Daily Archives

June 17, 2018

ଏଣିକି ଭାରତରେ ବ୍ରାଣ୍ଡେଡ୍ କପଡା କିଣିବା ଆହୁରି ମହଙ୍ଗା ହୋଇପାରେ : ଜାଣନ୍ତୁ କେଉଁ ବ୍ରାଣ୍ଡ ଉପରେ ପଡିବ ସବୁଠାରୁ…

ଦେଶ ଭିତରେ ବିଦେଶୀ କମ୍ପାନୀର ବ୍ରାଣ୍ଡେଡ କପଡା କିଣିବା ଆହୁରି ବି ମହଙ୍ଗା ପଡିପାରେ । ଆଗାମୀ ଦିନରେ କମ୍ପାନୀ ନିଜ ଉତ୍ପାଦରେ ୩୦ ପ୍ରତିଶତ ବୃଦ୍ଧି କରିପାରେ । କାହିଁକିନା କପଡାକୁ ରଙ୍ଗ କରିବା ପାଇଁ ପ୍ରୟୋଗ ହେଉଥିବା କଂଚାମାଲର ମୂଲ୍ୟରେ ବୃଦ୍ଧି ହୋଇଯାଇଛି । ଏହି ବ୍ରାଣ୍ଡ ଉପରେ…

ଆମେରିକାକୁ ତା’ରି ଭାଷାରେ ଜବାବ ଦେବ ଭାରତ : ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଲାଗିବ ୧୦୦ ପ୍ରତିଶତ ଟାକ୍ସ

କନକ ବ୍ୟୁରୋ : ଆମେରିକାକୁ ତାରି ଭାଷାରେ ଜବାବ ଦେବ ଭାରତ । ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଲାଗିବ ୧୦୦ ପ୍ରତିଶତ ଟାକ୍ସ । ଆମେରିକା ତରଫରୁ ଆସୁଥିବା ସାମଗ୍ରୀ ଉପରେ ଟାକ୍ସ ରିହାତିକୁ ଶେଷ କରିବା ପାଇଁ ନିଷ୍ପତ୍ତି ନେଇଛି ଭାରତ । ଆମେରିକାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଆଗାମୀ…

ରାଜ୍ୟର ୩ଟି ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବେଗରେ ପବନ ବହିବା ସମ୍ଭାବନା : ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

କନକ ବ୍ୟୁରୋ : ଆଜି ରାଜ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବେଗରେ ପବନ ବହିବ । ଏହାସହ ବିଜୁଳି ମାରିବ ବୋଲି ମଧ୍ୟ ଜଣାପଡ଼ିଛି । ଏଥପାଇଁ ରାଜ୍ୟର ୩ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଘଡ଼ଘଡ଼ି ହେବାର ସମ୍ଭାବନା ଥିବାଯୋଗୁଁ ଲୋକଙ୍କୁ ବାହାରକୁ ନବାହାରିବା ପାଇଁ…

ଏଣିକି ପୁରୁଷ ଡ୍ରାଇଭରମାନେ ରାତିରେ ମହିଳା ଯାତ୍ରୀଙ୍କୁ ନେଇପାରିବେନି ଟ୍ୟାକ୍ସିରେ : ଜାଣନ୍ତୁ କେଉଁଠି ଓ କାହିଁକି

ରାତି ୧୦ଟା ପରେ ବେଜିଙ୍ଗରେ ଟ୍ୟାକ୍ସି ଚଳାଉଥିବା ପୁରୁଷ ଡ୍ରାଇଭରମାନେ ଆଉ ମହିଳାମାନଙ୍କୁ ଟ୍ୟାକ୍ସିରେ ବସାଇ ନେଇ ପାରିବେ ନାହିଁ। ଟ୍ୟାକ୍ସିରେ ଦୁଇ ଜଣ ମହିଳାଙ୍କ ସହ ଦୁଷ୍କର୍ମ କରାଯାଇଥିବାର ରିପୋର୍ଟ ମିଳିବା ପରେ ଏଭଳି ନିୟମ ପ୍ରଚଳନ କରାଯାଇଛି। ବେଜିଙ୍ଗରେ ଯଥେଷ୍ଟ ମହିଳା ଡ୍ରାଇଭର୍…

ମୁକ୍ତିକାନ୍ତଙ୍କୁ ସମର୍ଥନ କଲେ ରାହୁଲ ଗାନ୍ଧୀ ! ରାଉରକେଲାବାସୀଙ୍କୁ ମୋଦି ଦେଇଥିବା ପ୍ରତିଶ୍ରୁତିରେ ରାହୁଲ ଦେଲେ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିଶ୍ରୁତିକୁ ମନେ ପକାଇବା ପାଇଁ ରାଉରକେଲାରୁ ଦିଲ୍ଲୀକୁ ପଦଯାତ୍ରା କରିଥିବା ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ସମର୍ଥନ ଜଣାଇଲେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ । ଗତ ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲା ଗସ୍ତ କରି ସୁପର-ସ୍ପେଶାଲିଷ୍ଟ…

କିଛି ସ୍ୱତନ୍ତ୍ର ଆପ ବିନା ଆପଣଙ୍କ ସ୍ମାର୍ଟଫୋନ୍ ବେକାର : ଜାଣନ୍ତୁ କେଉଁ କାମ ହେବ ସହଜ ଓ କିପରି କରିବେ ବ୍ୟବହାର ?

ବର୍ତ୍ତମାନ ଚାଲିଛି ସ୍ମାର୍ଟଫୋନ୍ ଯୁଗ । ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ସ୍କାର୍ଟଫୋନ ବ୍ୟବହାରୁ କରୁଛନ୍ତି । ସାରା ଦୁନିଆକୁ କବଳିତ କରିସାରିଛି ସ୍ମାର୍ଟଫୋନ୍ । ବିନା ସ୍ମାର୍ଟଫୋନରେ ଦିନ କଟାଇବା ଯେପରି ମୁସ୍କିଲ ହୋଇଗଲାଣି । ଆଜିକାଲି ନିଜର ଦୈନନ୍ଦିନ ଜୀବନରେ ସ୍ମାର୍ଟଫୋନର…