Daily Archives

August 7, 2018

କରୁଣାନିଧି, ମୃତ୍ୟୁ ପର୍ଯ୍ୟନ୍ତ ହାରିନଥିବା ନେତାଙ୍କ କଥା ।

ତାମିଲନାଡୁର ପୂର୍ବ ମୂଖ୍ୟମନ୍ତ୍ରୀ ଏବଂ ଡିଏମକେ ପ୍ରମୁଖ ଏମ. କରୁଣାନିଧି ଆମ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଯାଇଛନ୍ତି । କରୁଣାନିଧି ଜଣେ ଲୋକପ୍ରିୟ ବ୍ୟକ୍ତି ଥିଲେ । ତାମିଲ ସିନେମାରେ ଲୋକପ୍ରିୟତା ହାସଲ କରିବା ପରେ ରାଜନୀତିରେ ପାଦ ଦେଇଥିଲେ । ରାଜନୀତିରେ ପାଦ ଦେବା ପରେ ସେ…

୬ଘଂଟାର ବର୍ଷାରେ ଭୁବନେଶ୍ୱରବାସୀଙ୍କ ଭିତରେ ପଶିଲା ଛନକା : ରାସ୍ତାରୁ ଘର ସବୁଠି ଆଣ୍ଠୁଏ ଉଚ୍ଚର ପାଣି, ଲୋକେ ରାତି…

କନକ ବ୍ୟୁରୋ : ବର୍ଷା ହଜାଇ ଦେଲା ନିଦ । ରାତି ଅନିଦ୍ରା ହୋଇ କୃତ୍ରିମ ବନ୍ୟା ସହ ଲଢ଼ିଲେ ରାଜଧାନୀବାସୀ । ୬ ଘଂଟାର ବର୍ଷା ଲୋକଙ୍କୁ କରିଦେଲା ଛକନା । ରାସ୍ତାରୁ ଘର ସବୁଠି ଜମିଲା ଆଂଠୁଏ ପାଣି । ରାଜଧାନୀରେ ରାତିର ବର୍ଷା କେତେ ଅସହାୟ କରିପାରେ, ମଣିଷକୁ କେତେ ଦୟନୀୟ ସ୍ଥିତିକୁ ଠେଲି…

ସାପ ଦଂଶନକୁ ସାବଧାନ ! ଜୋତା ଠାରୁ ଆରମ୍ଭ କରି ଶେଯ ପର୍ଯ୍ୟନ୍ତ ନିଜକୁ ଏମିତି ରଖନ୍ତୁ ସୁରକ୍ଷିତ

କନକ ବ୍ୟୁରୋ : ଜୋତା ଭିତରେ ଲୁଚିଥିଲା ନାଗ । ପିନ୍ଧିବା କ୍ଷଣି ମାରିଲା ଚୋଟ । ଭୁବନେଶ୍ୱର ପଟିଆ ବୁଲୁ ରଂଜନ ରାଉତଙ୍କ ୭ ବର୍ଷର ପୁଅ ରିଷଭ ସ୍କୁଲ ଯିବା ପାଇଁ ଜୋତା ପିନ୍ଧୁଥିବା ବେଳେ ଜୋତା ଭିତରେ ଥିବା ନାଗ ସାପଟି କାମୁଡି ଦେଇଥିଲା । ।ରିଷଭଙ୍କ ଜେଜେ ସଙ୍ଗେ ସଙ୍ଗେ ଜୋତାକୁ ଝାଡିଦେବାରୁ…

ଆତଙ୍କବାଦୀକୁ ନେଇ ଓଡ଼ିଶାରେ ଚିନ୍ତା : କେତେେବେଳ ଲୁଚୁଛନ୍ତି, କେତେବେଳ ଲିଙ୍କରେ ଧରାପଡ଼ୁଛନ୍ତି । ରାଉରକେଲାରୁ…

କନକ ବ୍ୟୁରୋ : ଓଡ଼ିଶା ସହ ଆତଙ୍କବାଦୀ ଲିଙ୍କ୍ । ଆତଙ୍କବାଦୀକୁ ନେଇ ଚିନ୍ତାରେ ଓଡ଼ିଶା । ଓଡ଼ିଶା ସହ କୁଖ୍ୟାତ ଆତଙ୍କବାଦୀ ସଂଗଠନର ଲିଙ୍କ୍ ନେଇ ଅନେକ ସମୟରେ ଖବର ଆସୁଛି । ରାଜ୍ୟରେ ବିଭିନ୍ନ ସମୟରେ ଆତଙ୍କବାଦ କାର୍ଯ୍ୟକଳାପ ବଢ଼ୁଥିବା ନେଇ ପୋଲିସ ମଧ୍ୟ ଉଦବେଗ ପ୍ରକାଶ କରିଛି । ଏକ ବର୍ଷ…

ଡିଏମକେ ସୁପ୍ରିମୋ କରୁଣାନିଧିଙ୍କ ବିୟୋଗ, ୯୪ ବର୍ଷ ବୟସରେ ଦେହାନ୍ତ । ହସ୍ପିଟାଲ ସମ୍ମୁଖରେ ଶୋକାକୁଳ ପରିବେଶ

ଡିଏମକେ ସୁପ୍ରିମୋ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ କରୁଣାନିଧିଙ୍କ ବିୟୋଗ ହୋଇଛି । ୯୪ ବର୍ଷ ବୟସରେ ଇହଧାମ ତ୍ୟାଗ କଲେ ଡିଏମକେ ସୁପ୍ରିମୋ କରୁଣାନିଧି । ଚେନ୍ନାଇର କାବେରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୟରେ କରୁଣାନିଧିଙ୍କ ଦେହାନ୍ତ ହୋଇଛି । କିଛି ସମୟ ପୂର୍ବେ ଚେନ୍ନାଇର…

ଡିଏମକେ ସୁପ୍ରିମୋ କରୁଣାନିଧିଙ୍କ ସ୍ୱାସ୍ଥ୍ୟବସ୍ଥା ଉଦବେଗଜନକ, ହସ୍ପିଟାଲ ଆଗରେ ବଢୁଛି ସମର୍ଥକଙ୍କ ଭିଡ

ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମେ୍କ ସୁପ୍ରିମୋ ଏମ୍ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟଜନକ ହୋଇପଡ଼ିଛି ବୋଲି ସେ ଚିକିତ୍ସିତ ହେଉଥିବା ଚେନ୍ନାଇର କାଭେରୀ ହସ୍ପିଟାଲ ପକ୍ଷରୁ ଜାରି ଏକ ସ୍ୱାସ୍ଥ୍ୟ ବୁଲେଟିନରେ୍ କୁହାଯାଇଛି। ଆସନ୍ତା ୨୪ଘଣ୍ଟା ପର୍ୟ୍ୟନ୍ତ ତାଙ୍କ…