Daily Archives

June 29, 2018

କରାଟେ ମାଷ୍ଟରଙ୍କୁ ମାରିଲା କିଏ? ବୈଜୟନ୍ତଙ୍କ ମୃତ୍ୟକୁ ନେଇ ବଢ଼ୁଛି ସସପେନ୍ସ, ପରଦା ପଛରେ ଅଛି କି ଆଉ କିଏ ?

କନକ ବ୍ୟୁରୋ : ଭୁବନେଶ୍ୱର ବୁଦ୍ଧନଗରରେ ମେରାଇନ୍ ଇଞ୍ଜିନିୟରଙ୍କ ହତ୍ୟାକୁ ନେଇ ବଢ଼ୁଛି ରହସ୍ୟ । ମାର୍ଶାଲ ଆର୍ଟରେ ଜଣେ ବ୍ଲାକବେଲ୍ଟ ମାଷ୍ଟର ବୈଜୟନ୍ତଙ୍କୁ କେମିତି ଜଣେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ହତ୍ୟା କଲେ ତା ଉପରେ ସନ୍ଦେହ ସୃଷ୍ଟି ହୋଇଛି । ଏହି ହତ୍ୟା ପଛରେ ଆଉ କୋ÷ଣସି ତୃତୀୟ…

ପୁଣି ସରକାର ଗଢ଼ିବ ବିଜେଡି ! ଜୋର ଦେଇ କହିଲେ କଂଗ୍ରେସ ବିଧାୟକ

କନକ ବ୍ୟୁରୋ : ନିରଞ୍ଜନଙ୍କ ନେତୃତ୍ୱରେ ସଂଗଠିତ ହୋଇ ୨୦୧୯ ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତ ହେଉଥିବାବେଳେ, ବିଜେଡି ମୁହାଁ ହେଉଛନ୍ତି କଂଗ୍ରେସ ବିଧାୟକ । ବିଜେଡିକୁ ଖୋଲାଖୋଲି ପ୍ରଶଂସା କରିଛନ୍ତି ସାଲେପୁରର ବିଧାୟକ ପ୍ରକାଶ ବେହେରା । ଆଗକୁ ବିଜେଡି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ହେବ…

କେଉଁ କଲେଜକୁ ଅଧିକ ପସନ୍ଦ କରୁଛନ୍ତି ଓଡ଼ିଶାର ଛାତ୍ରଛାତ୍ରୀ! ଆପଣଙ୍କ ମତରେ ସରକାରୀ କଲେଜର କଟ ଅଫ୍ ମାର୍କ କମିବା ପଛରେ…

କନକ ବ୍ୟୁରୋ : ଚଳିତ ବର୍ଷ ଯୁକ୍ତ ୨ ନାମଲେଖା ପାଇଁ ବିଭିନ୍ନ କଲେଜର ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ଜାରି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ବିଜ୍ଞାନରେ ରେଭେନ୍ସା ଜୁନିଅର କଲେଜ ଆଗରେ ଥିବା ବେଳେ ବାଣିଜ୍ୟରେ ତାଲିକାର ଶୀର୍ଷରେ ରହିଛି ବିଜେବି ଜୁନିଅର କଲେଜ । ଅନ୍ୟପଟେ କଳା…

ସର୍ଜିକାଲ ଷ୍ଟ୍ରାଇକ ରିଟର୍ଣ୍ଣସ : ଦ୍ୱିନ ଦ୍ୱିପ୍ରହରରେ ମିଆଁମାର ସୀମାରେ ପଶିଲେ, ୫ ଆତଙ୍କବାଦୀଙ୍କୁ ମାରିଲେ ଭାରତୀୟ…

ଦେଶରେ ସର୍ଜିକାଲ ଷ୍ଟ୍ରାଇକକୁ ନେଇ ବିବାଦ ଓ ରାଜନୀତି ଥମି ନଥିବାବେଳେ ପୁଣି ଏକ ସର୍ଜିକାଲ ଷ୍ଟ୍ରାଇକ କରିଛି ଭାରତୀୟ ସେନା । ମିଳିଥିବା ସୂଚନା ଅନୁସାରେ ଭାରତୀୟ ସେନା ବୁଧବାର ଅପରାହ୍ନରେ ଏହି ଅପରେସନ କରିଛି । ସେନାର ଲଢୁଆ ଓ ପ୍ରଶିକ୍ଷିତ ୧୨-ପାରାକମାଣ୍ଡୋର ଜବାନ ମାନେ ମିଆଁମାର…

ମାଟି ତଳେ ତେଲ ରଖିବାର ଆଇଡିଆ ଆସିଲା କେଉଁଠୁ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଗତ ୨୭ ତାରିଖ ଦିନ କେନ୍ଦ୍ର କ୍ୟାବିନେଟରେ ମୋଦି ସରକାର ଅତିରିକ୍ତ ଭୂତଳ ତୈଳ ଜଳ ଭଣ୍ଡାର (ଏସପିଆର) ପ୍ରକଳ୍ପକୁ ମୋହର ମାରିଥିଲେ । ଯାହାକି ଓଡିଶାର ଚଣ୍ଡିଖୋଲ ଓ କର୍ଣ୍ଣାଟକର ପାଦୁର ଠାରେ ନିର୍ମାଣ କରାଯିବ । ୬.୫ ନିୟୁତ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଏହି ଅତିରିକ୍ତ ଭୂତଳ ତୈଳ ଭଣ୍ଡାର…

ଭାରତ ବିରୋଧରେ ଚୀନର ନୂଆ ଚାଲ! ତିବ୍ଦତର ବରଫାବୃତ ଅଞ୍ଚଳରେ ଲୁଚି ଲୁଚି ଯୁଦ୍ଧାଭ୍ୟାସ କରୁଛି ଚୀନ୍

ଡୋକଲାମ ବିବାଦକୁ ଗୋଟିଏ ବର୍ଷ ବିତିଗଲାଣି । ଭାରତ ସହ ଚୀନର ସଂପର୍କରେ ଟିକିଏ ସୁଧାର ଆସିବା ମଧ୍ୟ କୁହାଯାଉଛି । କିନ୍ତୁ ବିବାଦୀୟ ଅଞ୍ଚଳରେ ଚୀନର ସଂଦେହଜନକ କାର୍ୟ୍ୟକଳାପ ଜାରି ରହିଛି । ଭାରତ ସୀମାକୁ ଲାଗିଥିବା ତିବ୍ଦତ ଅଞ୍ଚଳରେ ଚୀନ ନିୟମିତ ଭାବେ ଯୁଦ୍ଧାଭ୍ୟାସ ଜାରି ରଖିଛି । ଏହା…