Daily Archives

June 12, 2018

ଏପଟେ ଚାଲିଥିଲା ଛତିଶାନିଯୋଗ ବୈଠକ, ସେପଟେ ବାହାରିଲା ବଦଳି ଅର୍ଡର! ରାତାରାତି କାହିଁକି ବଦଳିଗଲେ ଶ୍ରୀମନ୍ଦିର ମୁଖ୍ୟ…

କନକ ବ୍ୟୁରୋ : ପ୍ରଦୀପ ଗଲେ ପ୍ରଦୀପ୍ତ ଆସିଲେ । ଗତକାଲି ପୁରୀରେ ଛତିଶାନିଯୋଗ ବୈଠକ ଚାଲିଥିବା ବେଳେ ହଠାତ୍ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କୁ ଦାୟିତ୍ୱରୁ ହଟାଇ ତାଙ୍କ ସ୍ଥାନରେ ପ୍ରଦୀପ୍ତ ମହାପାତ୍ରଙ୍କୁ ସରକାର ନିଯୁକ୍ତି ଦେଇଥିଲେ । ତରବରିଆ ଭାବେ ପ୍ରଦୀପଙ୍କୁ ବଦଳାଯିବା…

୨୦୧୯ ପାଇଁ ଟିକେଟ ପାଇବା ଫର୍ମୁଲା କହିଲେ ନିରଞ୍ଜନ ! ଜିତିବା ସମ୍ଭାବନା ଥିବା ନେତାଙ୍କୁ ଦିଆଯିବ ପ୍ରାଥମିକତା ।

କନକ ବ୍ୟୁରୋ : ଯାହାର ଜିତିବାର କ୍ଷମତା ଥିବ, ଯାହା ହାତରେ ଭୋଟ ଥିବ, ୨୦୧୯ ସାଧାରଣ ନିର୍ବାଚନରେ ତାକୁ ମିଳିବ ଟିକେଟ୍ । ରାଜ୍ୟ କଂଗ୍ରେସରେ ‘ୱାନ ମ୍ୟାନ ୱାନ ପୋଷ୍ଟ’କୁ ନେଇ ଲାଗିରହିଥିବା ଦ୍ୱନ୍ଦ୍ୱ ଭିତରେ ଏଭଳି ସ୍ପଷ୍ଟୀକରଣ ରଖିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ଗତକାଲି…

ଟଳିଗଲା ପରମାଣୁ ଯୁଦ୍ଧର ସଂକଟ, ସିଙ୍ଗାପୁରରୁ ଆସିଲା ଶାନ୍ତିର ସଂକେତ! ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ…

କନକ ବ୍ୟୁରୋ : ସିଙ୍ଗାପୁରରୁ ଆସିଲା ଶାନ୍ତିର ସଂକେତ । ବିଶ୍ୱ ଶାନ୍ତି ପାଇଁ ଆଜି ଦୁଇ ବିଶ୍ୱନେତାଙ୍କ ମଧ୍ୟରେ ହୋଇଛି ଐତିହାସିକ ଆଲୋଚନା । ସିଙ୍ଗାପୁରର ସେଂଟୋସା ଦ୍ୱୀପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତରକୋରିଆର ଏକଛତ୍ରବାଦ ଶାସକ କିମ ଜୋଙ୍ଗ ଉନଙ୍କ ମଧ୍ୟରେ ହୋଇଛି ବହୁ…

୯ ବର୍ଷରେ କଣ କରିଛ? ଶ୍ରୀମନ୍ଦିର ପରିଚାଳନା ପ୍ରସଙ୍ଗରେ ବିଜେପିକୁ ହିସାବ ମାଗିଲେ ବିଜୟ ମହାପାତ୍ର

କନକ ବ୍ୟୁରୋ : ବିଜେପି ନେତାଙ୍କ ଟାର୍ଗେଟରେ ବିଜେପି । ଶ୍ରୀମନ୍ଦିର ପରିଚାଳନା ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟିର ଆଭିମୁଖ୍ୟ ନେଇ ପ୍ରଶ୍ନ ଉଠାଇଛି ଖୋଦ୍ ତାଙ୍କ ଦଳର ନେତା । ଶଙ୍କରାଚାର୍ଯ୍ୟଙ୍କ ସ୍ୱରରେ ତାଳ ମିଶାଇ ମେଣ୍ଟ ସରକାର ଥିବା ବେଳେ ବିଜେପିର ଆଇନମନ୍ତ୍ରୀ କ’ଣ ସଂସ୍କାର ଆଣିଥିଲେ…

ଅନ୍ଧାରରେ ୧୦ ହଜାର ଛାତ୍ରୀଙ୍କ ଭାଗ୍ୟ ଭବିଷ୍ୟତ ! ରମାଦେବୀ ସ୍ୱୟଂଶାସିତ ବିଶ୍ୱବିଦ୍ୟାଳୟରେ ଏଯାଏଁ ପ୍ରକାଶ ପାଇନି…

କନକ ବ୍ୟୁରୋ : ୨୦୧୬ରେ ରମାଦେବୀ ସ୍ୱୟଂଶାସିତ ବିଶ୍ୱଦିଦ୍ୟାଳୟ ଘୋଷଣା ହେବା ପରେ ପ୍ରଥମଥରଲାଗି ଯୁକ୍ତ ତିନି ତୃତୀୟ ବର୍ଷର ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଯାଉଛି । ହେଲେ ଫଳ ପ୍ରକାଶରେ ଅହେତୁକ ବିଳମ୍ବ ପ୍ରାୟ ୧୦ ହଜାର ଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେଇଛି । ବିଭିନ୍ନ ଆଳ…

ଓଡ଼ିଶା ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବ ରୋବଟ୍ । ସରକାର ଦେଲେ ଗ୍ରୀନ ସିଗନାଲ

କନକ ବ୍ୟୁରୋ : ପାଠ ପଢାଇବ ରୋବଟ୍ । ମଡେଲ ସ୍କୁଲରେ ପ୍ରତିଷ୍ଠା ହେବ ରୋବୋଟିକ୍ ଲାବରୋଟରୀ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦ଟି ମଡେଲ ସ୍କୁଲରେ ହେବ ପାଇଲଟ୍ ପ୍ରୋଜେକ୍ଟ । ପ୍ରଥମ ପର୍ଯ୍ୟାୟରେ ଏହି ୧୦ଟି ଆଦର୍ଶ ବିଦ୍ୟାଳୟରେ ରୋବୋଟିକ୍ ଲ୍ୟାବ୍ ଖୋଲାଯିବ । ଯେଉଁଠି ଛାତ୍ରଛାତ୍ରୀ ମାନଙ୍କୁ…