Daily Archives

May 24, 2018

ଖୁସିଖବର : ଆପଣ ଘର କିଣୁଛନ୍ତି କି ? ଏହାକୁ ନେଇ କ୍ୟାବିନେଟର ବଡ ନିଷ୍ପତ୍ତି, ଜାଣନ୍ତୁ କ’ଣ

ଅପୂର୍ଣ୍ଣ ଅଚଳ ସଂପତ୍ତି ପ୍ରକଳ୍ପ ରେ ଫସିରହିଥିବା ଘର କ୍ରେତାଙ୍କୁ ଆଶ୍ୱସ୍ଥି ପ୍ରଦାନ କରିବା ପାଇଁ , ଯାହା ବିରୁଦ୍ଧରେ ଦେବାଳିଆ କାର୍ଯ୍ୟବାହୀ ବର୍ତ୍ତମାନ ଚାଲୁଅଛି , ସରକାର ବୁଧବାର ଦିନ ଦେବାଳିଆପଣ ଏବଂ ଦେବାଳିଆପଣ କୋର୍ଡରେ ପରିବର୍ତ୍ତନ ଆଣିବା ପାଇଁ ଏକ ଅଧ୍ୟାଦେଶକୁ ମଂଜୁରୀ…

ପେନସନ ଟଙ୍କା ମିଳିବନି ବୋଲି…! ମା’ର ଶବକୁ ୫ ମାସ ଯାଏଁ ଅନ୍ତିମ ସଂସ୍କାର କଲେ ନାହିଁ ପୁଅ

ପେନସନ ଟଙ୍କା ପୁଅକୁ କରିଦେଲା ଅନ୍ଧ । ଟଙ୍କା ମୋହ ଏତେ ବଢ଼ି ଗଲା ଯେ, ମାର ମୃତ ଶରୀରକୁ ଅନ୍ତିମ ସଂସ୍କାର ନ କରି ୫ ମାସ ପର୍ଯ୍ୟନ୍ତ ଘରେ ଲୁଚାଇ ରଖିଲା ପୁଅ । ଏଭଳି ଏକ ଆଶ୍ଚଯ୍ୟକର ଘଟଣା ବାରଣାସୀରେ ଦେଖିବାକୁ ମିଳିଛି । ସାମାନ୍ୟ କିଛି ଟଙ୍କା ପାଇଁ ପୁଅ ମା’ର ଅନ୍ତିମ ସଂସ୍କାର କରିନଥିବା…

ଆଶ୍ଚର୍ଯ୍ୟ ହୋଇଯିବେ ଆପଣ ! ଆପଣଙ୍କ ନିତିଦିନିଆ ଅଭ୍ୟାସ ବି ହୋଇପାରେ କ୍ୟାନସର ହେବାର କାରଣ, ଜାଣନ୍ତୁ କିପରି

ଆପଣ ଜାଣିଛନ୍ତି କି ଅଫିସରେ ବସିବା ଆପଣଙ୍କ ପାଇଁ ଧୂମ୍ରପାନ କରିବା ସଦୃଶ ହୋଇପାରେ । ଯଦି ଆପଣ ସେମାନଙ୍କ ମଧ୍ୟରୁ ଜଣେ ଯିଏ ଅଫିସରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସମୟ ବିତାଏ, ତେବେ ଆପଣଙ୍କୁ କ୍ୟାସନର ହୋଇପାରେ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଯେ, ଆପଣଙ୍କ ନିତିଦିନିଆ ଅଭ୍ୟାସ…

ମୋଟର ଭେଇକିଲ ଆକ୍ଟରେ ହେଲା ସଂଶୋଧନ ! ଏଣିକି ସଡକ ଦୁର୍ଘଟଣାରେ ପୀଡିତଙ୍କୁ ମିଳିବ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ।

କେନ୍ଦ୍ର ସରକାର ମୋଟର ଭେଇକିଲ ଆକ୍ଟ, ୧୯୮୮ରେ ସଂଶୋଧନ କରି ସଡକ ଦୁର୍ଘଟଣାରେ ପୀଡିତ ମାନଙ୍କୁ ଦିଆଯାଉଥିବା କ୍ଷତିପୂରଣ ରାଶିରେ ପରିବର୍ତ୍ତନ କରିଛନ୍ତି । ଏହି ସଂଶୋଧନ ଅନୁଯାୟୀ, ସଡକ ଦୁର୍ଘଟଣାରେ ମୃତ୍ୟୁ ହେଲେ ଥାର୍ଡ ପାର୍ଟି କ୍ଲେମରେ ୫ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବା ନେଇ ନିୟମ…

ବିରାଟ କୋହଲିଙ୍କ ଗଳାରେ ଆଘାତ ! ଖେଳିପାରିବେନି କାଉଣ୍ଟିଂ ମ୍ୟାଚ

ଇଂଲଣ୍ଡ ଗସ୍ତ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ଜବରଦସ୍ତ ଝଟକା । ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଆହତ ହେବା କାରଣରୁ ଡାକ୍ତର ତାଙ୍କୁ ଆରାମ କରିବାକୁ ପରାମର୍ଶ ଦେଇଛନ୍ତି । କୋହଲି ନେକ ବା ଗଳାରେ ଆଘାତ କାରଣରୁ ଆଗାମୀ ମାସରେ ହେବାକୁ ଥିବର ଇଂଲଣ୍ଡର କାଉଣ୍ଟିଂ ମ୍ୟାଚରେ ଖେଳିବାରୁ…

ମହାତ୍ମା ଗାନ୍ଧିଙ୍କୁ ନିଜ ଅନ୍ଦାଜରେ ମନେ ପକାନ୍ତୁ ! ମୋଦି ସରକାର ଦେବେ ୫୦ ହଜାର ଟଙ୍କା ଜିତିବାର ସୁବର୍ଣ୍ଣ ସୁଯୋଗ ।

ଜାତିର ପିତା ମହାତ୍ମା ଗାନ୍ଧିଙ୍କର ୧୫୦ତମ ଜୟନ୍ତୀ ଅବସରରେ ଆପଣ ତାଙ୍କୁ ନିଜ ମନ ଅନୁସାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଟଙ୍କା ରୋଜଗାର କରିପାରିବେ । ଏହି ପୁରସ୍କାର କୌଣସି ସଂସ୍ଥା କିମ୍ବା ଏନଜିଓ ତରଫରୁ ନୁହଁ ବରଂ ସିଧାସଳଖ ମୋଦି ସରକାରଙ୍କ ତରଫରୁ ଆପଣଙ୍କୁ ମିଳିବ । ଏହି ଅବସରରେ ଆପଣ…