Daily Archives

June 27, 2018

୨୦୧୯ରେ ଅଧିକ ଆସନ ଉପରେ ଆମର ହକ୍ ! ଅମିତ ଶାହାଙ୍କୁ ଭେଟିବା ପୂର୍ବରୁ ଲାଲୁଙ୍କୁ ଫୋନ କଲେ ନିତୀଶ କୁମାର, ଆରମ୍ଭ ହେଲା…

 ‘ସର୍ମ୍ପକ ଫର ସମର୍ଥନ’ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆସନ୍ତା ଜୁଲାଇ ମାସ ୧୨ ତାରିଖରେ ବିହାର ଗସ୍ତରେ ଯିବେ ।ଏହି ଗସ୍ତ ସମୟରେ ଶାହା ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କୁ ଭେଟିବେ । ତେବେ ଏହି ଭେଟଘାଟକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା ।…

ବାଇକରେ ଦିଲ୍ଲୀରୁ ଭୁବନେଶ୍ୱର ଅତିକ୍ରମ କଲେଣି ୧୫,୩୦୦ କିମି ! ବୟସ ଯେଉଁଠି ସାଜିନି ବାଧକ ।

କନକ ବ୍ୟୁରୋ : ସ୍ୱପ୍ନ ପୂରଣ କରିବା ପାଇଁ ବୟସ ନୁହେଁ ମନରେ ଆତ୍ମବିଶ୍ୱାସ ରହିବା ଆବଶ୍ୟକ । ସବୁବେଳେ ନିଜକୁ ଫିଟ୍ ରଖିବା ସହ ସ୍ୱାସ୍ଥ୍ୟପ୍ରତି ମଧ୍ୟ ଧ୍ୟାନ ରଖିବା ନିହାତି ଜରୁରୀ । ଜୀବନ ଅତ୍ୟନ୍ତ ମୂଲ୍ୟବାନ ଅଟେ । ତେଣୁ ଏହାର ଅର୍ଥକୁ ବୁଝିବା ସହ ଶରୀରକୁ ସବୁବେଳେ ସୁସ୍ଥ ଓ ସବଳ ରଖିବା…

ବଢ଼ି ଚାଲିଛି ‘କ୍ରିକେଟ’ର କ୍ରେଜ ! ପୂରା ବିଶ୍ୱରେ ୧୦୦ କୋଟିରେ ପହଞ୍ଚିଲା କ୍ରିକେଟ ପ୍ରଶଂସକଙ୍କ ସଂଖ୍ୟା,…

ପୂରା ବିଶ୍ୱରେ କ୍ରିକେଟକୁ ଭଲପାଉଥିବା ଅନେକ ପ୍ରଶଂସକ ରହିଛନ୍ତି । ଖାସକରି ଭାରତୀୟ ଉପମହାଦେଶରେ କ୍ରିକେଟର କ୍ରେଜ ଅଧିକ ଦେଖିବାକୁ ମିଳିଥାଏ । ତେବେ ଏହି ଲୋକପ୍ରିୟ ଖେଳ ମାତ୍ର କେତୋଟି ଦେଶରେ ସୀମିତ ହୋଇ ରହିଛି । ତେଣୁ କ୍ରିକେଟକୁ ଅଧିକ ଲୋକପ୍ରିୟ କରିବାକୁ ଅଲିିମ୍ପିକରେ ସାମିଲ…

ସଜେଇ ହୋଇଛି ଗୁରୁପ୍ରିୟା ! ଉଦଘାଟନ ପାଇଁ ପ୍ରସ୍ତୁତ ହେଉଛି ବିଚ୍ଛିନ୍ନାଂଚଳର ବିକାଶର ସେତୁ, ଆରମ୍ଭ ହେଲା ଲୋଡ…

କନକ ବ୍ୟୁରୋ: ଆଉ ଦିନ କେଇଟାର ଅପେକ୍ଷା । ଆନୁଷ୍ଠାନିକ ଭାବେ ଗୁରୁପ୍ରିୟା ସେତୁକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୁଲାଇ ପହିଲାରେ ଗୁରୁପ୍ରିୟା ସେତୁ ଉଦଘାଟନ ଲାଗି ଶୁଣାଯିବା ପରେ ପ୍ରସ୍ତୁତି ଯୋର ଧରିଛି । ସେପଟେ କେନ୍ଦ୍ର ସି.ଆର.ଆର.ଆଇ ର ରିପୋର୍ଟକୁ ଅପେକ୍ଷା…

ଆରମ୍ଭ ହେଲା ରତ୍ନଭଣ୍ଡାର ଚାବି ଖୋଜା? ଜୁଲାଇ ୨୫ ତାରିଖ ଯାଏଁ ତଦନ୍ତ କମିଶନଙ୍କ ନିକଟରେ ଦାଖଲ ହେବ ସତ୍ୟପାଠ

କନକ ବ୍ୟୁରୋ : ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜିଠାରୁ ବିଚାର ବିଭାଗୀୟ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ରତ୍ନଭଣ୍ଡାର ଚାବି ହଜିବା ପରେ ଏହାର ବିଚାର ବିଭାଗୀୟ ତଦନ୍ତ ପାଇଁ ଏକ କମିଶନ ଗଠନ କରିଥିଲେ । ଯେଉଁଥିରେ ଅଧ୍ୟକ୍ଷ ଭାବେ…

୪ ଦିନ ହେଲାଣି ଗୁମ୍ଫାରେ ଫସି ରହିଛନ୍ତି ୧୨ଜଣ ଛୁଆ ! ୧୦୦୦ ରୁ ଅଧିକ ଲୋକ କରୁଛନ୍ତି ଉଦ୍ଧାର, ବର୍ଷା ସାଜୁଛି ବାଧକ ।

ଉତ୍ତର ଥାଇଲାଣ୍ଡର ଏକ ଗୁମ୍ଫାରେ ୧୨ଜଣ କନିଷ୍ଠ ଫୁଟବଲ ଖେଳାଳୀ ଏବଂ ସେମାନଙ୍କର କୋଚ ଦୀର୍ଘ ୪ ଦିନରୁ ଅଧିକ ହେବ ଫସି ରହିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ସହ କୌଣସି ସମ୍ପର୍କ କିମ୍ବା ଯୋଗାଯୋଗ ହୋଇପାରୁନାହିଁ । ସେମାନଙ୍କ ପରିବାରବର୍ଗ ଚିନ୍ତାରେ ରହିଥିବା ବେଳେ ଭଗବାନଙ୍କୁ ହିଁ ଏବେ…