Daily Archives

March 17, 2020

ପର୍ଯ୍ୟଟନ ସ୍ଥଳିରେ କମୁଛି ପର୍ଯ୍ୟଟକଙ୍କ ଭିଡ: ପୁରୀ ବେଳାଭୂମୀ ଖାଁ ଖାଁ…୨ ଦିନ ଭିତରେ ଶ୍ରୀକ୍ଷେତ୍ର ଛାଡିବାକୁ…

କନକ ବ୍ୟୁରୋ: ପୁରୀ ଛାଡିବେ ବିଦେଶୀ ପର୍ଯ୍ୟଟକ । କରୋନା ପାଇଁ ସୁରକ୍ଷା ଦୃଷ୍ଟିରୁ ଆଗାମୀ ୨ ଦିନ ଭିତରେ ସବୁ ପର୍ଯ୍ୟଟକଙ୍କୁ ଶ୍ରୀକ୍ଷେତ୍ର ଛାଡିବା ପାଇଁ ନିର୍ଦେଶ ଦିଆଯାଇଛି । ୪୮ ଘଂଟା ଭିତରେ ହୋଟେଲ ଖାଲି କରିବା ପାଇଁ ପର୍ଯ୍ୟଟକଙ୍କୁ କୁହାଯାଇଛି । ସେପଟେ କୋଣାର୍କର ସୂର୍ଯ୍ୟ ମନ୍ଦିର…

ସଚେତନ ହେଉଛି ଓଡିଶା: ହେଲ୍ପଲାଇନ ନମ୍ବରକୁ ଆସୁଛି ହଜାର ହଜାର ଫୋନ । ୨୪ ଘଣ୍ଟା ଭିତରେ ୧୦୪କୁ ଆସିଲା ଦଶ ହଜାର ଫୋନ…

କନକ ବ୍ୟୁରୋ: ଓଡିଶାରେ କରୋନାର ମୁକାବିଲା ପାଇଁ ସରକାର ଅଣ୍ଟା ଭିଡିଥିବା ବେଳେ ଲୋକଙ୍କୁ ସତର୍କ ଏବଂ ସଚେତନ କରିବାକୁ ସବୁ ଦିଗରୁ ପ୍ରଚେଷ୍ଟା ଚଳାଇଛନ୍ତି ସରକାର । ତେବେ କୋରାନକୁ ନେଇ ଲୋକେ ଯେମିତି ଭୟ ନକରନ୍ତି, ପରିସ୍ଥିତିର ସାମ୍ନା କରି ତାର ମୁକାବିଲା କରନ୍ତି ସେନେଇ ସରକାର ସଜାଗ…

୨୪ ଘଂଟାରେ ସରକାରୀ ଅନଲାଇନରେ ପଂଜୀକରଣ କରିଛନ୍ତି ୧୨୩୯ ଜଣ । ଏବେ ଯାଏଁ ୩୨ଟି ନମୂନା ହୋଇଛି ପରୀକ୍ଷା, ୩୧ଟି ଆସିଛି…

କନକ ବ୍ୟୁରୋ: ୨୪ ଘଂଟାରେ ସରକାରୀ ଅନଲାଇନରେ ପଂଜୀକରଣ କରିଛନ୍ତି ୧୨୩୯ ଜଣ । ତେବେ ୫୫୪ଜଣ ଟେଲିଫୋନ ଜରିଆରେ ପଂଜିକରଣ କରିଥିବା ବେଳେ ୬୭୫ ଜଣ ଅନଲାଇନ ରେଜିଷ୍ଟ୍ରେସନ କରିଛନ୍ତି । ଏବେ ଯାଏ ୩୨ଟି ନମୂନା ପରୀକ୍ଷା ହୋଇଛି । ଯେଉଁଥିରେ ୩୧ଟି ରିପୋର୍ଟ ନେଗେଟିଭ ଆସିଥିବା ବେଳେ ଜଣକଠାରେ…

ମଲରେ କେଉଁ କେଉଁ ଦୋକାନ ରହିବ ଖୋଲା? ସୂଚନା ଦେଲେ ସୁବ୍ରତ, ଦରକାର ନଥିଲେ ମଲ୍ ନଯିବାକୁ ଦେଲେ ପରାମର୍ଶ ।

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ଆସନ୍ତା ମାର୍ଚ୍ଚ ୩୧ ଯାଏଁ ମଲ ଗୁଡିକ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ପ୍ରଥମେ ଟ୍ୱିନସିଟିର ମଲ ଗୁଡିକ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ପରବର୍ତ୍ତୀ ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ବଡ ବଡ ମଲ ଗୁଡିକୁ ବନ୍ଦ କରି…

କରୋନା ମୁକାବିଲା : ମୋବାଇଲ ଫୋନକୁ ପରିଷ୍କାର ରଖିବାକୁ ପରାମର୍ଶ, ଏହା ପଛର କାରଣ କହିଲେ ସୁବ୍ରତ ।

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । କରୋନାକୁ ନେଇ ବ୍ୟସ୍ତ ବିବତ୍ର ନହୋଇ ଶାନ୍ତ ରହିବାକୁ ପରାମର୍ଶ ଦେଇଛନ୍ତି ସରକାର । କରୋନାକୁ କିଭଳି ମୁକାବିଲା କରାଯିବ ସେଥିପ୍ରତି ଜୋର ଦେଉଛନ୍ତି ସରକାର । ଯେଉଁଥିପାଇଁ ପ୍ରତି ୨୪ ଘଣ୍ଟାରେ ସାଧାରଣ ଲୋକଙ୍କୁ…

ବିଦେଶରୁ ଆସିଲେ, ସରକାରଙ୍କୁ ତଥ୍ୟ ଦେଲେ ଭିନିଲ । ବାହାରୁ ଆସିଥିଲେ ହୋମ କ୍ୱାରେଣ୍ଟାଇନରେ ରହିବାକୁ ସମସ୍ତଙ୍କୁ କଲେ…

କନକ ବ୍ୟୁରୋ : କରୋନାକୁ ନେଇ ଗୋଟିଏ ପରେ ଗୋଟିଏ ସତର୍କତାମୂଳକ ପଦକ୍ଷେପ ନେଇ ଚାଲିଛନ୍ତି ରାଜ୍ୟ ସରକାର । ଏପରିକି ବାହାରୁ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ସରକାର ୱେବସାଇଟରେ ପଞ୍ଜୀକରଣ ବ୍ୟବସ୍ଥା କରିଛନ୍ତି । ଆଉ ଆଜି ଏହି ୱେବସାଇଟରେ ନିଜ ଆଡୁ ପଞ୍ଜୀକରଣ କରିଛନ୍ତି ଓଏମସି ଏବଂ…