Daily Archives

June 27, 2018

ଚନ୍ଦ୍ରରୁ ହିଲିୟମ୍-୩ ଆଣିବ ଭାରତ ! ୨୫୦ ବର୍ଷ ପର୍ଯ୍ୟନ୍ତ ରହିବନି ଶକ୍ତିର ଅଭାବ ।

ଉର୍ଜ୍ଜା ସମ୍ବନ୍ଧୀୟ ଆବଶ୍ୟକତାକୁ ପୁରା କରିବା ପାଇଁ ଚନ୍ଦ୍ରର ଦକ୍ଷିଣ ପାଶ୍ୱର୍ରେ ହିଲିୟମ-୩ କୁ ଖୋଜିବାକୁ ଯାଉଛି ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) । ଦୁନିଆର କେତେକ ବ୍ୟକ୍ତିଗତ ଏବଂ ସାର୍ବଜନିନ ଅନ୍ତରୀକ୍ଷ ସଂଗଠନ ମଧ୍ୟ ଚନ୍ଦ୍ରରେ ହିଲିୟମ ଏବଂ ପାଣିର ଖୋଜ୍ ଆରମ୍ଭ କରିବା…

ନାଗ ସାପ ସହ ୧୨ ବର୍ଷ ! ଉପକୂଳ ଅଞ୍ଚଳରୁ ସାମନାକୁ ଆସୁଛି ଅବିଶ୍ୱସନୀୟ ସତ, ଜାଣନ୍ତୁ କଣ ପାଇଁ ଘରେ ରହୁଛନ୍ତି ନାଗ ସାପ

କନକ ବ୍ୟୁରୋ : ସାପଙ୍କ ସହ ମଣିଷ । ୧୨ ବର୍ଷ ଧରି ବିଷଧର ନାଗ ସାପଙ୍କ ଗହଣରେ ରହୁଥିଲେ ପରିବାର । ଦିନ-ରାତି, ୨୪ ଘଂଟା ଗୋଟିଏ ଘରେ ଶହ ଶହ ସାପ ଆଉ ମଣିଷ । ଜାଣିଶୁଣି ସାପଙ୍କୁ କ୍ଷୀର, ଫୁଲ, ଧୂପ ଦେଇ ପୂଜା କରୁଥିଲେ । ଭଦ୍ରକ ଧାମନଗରର ନାଗବଂଶ ରହସ୍ୟ ଉପରୁ ଧିରେ ଧିରେ ପରଦା ହଟୁଥିବା…

ଜୁଏଲ ମନା କରିଦେଲେ, ମୋଦିଙ୍କୁ ଅପେକ୍ଷା ! ଆଇଜିଏଚ୍ ହସ୍ପିଟାଲ ପାଇଁ ୧୬୦୦ କିଲୋମିଟର ଚାଲି ଚାଲି ଦିଲ୍ଲୀରେ ପହଞ୍ଚିଲେ…

କନକ ବ୍ୟୁରୋ : ବ୍ରାହ୍ମଣୀ ନଦୀ ପୋଲ ଓ ଆଇଜିଏଚ୍ ହସ୍ପିଟାଲ ପାଇଁ ପ୍ରାୟ ୧୬ଶହ କିଲୋମିଟର ପାଦରେ ଚାଲିଚାଲି ଦିଲ୍ଲୀରେ ଆଜି ପହଂଚିଛନ୍ତି ରାଉକେଲାର ମୁକ୍ତିକାନ୍ତ ବିଶ୍ୱାଳ । ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିକୁ ମନେ ପକାଇ ଦେବା ପାଇଁ ସେ ଆଜି ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାକୁ…

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବଡ଼ ଘୋଷଣା ! ମହିଳାଙ୍କୁ ମିଳିବ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ।

କନକ ବ୍ୟୁରୋ : ମୋଦି ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ପ୍ରତ୍ୟାଖ୍ୟାନ କରି ରାଜ୍ୟ ସରକାର ନିଜସ୍ୱ ସ୍ୱାସ୍ଥ୍ୟ ଯୋଜନା ଘୋଷଣା କରିବା ପରେ ଆଜି ଆଉ ଏକ ପାଦ ଆଗେଇଛନ୍ତି ନବୀନ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ପାଇଁ ୭ ଲକ୍ଷ ଟଙ୍କା ଯାଏଁ ଚିକିତ୍ସା ସୁବିଧା ମିଳିବ ବୋଲି ଆଜି…

କାଲି ଜଗାକୁ ହେବ ଜର ! ୧୦୮ ଗରାରେ ଗାଧୋଇବେ ଶ୍ରୀଜୀଉ । ସ୍ନାନଯାତ୍ରା ପାଇଁ ନୀତି ନିଘଣ୍ଟ ଚୂଡାନ୍ତ, ଏବେଠୁ ଜମିଲାଣି…

କନକ ବ୍ୟୁରୋ : ଆସନ୍ତାକାଲି ଶ୍ରୀଜିଉଙ୍କ ସ୍ନାନଯାତ୍ରା । ଏଥିପାଇଁ ଶ୍ରୀକ୍ଷେତ୍ରରେ ସମସ୍ତ ପ୍ରସ୍ତୁତି ଚାଲିଛି । ଶୃଙ୍ଖଳିତ ଭାବରେ ନୀତି ପାଳନ ହେବା ସହ ଭକ୍ତଙ୍କ ଦେବଦର୍ଶନ ପାଇଁ ଜିଲ୍ଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପୁରୀରେ ସୁରକ୍ଷା ପାଇଁ ୪୫ ପ୍ଲାଟୁନ…

ସୀମା ଟପିଲେ ଏବିଭିପି ସମର୍ଥିତ ଛାତ୍ର ! ନିର୍ବାଚନ ପାଇଁ ଶିକ୍ଷକଙ୍କ ମୁହଁରେ କଳା ବୋଳିଲେ

ସୀମା ଟପିଲା ଏବିଭିପି ସଂଗଠନ ସମର୍ଥିତ ଛାତ୍ରଛାତ୍ରୀଙ୍କ ଗୁଣ୍ଡାଗିରି । ଗୁଜରାଟ କଚ୍ଛ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସରଙ୍କ ମୁହଁରେ କଳାବୋଳି ଦେଇଛନ୍ତି କିଛି ଛାତ୍ର । ଏପରିକି ପ୍ରଫେସରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ପ୍ରଫେସରଙ୍କ ଉପରେ ପକା ଯାଇଥିବା କାଳିରେ କିଛି ରାସାୟନିକ…