Daily Archives

August 7, 2018

ଏଣିକି ନଷ୍ଟ ହେବନାହିଁ ଖାଦ୍ୟ ପଦାର୍ଥର ଗୋଟିଏ ବି ଦାନା ! ବୈଜ୍ଞାନିକ ମାନେ ବାହାର କଲେ ଏକ ନୂଆ ପ୍ୟାକିଂ ବ୍ୟବସ୍ଥା ।

ଦୁନିଆରେ ଏପରି ଅନେକ ଦେଶ ରହିଛି ଯେଉଁଠାରେ ଲୋକମାନେ ଟିକିଏ ଖାଦ୍ୟ ପାଇଁ ଏବେ ବି ଡହଳ ବିକଳ ହେଉଛନ୍ତି । କିନ୍ତୁ ଅପର ପକ୍ଷରେ ଦେଖିବାକୁ ଗଲେ ଧନି ଦେଶ ଗୁଡିକରେ ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ଖାଦ୍ୟକୁ ପ୍ୟାକିଂ କରିବା ସମୟରେ ବହୁତ ପରିମାଣରେ ଖାଦ୍ୟ ନଷ୍ଟ ହୋଇଥାଏ । ତେଣୁ ଏହାକୁ…

ଖେଳୁ ଖେଳୁ କୋଟିପତି ବନିଗଲା ୬ ବର୍ଷୀୟ ବାଳକ : ଭିଡିଓ ଜରିଆରେ ରୋଜଗାର କରୁଛି କୋଟି କୋଟି ଟଙ୍କା

ଦୁନିଆର ପ୍ରତ୍ୟେକ ବ୍ୟକ୍ତି ଖେଳନା ସହିତ ଖେଳିବାର ସଉକ ରଖନ୍ତି । ଏମାନଙ୍କ ମଧ୍ୟରୁ ଜଣେ ଶିଶୁ ଏମିତି, ଯିଏ ଖେଳୁ ଖେଳୁ କୋଟିପତି ବନିଯାଇଛି । କେବଳ ଏହା ହିଁ ନୁହେଁ ୱାଲମାର୍ଟ ଭଳି କମ୍ପାନୀ ମଧ୍ୟ ଏହି ଶିଶୁର ଫ୍ୟାନ ହୋଇଯାଇଛି । ଏହି ଶିଶୁର ନାମ ହେଉଛି ରେୟାନ୍ । ରେୟାନ୍ ଗତ ବର୍ଷ…

ଭୋକିଲାଙ୍କ ପାଇଁ ଦେବଦୂତ ସାଜିଛନ୍ତି ରବୀନ ହୁଡ ଆର୍ମି । ସହର ସାରା ବୁଲି ବୁଲି ମାଗଣାରେ ଦେଉଛନ୍ତି ଖାଦ୍ୟ

କନକ ବ୍ୟୁରୋ : ଆଉ କେହି ରହିବେନି ଭୋକିଲା । ଦେଶରେ ଯେପରି କୌଣସି ଲୋକ ଉପାସ ନ ରୁହେ ସେଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଖାଦ୍ୟ ସୁରକ୍ଷା ଯୋଜନା ଆଇନ । କିନ୍ତୁ ଏହି ଆଇନର ଅସଲ ରୂପ ସେତେବେଳେ ପଦାରେ ପଡୁଛି ଯେତେବେଳେ ଶହ ଶହ ଲୋକ ଖାଇବାକୁ ଓଳିଏ ନ ପାଇ ଉପାସରେ…

ସ୍ୱାଧୀନତା ଦିବସ ଉପଲକ୍ଷେ ଆରମ୍ଭ ହେଲା ଫ୍ଲିପକାର୍ଟ ସେଲ୍ ! ଗ୍ରାହକ ଉଠାଇପାରିବେ ଅନେକ ସୁବିଧା

ଆଉ କିଛି ଦିନ ପରେ ସ୍ୱାଧୀନତା ଦିବସ । ସେଥିପାଇଁ ସାରା ଦେଶରେ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଅନ୍ୟପଟେ ସ୍ୱାଧୀନତା ଦିବସ ଉପଲକ୍ଷେ ଭାରତର ଇକମର୍ସ ସାଇଟ ଗୁଡ଼ିକ ମଧ୍ୟ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ସେଲ ଆରମ୍ଭ କରିଦେଇଛନ୍ତି । ସେଲ ଯୋଗୁଁ ସୁଲଭ ମୂଲ୍ୟରେ ସାମଗ୍ରୀ କିଣିପାରବେ । ଆଉ…

୩ ଘଣ୍ଟାରେ ମନ୍ଦିର ପାଇଁ ମିଳିଲା ୧୫୦ କୋଟି ଟଙ୍କା, ଜାଣନ୍ତୁ କିଭଳି ହେଲା ସମ୍ଭବ ।

ପୁଣିଥରେ ଗୁଜରାଟର ପଟିଦାର ସମୁଦାୟଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କିନ୍ତୁ ଏବେ ସଂରକ୍ଷଣ ପାଇଁ ନୁହେଁ ବରଂ ଅନ୍ୟ ଏକ କାରଣକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୁଜରାଟର ପଟିଦାରଙ୍କ ବିଶ୍ୱ ଉମିଆ ଫାଉଣ୍ଡେସନ ମନ୍ଦିର ଓ କମ୍ୟୁନିଟି କମପ୍ଲେକ୍ସ ନିର୍ମାଣ ପାଇଁ ମାତ୍ର ୩ ଘଣ୍ଟା ମଧ୍ୟରେ ୧୫୦…

ମୋଟାପଣ ଭୋଗୁଥିବା ରୋଗୀଙ୍କ ପାଇଁ ଖୁସି ଖବର : ମୋଟାପଣ ସୃଷ୍ଟିକାରୀ ଭୁତାଣୁ ବିରୁଦ୍ଧରେ ବିକଶିତ ହୋଇପାରେ ଟିକା

ଶୁଣିବାକୁ ଆପଣଙ୍କୁ ଅଜବ ଲାଗିପାରେ କିନ୍ତୁ ମୋଟାପଣ ସହିତ ସଂଘର୍ଷ କରୁଥିବା ଲୋକଙ୍କ ପାଇଁ ଏହା ଏକ ଖୁସି ଖବର ହୋଇପାରେ । ଶୀଘ୍ର ହି ମୋଟାପଣ କମ୍ କରିବା ପାଇଁ ଟିକା ବିକସିତ କରାଯାଇପାରିବ । ଏଥିପାଇଁ ଏହା ସମ୍ଭବ ହୋଇପାରିବ କାହିଁକିନା ବୈଜ୍ଞାନିକମାନେ ମୋଟାପଣ ଓ ସଂକ୍ରାମକ ରୋଗ ବ୍ୟାପକ…