Daily Archives

May 8, 2018

କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ବଡ ବୟାନ : କହିଲେ, ୨୦୧୯ରେ ବିଜେପି ସରକାରକୁ ଆସିବା ହେବ କଷ୍ଟକର,…

କନକ ବ୍ୟୁରୋ : ୨୦୧୯ରେ ବିଜେପି ସରକାର ଗଢିପାରିବ ନାହିଁ । ଆଜି ସବୁ ବିରୋଧୀ ଏକାଠି ହୋଇଛନ୍ତି । ତେଣୁ ୨୦୧୯ରେ ସରକାର ଗଢିବା ବିଜେପି ପାଇଁ କଷ୍ଟସାଧ୍ୟ ହୋଇପଡିବ । କର୍ଣ୍ଣାଟକରେ ନିର୍ବାଚନୀ ପ୍ରଚାର ବେଳେ ଏହା କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସେହିପରି ପ୍ରଧାନମନ୍ତ୍ରୀ…

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପିଟିସନ ପ୍ରତ୍ୟାହୃତ : ୨ କଂଗ୍ରେସ ସାଂସଦ ଦାୟର କରିଥିଲେ…

କନକ ବ୍ୟୁରୋ : ପ୍ରଧାନବିଚାରପତିଙ୍କ ବିରୋଧରେ ମହାଅଭିଯୋଗ ନେଇ କଂଗ୍ରେସକୁ ଆଜି ସୁପ୍ରିମ ଝଟକା ଲାଗିଛି । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପିଟିସନ ପ୍ରତ୍ୟାହୃତ କରିନେଇଛନ୍ତି କଗ୍ରେସ ସାଂସଦ । ଏହା ପରେ ୫ ଜଣିଆ ବେଂଚ ମାମାଲ ଖାରଜ ଘୋଷଣା କରିଛନ୍ତି ।…

ମନ୍ତ୍ରୀଙ୍କ ଦକ୍ଷତା ମାପୁଛନ୍ତି ମୁଖ୍ୟମନ୍ତ୍ରୀ : ସ୍କୁଲ ଓ ଗଣଶିକ୍ଷା ବିଭାଗ ଓ ଏସସି ଏସଟି ବିଭାଗ ସରିଲା ସମୀକ୍ଷା,…

କନକ ବ୍ୟୁରୋ : ଆଜିଠାରୁ ମୁଖ୍ୟମନ୍ତ୍ରୀ ସବୁ ମନ୍ତ୍ରୀଙ୍କଠାରୁ ନେବେ ରିପୋର୍ଟ କାର୍ଡ । ପ୍ରଥମ ପର୍ଯ୍ୟାୟରେ ହୋଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ ଓ ଏସସିଏସିଟି ବିଭାଗର ସମୀକ୍ଷା ହୋଇଛି । ବିଭାଗର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ସମୀକ୍ଷା ପରେ ବଦ୍ରି ପାତ୍ର ପ୍ରତିକ୍ରିୟା ରଖିଛନ୍ତି ।…

ପିଜ୍ଜା ଭଳି ଡିଜେଲର ହେବ ହୋମ୍ ଡେଲିଭରୀ । ଆପଣଙ୍କର ମାତ୍ର ଗୋଟିଏ କଲରେ ଘରେ ଆଣି ଦେଇଯିବେ କର୍ମଚାରୀ

ପୋଷକ, ଖାଦ୍ୟ ତଥା ବାକି ସାମଗ୍ରୀ ଭଳି ଏଣିକି ପେଟ୍ରୋଲ-ଡିଜେଲର ମଧ୍ୟ ହେବ ହୋମ ଡେଲିଭରୀ । ଇଣ୍ଡିଆନ ଅଏଲ କର୍ପୋରେସନ ଆଧାରରେ ହିନ୍ଦୁସ୍ଥାନ ପେଟ୍ରୋଲିୟମ ତରଫରୁ ଏଣିକି ଏଭଳି ସୁବିଧା ମିଳିବ ସାଧାରଣ ଜନତାଙ୍କୁ । ଆଉ ଏହି ବ୍ୟବସ୍ଥାର ଶୁଭାରମ୍ଭ ମଧ୍ୟ ହୋଇସାରିଛି । ଯେଭଳି ଭାବରେ ଆପଣ…

ଅପରିଷ୍କାର କାଚ ଜିନିଷକୁ ସଫା କରିବେ କିପରି ? ଆପଣାନ୍ତୁ କିଛି ଘରୋଇ ଉପାୟ

ଆଇନା, କାଚ ବା ଦର୍ପଣରେ ଆପଣଙ୍କ ସଫା ଛବି ଦେଖାଏ, କିନ୍ତୁ ଯଦି କାଚ ହିଁ ଅପରିଷ୍କାର ଓ ଦାଗଯୁକ୍ତ ହୋଇଥାଏ ତେବେ ? କାଚ ଅପରିଷ୍କାର ହେବା ସାଧାରଣ କଥା, କିନ୍ତୁ କାଚକୁ ସଫା ରଖିବା ବହୁତ ମୁସ୍କିଲ ଓ କ୍ଳାନ୍ତିକର କାମ । ଦେଖିଥିବେ ଘରେ ସହଜରେ ଅପରିଷ୍କାର ହେଉଥିବା ଜିନିଷ ହେଲା ବାଥରୁମର…

ରେଲୱେ ଚାକିରି ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର: ବଦଳିଲା ପରୀକ୍ଷାର ସଂପୂର୍ଣ୍ଣ ଢାଂଚା ।…

ରେଳ ବିଭାଗରେ ୯୦ ହଜାରରୁ ଅଧିକ ପଦବୀରେ ଭର୍ତ୍ତି ନେଇ ନିକଟରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯେଉଁଥିରେ ଲକ୍ଷାଧିକ ଆଶାୟୀପ୍ରାର୍ଥୀ ଚାକିରି ପାଇଁ ଆବେଦନ କରିଥିଲେ । ତେବେ ଯଦି ଆପଣ ମଧ୍ୟ ଏଥିପାଇଁ ଆବେଦନ କରିଛନ୍ତି ତେବେ ଏହାର ପରୀକ୍ଷା ଢାଂଚା ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ ।…