Daily Archives

May 21, 2018

ବିବାଦରେ ଶାହିଦ କପୁରଙ୍କ ଫିଲ୍ମ ! ଲାଗିଲା କାହାଣୀ ଚୋରି କରିବାର ଦୋଷ ।

ଶାହିଦ କପୁରଙ୍କ ଫିଲ୍ମ ‘ବତ୍ତି ଗୁଲ ମିଟର ଚାଲୁ’ର ସୁଟିଂ ପୁଣିଥରେ ଆରମ୍ଭ ହୋଇଯାଇଛି । କିନ୍ତୁ ଫିଲ୍ମର ସମସ୍ୟା ଏବେ ବି ଥମିବାର ନା ନେଉନାହିଁ । ୨୦୧୬ରେ ରିଲିଜ ହୋଇଥିବା ଫିଲ୍ମ ରୁସ୍ତମର ଲେଖକ ବିପୁଲ ରାୱଲ ଫିଲ୍ମ ରାଇଟର୍ସ ଆସୋସିଏସନ ସହିତ ମିଶି ‘ବତ୍ତି ଗୁଲ ମିଟର ଚାଲୁ’ର ନିର୍ଦ୍ଦେଶକ…

ସାବଧାନ ! ଭାରତରେ ବ୍ୟାପୁଛି ଭୟଙ୍କର ନିପାହ ଭାଇରସ, ନିରାକରଣ ପାଇଁ ବାହାରିନି କୌଣସି ଔଷଧ

ଭାରତରେ ବ୍ୟାପିବାରେ ଲାଗିଛି ଭୟଙ୍କର ନିପାହ ଭାଇରସ । କେରଳର କୋଝିକୋଡ଼ ଅଞ୍ଚଳରେ ଏହି ଭୟଙ୍କର ଭାଇରସ ବ୍ୟାପିବାରେ ଲାଗିଛି । ଏହି ଭାଇରସ ପ୍ରଭାବରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏପରିକି ୨୫ ଜଣ ବ୍ୟକ୍ତିଙ୍କ ରକ୍ତ ନମୁନାରେ ଏହି ଭାଇରସ ଥିବା ଜଣା ପଡ଼ିଛି । ଏମାନଙ୍କୁ…

ବୈଜ୍ଞାନିକଙ୍କୁ ମିଳିଲା ଗଙ୍ଗା ଜଳର ରହସ୍ୟ : ଗଙ୍ଗା ଜଳକୁ କାହିଁକି ଅମୃତ କୁହାଯାଏ?

ଗଙ୍ଗା ଜଳର ବିଶେଷତ୍ୱ ବର୍ଷ ବର୍ଷ ଧରି ବୈଜ୍ଞାନିକଙ୍କୁ ବିସ୍କୟକର ପରିସ୍ଥତିରେ ପକାଇଛି । କିନ୍ତୁ ନିକଟରେ ବୈଜ୍ଞାନିକମାନେ ଗଙ୍ଗା ଜଳର ରହସ୍ୟ ଖୋଲିଛନ୍ତିି ଏବଂ ଦୁନିଆକୁ ଜଣାଇଛନ୍ତି ଯେ ଗଙ୍ଗା ଜଳକୁ କାହିଁକି ଅମୃତ କୁହାଯାଏ । ବୈଜ୍ଞାନିକଙ୍କ ଅନୁସାରେ, ଲୋକମାନେ ଗଙ୍ଗାକୁ ଅଳିଆ…

ମଝି ରାସ୍ତାରେ ହୁତହୁତ ହୋଇ ଜଳିଲା AP ଏକ୍ସପ୍ରେସ ଟ୍ରେନ ! ଷ୍ଟେସନରେ ପହଞ୍ଚିବା ପୂର୍ବରୁ ଲାଗିଲା ନିଆଁ, ସୁରକ୍ଷିତ…

କନକ ବ୍ୟୁରୋ : ଜଳିଗଲା ଏକ୍ସପ୍ରେସ ଟ୍ରେନ । ମଝି ରାସ୍ତାରେ ହୁତହୁତ ହୋଇ ଜଳିଲା ଏକ୍ସପ୍ରେସ ଟ୍ରେନ ।ନୂଆଦିଲ୍ଲୀରୁ ବିଶାଖାପାଟଣା ଯାଉଥିବା ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗିଥିବା ସୂଚନା ମିଳିଛି । ମଧ୍ୟପ୍ରଦେଶର ଗ୍ୱାଲିୟରର ବିର୍ଲା ଷ୍ଟେସନ ନିକଟରେ ହଠାତ ଆନ୍ଧ୍ରପ୍ରଦେଶ ଏକ୍ସପ୍ରେସରେ…

କେଉଁ କେଉଁ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଷ୍ଟୋନ୍ ହୋଇଥାଏ ଜାଣନ୍ତୁ !

କାର୍ଯ୍ୟବ୍ୟସ୍ତତା ପାଇଁ ଖାଇବାରେ ଠିକଣା ରହୁ ନ ଥିବାରୁ ଲୋକମାନେ ବିଭିନ୍ନ ରୋଗରେ ପଡ଼ିଥାନ୍ତି । ଖାଦ୍ୟ ଠିକ୍ ସମୟରେ ନ ଖାଉଥିବାରୁ ଲୋକମାନଙ୍କ ପାଚନ ପ୍ରକ୍ରିୟାରେ ସମସ୍ୟା ଦେଖା ଯାଉଥିବା ବେଳେ କିଡନିରେ ଷ୍ଟୋନର ସମସ୍ୟା ମଧ୍ୟ ଦେଖା ଯାଇଥାଏ । ଏହାର କାରଣ ଅନ୍ୟ କିଛି ନୁହେଁ ବରଂ…

ପର କରିଦେଲା ଛାଇ! ଭୁବନେଶ୍ୱରରେ ଦିନ ୧୧ଟା ୪୩ରେ ଖରାରେ ଛିଡା ହେଲେ ବି ଦେଖାଗଲାନି ଛାଇ

କନକ ବ୍ୟୁରୋ : ଭୁବନେଶ୍ୱରରେ ଦେଖିବାକୁ ମିଳିଲା ଶୂନ୍ୟ ଛାୟା ଦିବସର ଝଲକ । ରାଜଧାନୀରେ ଦିନ ୧୧ଟା ୪୩ ମିନିଟରେ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା । ଅର୍ଥାତ ଏହି ସମୟରେ ଖରାରେ ଛିଡ଼ା ହୋଇଥିଲେ ମଧ୍ୟ ଛାଇ ଦେଖିବାକୁ ମିଳିନଥିଲା । ପଠାଣିସାମନ୍ତ ପ୍ଲାନେଟାରିୟମରେ ମଧ୍ୟ ଏହି ଦୃଶ୍ୟ…