Daily Archives

March 17, 2020

‘କରୋନା’ ନେଇ ବିଧାନସଭା ପରିସରକୁ ପ୍ରବେଶ ମନା। କେବଳ କର୍ମଚାରୀ, ମନ୍ତ୍ରୀ ଓ ବିଧାୟକଙ୍କ ବ୍ୟତୀତ…

କନକ ବ୍ୟୁରୋ: କରୋନା ନେଇ ବିଧାନସଭା ପରିସରକୁ ପ୍ରବେଶ ମନା । କେବଳ କର୍ମଚାଚରୀ, ମନ୍ତ୍ରୀ ଓ ବିଧାୟକଙ୍କ ବ୍ୟତୀତ ସାଧାରଣ ଲୋକ ଯାଇପାରିବେନି । ଜଣେ କର୍ମଚାରୀ ନିଜ ଚାମ୍ବରରୁ ଅନ୍ୟ ଜଣକ ଚାମ୍ବରକୁ ଯାଇପାରିବେ ନାହିଁ । ଅତି ଜରୁରୀ କାମ ଥିଲେ ସଚିବଙ୍କ ଅନୁମତି ନେଇ ସାଧାରଣ ଲୋକ କରିପାରିବେ…

‘କରୋନା’ ସତର୍କତା ପାଇଁ ସାମାଜିକ ଦୂରତା ଗାଇଡଲାଇନ: ବୟସ୍କ ଉପଭୋକ୍ତାଙ୍କ ଘରେ ପହଞ୍ଚାଯିବ ପିଡିଏସ ସାମଗ୍ରୀ;…

କନକ ବ୍ୟୁରୋ: କୋଭିଡ-୧୯ ସତର୍କତା ପାଇଁ ଜାରି ହେଲା ସାମାଜିକ ଦୂରତା ଗାଇଡଲାଇନ । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ରହିଛି  ଜୋରଦାର୍ ପ୍ରସ୍ତୁତି । ଆଜି ଏନେଇ ରାଜ୍ୟବ୍ୟାପୀ ଜାରି ହୋଇଛି ସାମାଜିକ ଦୂରତା ଗାଇଡଲାଇନ । ତେବେ ସାମାଜିକ ଦୂରତା ଆଳରେ ଜିଲ୍ଲାରେ ୧୪୪…

ପର୍ଯ୍ୟଟକ ଶୂନ୍ୟ ହେବ ପୁରୀ : ୨ ଦିନ ଭିତରେ ଶ୍ରୀକ୍ଷେତ୍ର ଛାଡିବେ ପର୍ଯ୍ୟଟକ

କନକ ବ୍ୟୁରୋ : ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ମହାମାରୀ କରୋନା ଭୂତାଣୁ ଭୟରେ ପର୍ଯଟକ ଶୂନ୍ୟ ହେବ ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିରକୁ ଅଳ୍ପ ସଂଖ୍ୟକ ଭକ୍ତ ପ୍ରବେଶ କରୁଛନ୍ତି । ଉପଯୁକ୍ତ ଯାଂଚ କରାଯାଇ ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି । ତେବେ ସୁରକ୍ଷା ଦୃଷ୍ଟିରୁ…

ବିଦେଶରୁ ଫେରି ନିରୀକ୍ଷଣରେ ରହିଲେ ଗଜପତି : ସପରିବାରେ ସରକାରଙ୍କ କୋଭିଡ-୧୯ ଅନଲାଇନ ପୋର୍ଟାଲରେ କଲେ ପଞ୍ଜୀକରଣ

କନକ ବ୍ୟୁରୋ : ବିଦେଶରୁ ଫେରି ନିରୀକ୍ଷଣରେ ରହିଲେ ଗଜପତି । ସପରିବାର ସହ ନିଜ ଭୁବନେଶ୍ୱର ଘରେ ନିରୀକ୍ଷଣରେ ରହିଛନ୍ତି ପୁରୀ ଗଜପତି ମହରାଜ ଦିବ୍ୟସିଂହ ଦେବ । ଆମେରିକା ଗସ୍ତ ସାରି ଗଜପତି ସପରିବାର ୧୫ରେ ଫେରିିଥିଲେ । ଗତକାଲି ସରକାର ବିଦେଶ ଫେରନ୍ତାଙ୍କ ପାଇଁ ପଂଜୀକରଣ ବାଧ୍ୟତାମୂଳକ…

ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଅଧିକ ଘାତକ ସାଜୁଛି କି ‘କରୋନା’ ? ଜାଣନ୍ତୁ ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଚୀନ…

କନକ ବ୍ୟୁରୋ: ପୂରା ବିଶ୍ୱକୁ ଥରହର କରି ରଖିଛି ମାରାତ୍ମକ କରୋନା ଭୁତାଣୁ । କ୍ରମାଗତ ଏହି ଭୁତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି । ତେବେ ଚୀନର ଉହାନ ସହରରୁ ଜନ୍ମ ନେଇଥିବା ଏହି ଭୟଙ୍କର ଭୁତାଣୁ ଏବେ ଗୋଟିଏ ପରେ ଗୋଟିଏ ଦେଶକୁ ଗ୍ରାସ…

‘ଶିକ୍ଷକ’ଙ୍କୁ କରୋନା ସତର୍କତା । ସାନିଟାଇଜର କିମ୍ବା ସାବୁନରେ ହାତ ଧୋଇବାକୁ ନିର୍ଦ୍ଦେଶ: ଖାତା ଦେଖା ସେଂଟରରେ ଗହଳି…

କନକ ବ୍ୟୁରୋ: ଆସନ୍ତାକାଲିଠାରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ । ସମୁଦାୟ ୬୧ଟି ସେଂଟରରେ ଖାତା ଦେଖିବେ ପରୀକ୍ଷା ନୀରିକ୍ଷକ । ସମସ୍ତ ପରିକ୍ଷା ନୀରିକ୍ଷକ ସକାଳ ୮ଟା୩୦ରୁ ୯.୩୦ ମଧ୍ୟରେ ନିଜ ନିଜ ସେଂଟରରେ ପହଁଚିଯିବେ । ପ୍ରତ୍ୟେକ ବିଭାଗର ପରୀକ୍ଷା ନିୟନ୍ତ୍ରକ…