Daily Archives

May 21, 2018

UIDAIର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ୧୦ ଦିନ ପରେ ଅକାମୀ ହୋଇଯାଇପାରେ ଆପଣଙ୍କ ଆଧାର ! ଜାଣିବା ପାଇଁ ପଢ଼ନ୍ତୁ ପୂରା…

ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI) ଆଧାରରେ କିଛି ଜରୁରୀ ପରିବର୍ତ୍ତନ କରିବାକୁ ନିର୍ଣ୍ଣୟ ନେଇଛନ୍ତି । ୟୁଆଇଡିଏଆଇ ଭାର୍ଚୁଆଲ ଆଇଡିର ଆରମ୍ଭ କରିବାର ନିଷ୍ପତ୍ତି ନେଇଛନ୍ତି । ଏବେ ଅନେକ ସୁବିଧାର ଲାଭ ଉଠାଇବା ପାଇଁ ଆଧାର ନମ୍ବର ଦେବାକୁ ପଡିବନି । ଏବେ ସରକାର ଆଧାର ଭାର୍ଚୁଆଲ…

କଳିଯୁଗର ଦୌପଦୀ ! ଗୋଟିଏ ପରିବାରର ପାଞ୍ଚଭାଇକୁ ବିବାହ କରିଥିବା ମହିଳା ।

ଆପଣ ସମସ୍ତଙ୍କୁ ଜ୍ଞାତ ଥିବ ମହାଭାରତ କାଳରେ ଦୌପଦୀଙ୍କ ବିବାହ ପଞ୍ଚୁପାଣ୍ଡବଙ୍କ ସହ ସମ୍ପନ୍ନ ହୋଇଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଅବିକଳ ଏହିଭଳି କାର୍ଯ୍ୟ କଲେ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚୟ । ଆଜି ଆମେ ଆପଣଙ୍କୁ ଏହିଭଳି ଜଣେ ଝିଅର କଥା କହିବାକୁ ଯାଉଛୁ ଯିଏ ଗୋଟିଏ ପରିବାରର ପାଞ୍ଚ…

ଆଉ ଚଲାଇ ହେବନି ଗାଡ଼ି ! ୭୫ ଟପିଲାଣି ପେଟ୍ରୋଲ ଦର, ଉତ୍ପାଦ ଶୁଳ୍କ ହ୍ରାସ କରିବା ପାଇଁ ସରକାରଙ୍କ ବିଚାର

କନକ ବ୍ୟୁରୋ : ତୈଳ ଦର ରେକର୍ଡ ସ୍ତରରେ ପହଞ୍ଚିବା ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୭୫ ଟଙ୍କା ପାର କରିଥିବାବେଳେ ଡିଜେଲ ଦର ୭୦ ଟପିଛି । ଏପରିକି ୫ ବର୍ଷ ମଧ୍ୟରେ ପେଟ୍ରୋଲ ଓ ଡ଼ିଜେଲ ଦର ସର୍ବାଧିକ ସ୍ତରରେ ପହଞ୍ଚିଛି । ଏଭଳି ସ୍ଥିତିରେ…

ପୂଜାରେ ପାନୀୟ ଜଳ ନଷ୍ଟ କରିବାକୁ ବିରୋଧ କଲେ ବାବା ବଳିଆ ! ଭଗବାନଙ୍କୁ ଜଳ ସମର୍ପଣ କରି ନିଜେ ପିଅନ୍ତୁ ବୋଲି…

କନକ ବ୍ୟୁରୋ : ଦିନକୁ ଦିନ ଦେଶରେ ପାନୀୟ ଜଳର ଉକ୍ରଟ ସମସ୍ୟା ଦେଖିବାକୁ ମିଳୁଛି । କେଉଁଠି ଲୋକେ ପାଣି ପାଇବା ପାଇଁ ରାତି ରାତି ଅନିଦ୍ରା ରହୁଛନ୍ତି ତ ପୁଣି କେଉଁଠି ନାଳ ପାଣିରେ ତୃର୍ଷ୍ଣା ମେଣ୍ଟାଉଛନ୍ତି । ତେଣୁ ଏଭଳି ସ୍ଥଳେ ପୂଜା ନାଁରେ ପାନୀୟ ଜଳ ନଷ୍ଟ କରିବାକୁ ବିରୋଧ କରିଛନ୍ତି…

ପ୍ରବଳ ବର୍ଷିବ, ୫୦ରୁ ୬୦ କି.ମି. ବେଗରେ ପବନ ବହିବ ! ୨୨ଟି ଜିଲ୍ଲା ପାଇଁ ସର୍ତକ ସୂଚନା ଜାରି କଲା ପାଣିପାଗ ବିଭାଗ

କନକ ବ୍ୟୁରୋ : ଉପକୂଳ ଓଡ଼ିଶା ସମେତ ରାଜ୍ୟର ୨୨ଟି ଜିଲ୍ଲା ପାଇଁ କାଳବୈଶାଖୀ ସତର୍କ ସୂଚନା ଜାରି ହୋଇଛି। ମେ’ ୨୧ ଓ ୨୨ ତାରିଖରେ ୨୨ଟି ଜିଲ୍ଲାରେ ଝଡ଼ବର୍ଷା ହେବ। ଘଣ୍ଟା ପ୍ରତି ୫୦ରୁ ୬୦ କି.ମି. ବେଗରେ ପବନ ହୋଇପାରେ। ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତର ବି ଆଶଙ୍କା ରହିଛି। ବଙ୍ଗୋପସାଗର…

#ଡାହାମିଛ । ବିଜେଡିର ‘ବି’ ଟିମ୍ କଂଗ୍ରେସ, ଶଙ୍ଖ ଧରିବ ହାତ ?

(ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି । ଏହା କେବଳ ମଜା ପାଇଁ ଉଦ୍ଦିଷ୍ଟ ।) ଓହୋ, ଏତେଦିନ ପରେ ନିରଞ୍ଜନ ଆଜ୍ଞା ସବୁକିଛି ଲଗାଇ ସଭାପତି ପଦଟିଏ ପାଇଲେ, ତା ପରଠାରୁ ଥକା ମାରିବା ବଦଳରେ ମାଡି ଚାଲିଛନ୍ତି ।…