Daily Archives

August 9, 2018

ଦଳିତ ସଭାରୁ ବିଜେପିକୁ ଟାର୍ଗେଟ କଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି : କହିଲେ, ଦେଶରେ ଦଳିତଙ୍କୁ ସ୍ଥାନ ଦେବାକୁ…

କନକ ବ୍ୟୁରୋ : ଦିଲ୍ଲୀ ଜନ୍ତରମନ୍ତରରେ ବିଭିନ୍ନ ଦଳିତ ସଂଗଠନ ପକ୍ଷରୁ ଆୟୋଜିତ ସଭାରୁ ବିଜେପିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାହୁଲ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳିତଙ୍କୁ ଦଳି ଦେବାକୁ ଚାହୁଁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ହୃଦୟରେ ଦଳିତଙ୍କ…

ରାଜ୍ୟରେ ପ୍ଲାଷ୍ଟିକ ନିଷେଧ ନେଇ ସଚିବାଳୟରେ ବୈଠକ : ଓମଫେଡ୍ ଜରି ଓ ପାଣି ବୋତଲ ଫେରାଇଲେ ମିଳିବ ଟଂକା

କନକ ବ୍ୟୁରୋ : ପ୍ଲାଷ୍ଟିକ୍ ଦିଅନ୍ତୁ ଟଂକା ନିଅନ୍ତୁ । ରାଜ୍ୟରେ ପ୍ଲାଷ୍ଟିକ୍ ନିଷେଧ ନେଇ ଆଉ ଏକ ପାଦ ଆଗେଇ ଛନ୍ତି ରାଜ୍ୟ ସରକାର । ସଚିବାଳୟରେ ଆଜି ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଓମଫେଡ୍ ଜରି, ପାଣି ବୋତଲ ଫେରାଇଲେ ଏଣିକି ମିଳିବ ଟଂକା । ଏଜେଂଟଂକ ଜରିଆରେ ଏହି…

ସେୟାର ବଜାରରେ ରେକର୍ଡ ! ପ୍ରଥମ ଥର ପାଇଁ ସେନସେକ୍ସ ଛୁଇଁଲା ୩୮,୦୦୦ ମାର୍କ, ନିଫଟି ଟପିଲା ୧୧,୪୫୦ ।

ଗୁରୁବାର ନୂଆ କୀର୍ତ୍ତିମାନ ରଚିଛି ସେୟାର ବଜାର । ଘରୋଇ ଏବଂ ବିଦେଶୀ ଆନୁଷ୍ଠାନିକ ନିବେଶକାରୀ ବ୍ୟାପକ ଭାବେ ବ୍ୟାଙ୍କିଙ୍ଗ୍, ଏନର୍ଜି ଏବଂ ପିଏସୟୁ ଷ୍ଟକ୍ ଖରିଦ କରିବାରୁ ଗୁରୁବାର ଦିନ ପ୍ରଥମ ଥର ଲାଗି ବିଏସଇର ସେନସେକ୍ସ ୩୮. ୦୦୦ ଲେବଲ୍ ଛୁଇଁଛି । ବ୍ରୋଡର୍ ଏନଏସଇ ନିଫଟି ମଧ୍ୟ ୧୧,୪୯୫.…

ସ୍ପିକରରୁ ବାଜି ଉଠେ ଜନ-ଗଣ-ମନ…. ଯିଏ ଯେଉଁଠି ଥାଉ ନା କାହିଁକି କାମ ଛାଡି ସାବଧାନ ସ୍ଥିତିରେ ହୋଇଯାଆନ୍ତି…

ଛତିଶଗଡର ଗରିୟାବନ୍ଦ ଜିଲ୍ଲାର ଗାଁ ଶ୍ୟାମ ନଗରରୁ ଦେଶପ୍ରେମର ଅନନ୍ୟ ଦୃଶ୍ୟ ସାମନାକୁ ଆସିଛି । ଗାଁରେ ନିୟମପୂର୍ବକ ସକାଳ ୮.୫୯ ଟାରେ ରାଷ୍ଟ୍ରଗାନ ବାଜେ । ବିଭିନ୍ନ ସ୍ଥାନରେ ପାଖାପାଖି ୨୦ଟି ଲାଉଡସ୍ପିକର ଲଗାଯାଇଛି । ପୂର୍ବରୁ ସୂଚନା ଦେଇକି ଲୋକଙ୍କୁ ସଚେତନ କରାଯାଏ । ପିଲାଠୁ ଆରମ୍ଭ…

ଟୋଲ ଗେଟରେ ଭିଡ ସମସ୍ୟାରୁ ମିଳିବ ମୁକ୍ତି ! ଏହି ଫର୍ମୁଲା ଆଣୁଛନ୍ତି ମୋଦି ସରକାର ।

ଜାତୀୟ ରାଜପଥରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଯିବାଆସିବା କରିଥାନ୍ତି । କୌଣସି ଏକ ଜରୁରୀ କାମରେ ଯାଉଥିଲେ ଟୋଲ ପ୍ଲାଜା ଗୁଡିକରେ ଅନେକ ଭିଡ ଯୋଗୁଁ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ ବିଳମ୍ବ ହୋଇଥାଏ । ଟୋଲ ପ୍ଲାଜା ଗୁଡିକରେ ଆପଣ ସମୟ ବଞ୍ଚାଇବା ଏବଂ ଯାତାୟତକୁ ସୁରକ୍ଷିତ କରିବା ପାଇଁ ସମସ୍ତ…

ମାଛ ଜାଲରେ ଫସିଗଲା ଅଜଗର : ସାକ୍ଷାଗୋପାଳରୁ ୯ ଫୁଟର ବର୍ମିଜ ପାଇଥନକୁ ଉଦ୍ଧାର କଲା ସ୍ନେକ୍ ହେଲ୍ପଲାଇନ୍

କନକ ବ୍ୟୁରୋ : ମାଛ ଜାଲରେ ଅଜଗର । ପୁରୀ ସାକ୍ଷାଗୋପାଳରେ ପୋଡମ ସାହିରେ ମାଛ ଜାଲରେ ଏକ ବିରାଟ ଅଜଗର ପଡିଛି । କାଶୀନାଥ ବିଶ୍ୱାଳଙ୍କ ମାଛ ଜାଲରେ ୯ ଫୁଟ ଲମ୍ବର ବର୍ମିଜ ପାଇଥନ ପଡିଛି । ସ୍ନେକ ହେଲପ ଲାଇନ ସଦସ୍ୟ ଅଜଗରଟିକୁ ଉଦ୍ଧାର କରିଛନ୍ତି । ଉଦ୍ଧାର ସମୟରେ ଅଜଗରର ବେକରେ କ୍ଷତ…