Daily Archives

June 17, 2018

ଆହୁରି ସ୍ମାର୍ଟ ହେବ ସ୍ମାର୍ଟ ସିଟି ଭୁବନେଶ୍ୱର : ରାଜଧାନୀ ଦେଖିବ ସ୍ମାର୍ଟ ଜନପଥ

କନକ ବ୍ୟୁରୋ : ଖୁବଶୀଘ୍ର ସ୍ମାର୍ଟ ସିଟି ଭୁବନେଶ୍ୱର ଦେଖିବ ସ୍ମାର୍ଟ ଜନପଥ । ଯେଉଁଟି ରାଜଧାନୀବାସୀଙ୍କ ପାଇଁ ରହିବ ସ୍ମାର୍ଟ ରାସ୍ତା, ପାର୍କିଂ ଓ ଟ୍ରାଫିକ୍ ସହ ଫୁଡ୍ ପ୍ଲାଜା ଭଳି ବ୍ୟବସ୍ଥା । ଏଥିସହ ଦମକଳ, ଆମ୍ବୁଲାନ୍ସ, ପୋଲିସ ଏବଂ ସହରର ସମସ୍ତ ଷ୍ଟ୍ରିଟ୍ ଲାଇଟକୁ ଏକାସଙ୍ଗେ ଗୋଟିଏ…

ରାଜନୀତିର ପଶାପାଲିରେ ନୀତି ଆୟୋଗ : ଅସନ୍ତୋଷର ଛାୟା ଭିତରେ ସାମିଲ ହେଲେ ୪ ଅଣ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ,…

କନକ ବ୍ୟୁରୋ : ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ନଦେବାନେଇ ଜୋର୍ ଧରିଛି ରାଜନୀତି । କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ କହିଛନ୍ତି, ଏହାଦ୍ୱାର ସାମ୍ବିଧାନିକ ବ୍ୟବସ୍ଥାକୁ ଉଲ୍ଲଂଘନ କରୁଛନ୍ତି ମୁଖ୍ୟମନ୍ତ୍ରୀ ।…

ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି : ଭୁବନେଶ୍ୱରରେ ୪୧ ଡିଗ୍ରି ଟିପିଲା ତାପମାତ୍ରା

କନକ ବ୍ୟୁରୋ : ଆଷାଢରେ ବୈଶାଖର ତାତି । ପ୍ରବଳ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । ଖରାଦିନିଆ ଗରମରୁ ବଳିଯାଇଛି ତାତି । ଓଡିଶାକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁଥିଲେ ବି ବର୍ଷାର ଦେଖାନାହିଁ । ବରଂ ବଢିଛି ଖରା । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆହୁରି ୪୮ ଘଂଟା ଏଭଳି ପାଗ…

କାଳ ପାଲଟିଲା କାଳିଜାଇ ଯାତ୍ରା : ଚିଲିକା ଡଙ୍ଗାବୁଡି ଘଟଣାରେ ସମସ୍ତ ୬ଜଣଙ୍କ ମୃତଦେହ ଉଦ୍ଧାର, ୧୦ଜଣ ହସ୍ପିଟାଲରେ…

କନକ ବ୍ୟୁରୋ : ଚିଲିକା ମଝିରେ ଡଙ୍ଗା ବୁଡିଯିବା ପରେ ଉଠୁଛି ଅନେକ ପ୍ରଶ୍ନ । କାରଣ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଛି । ଆଜି ୪ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଓଡ୍ରାଫ ଟିମ୍ ଓ ବୁଡାଳି । ଗତକାଲି ୨ଟି ମୃତଦେହ ଉଦ୍ଧାର ହୋଇଥିଲା । ସେପଟେ ୧୦ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।…

ରେଳଯାତ୍ରା ସମୟରେ ଦେହ ଖରାପ ହେଲେ . . . ଚିନ୍ତା ନାହିଁ, ଭାରତୀୟ ରେଳବାଇ ଯୋଗାଇବ ମେଡ଼ିକାଲ ସେବା

ଭାରତରେ ଅନେକ ଲୋକ ଯିବାଆସିବା ପାଇଁ ଟ୍ରେନ ଉପରେ ନିର୍ଭର କରନ୍ତି । କାରଣ ରେଳଯାତ୍ରା ସମୟ ସାପେକ୍ଷ ହେବା ସହ ଏଥିରେ ଅଳ୍ପ ଟଙ୍କାରେ ଯାତ୍ରା କରିବା ସହଜ ହୋଇଥାଏ । ତେବେ ଯାତ୍ରା ସମୟରେ ଅନେକ ଥର ଦେହ ଖରାପ ହୋଇଯାଏ ଆଉ ଲୋକେ ବହୁତ ଅସୁବିଧା ଭୋଗନ୍ତି । ତେବେ ଆଗକୁ ଯାତ୍ରୀ ଆଉ ଏପରି…

ନୀତି ଆୟୋଗ ବୈଠକ ପ୍ରସଙ୍ଗ! ନବୀନଙ୍କ ଅନୁପସ୍ଥିତିକୁ ନେଇ ଘେରିଲେ ବିରୋଧୀ, ବିଜେଡି ରଖିଲା ଜବାବ

ରାଷ୍ଟ୍ରପତି ଭବନରେ ଆୟୋଜିତ ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ନ ଦେବା ନେଇ ନବୀନଙ୍କୁ ବିରୋଧୀଙ୍କ ହମଲା । ପିସିିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ…