାରେ ବିକ୍ରି ହେଉଛି । ଇଲିଶି ଶସ୍ତା ଖବର ଜଣାପଡିବା ପରେ ପାରାଦୀପ ଅଠରବାଙ୍କି ବାଲିପ୍ଲଟରେ ଗ୍ରାହକଙ୍କ ଭିଡ ଲାଗୁଛି । ସେହିଭଳି…