Daily Archives

March 14, 2020

କରୋନା ମୁକାବିଲା: ସପିଂ ମଲ୍ ପାଇଁ ଜାରି ହେଲା ଆଡଭାଇଜରୀ । ଗ୍ରାହକଙ୍କ ମଧ୍ୟରେ ୬ ଫୁଟ ଦୂରତା ରଖିବାକୁ ପରାମର୍ଶ, ମଲ୍…

କନକ ବ୍ୟୁରୋ: ରାଜ୍ୟରେ କରୋନା ମୁକାବିଲା ପାଇଁ ଜୋରଦାର କସରତ ଆରମ୍ଭ କରି ଦେଇଛନ୍ତି ରାଜ୍ୟ ସରକାର । କରୋନାକୁ ଗତକାଲି ରାଜ୍ୟ ବିପତ୍ତି ଘୋଷଣା କରିବା ପରେ ସରକାରଙ୍କ ସବୁ ବିଭାଗ ଭାଇରସର ମୁକାବିଲା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରତିଶେଧମୂଳକ ପଦକ୍ଷେପ ନେଇ ଆସନ୍ତା ୩୧…

ପୁରୀରେ ପର୍ଯ୍ୟଟକଙ୍କ ଉପରେ ଲାଗିଲା କଟକଣା । କାଲିଠାରୁ କୋଣାର୍କ, ଚନ୍ଦ୍ରଭାଗା, ଚିଲିକା ବୁଲିପାରିବେନି ପର୍ଯ୍ୟଟକ ।…

କନକ ବ୍ୟୁରୋ: ପର୍ଯ୍ୟଟକଙ୍କ ଉପରେ କଟକଣା । ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ଲାଗୁ ହେଲା କଟକଣା । ପର୍ଯ୍ୟଟନସ୍ଥଳୀ ଓ ଦର୍ଶନୀୟ ସ୍ଥାନ ଉପରେ ଲାଗିଲା ରୋକ । କାଲି ଠାରୁ ପର୍ଯ୍ୟଟକ ଯାଇପାରିବେନି କୋଣାର୍କ, ଚନ୍ଦ୍ରଭାଗ ଏବଂ ଚିଲିକା । କରୋନା ପାଇଁ ପର୍ଯ୍ୟଟନସ୍ଥଳୀ ଉପରେ ରୋକ ଲଗାଗଲା ।…

ଖାଁ ଖାଁ ମାଂସ ଦୋକାନ : କୁକୁଡା ଚାଷକୁ ଘାରିଛି କରୋନା ଭୟ, ଭୂତାଣୁ ବ୍ୟାପିବା ଆଶଙ୍କାରେ ଚିକେନ ଖାଉନାହାନ୍ତି ଲୋକ .…

କନକ ବ୍ୟୁରୋ : ଖାଁ ଖାଁ ମାଂସ ଦୋକାନ । ସକାଳୁ ସଂଜ ହୋଇଯାଉଛି, ହେଲେ ଗ୍ରାହକ ଆସୁନାହାଁନ୍ତି । କରୋନା ଭୂତାଣୁ ଯେତିକି ବ୍ୟାପୁଛି ସେତିକି ଭୟ ବଢାଉଛି ଚିକେନ୍ । କୁକୁଡା ମାଂସ ଖାଇଲେ କରୋନା ଭୂତାଣୁ ବ୍ୟାପିବାର ଗୁଜବରେ ମାନ୍ଦା ହୋଇଯାଇଛି ବେପାର । ୨ଶହ ଟଙ୍କାରେ ବିକ୍ରି ହେଉଥିବା…

ବଜାର ଉପରେ କରୋନା ମାଡ଼ : ୫୦ ପ୍ରତିଶତ ବ୍ୟବସାୟ କମିଯିବା ଆଶଙ୍କା କଲା ବ୍ୟବସାୟୀ ମହାସଂଘ, ଡିଜେଲ ଓ ପେଟ୍ରୋଲରେ ତିନି…

କନକ ବ୍ୟୁରୋ : ମାରାତ୍ମକ କରୋନା ଭୂତାଣୁର ପ୍ରଭାବ ପଡିଛି ବ୍ୟବସାୟ ଉପରେ । ସ୍ଥିତି ଏଭଳି ହୋଇଛି ଯେ, ଆଗାମୀ ଦିନରେ ବ୍ୟବସାୟ ୫୦ ପ୍ରତିଶତ ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଛି । ସେପଟେ ପଟ୍ରୋଲ ଓ ଡିଜେଲ ଦର କମିଥିଲେ ମଧ୍ୟ କେନ୍ଦ୍ରୀୟ ଟିକସ ବୃଦ୍ଧି ଯୋଗୁଁ ତେଲ ଦର କମିପାରୁନାହିଁ । -…

କରୋନା ପାଇଁ ଯାତ୍ରୀଙ୍କୁ ସଚେତନ କରିବ ପୂର୍ବତଟ ରେଳପଥ : ରେଳପଥ ପରିସୀମା ଭିତରେ ଖୋଲିଛି ନିୟନ୍ତ୍ରଣ କକ୍ଷ, ସ୍ଥାନୀୟ…

କନକ ବ୍ୟୁରୋ : କରୋନା ଭାଇରସର ମୁକାବିଲା କରିବା ନିମନ୍ତେ ପୂର୍ବତଟ ରେଳପଥର ବ୍ୟାପକ ପ୍ରସ୍ତୁତି । କରୋନାର ଭୟାବହତାକୁ ନଜରରେ ରଖି ଯାତ୍ରୀଙ୍କୁ ସଚେତନ କରିବ ଇଷ୍ଟକୋଷ୍ଟ ରେଲୱେ । ପ୍ରତିଶେଧକମୂଳକ ପଦକ୍ଷେପ ନେଲା ପୂର୍ବତଟ ରେଳପଥ । ପ୍ରତିଦିନ ଯିବାଆସିବା କରୁଥିବା ଯାତ୍ରୀଙ୍କ ହିତ…

ସଚେତନ କରିବେ ସୁବ୍ରତ ବାଗଚୀ । କରୋନା ମୁକାବିଲା ପାଇଁ ଗଠନ ହେବାକୁ ଥିବା କମିଟିର ନେତୃତ୍ୱ ନେବେ, ସରକାରଙ୍କ ମୁଖ୍ୟ…

କନକ ବ୍ୟୁରୋ: କରୋନାର ମୁକାବିଲା ପାଇଁ କମର କଷିଛି ଓଡିଶା । ବିଶ୍ୱ ମହାମାରୀରୁ କେମିତି ମୁକୁଳି ହେବ ଆଉ ତାହାର କେମିତି ମୁକାବିଲା କରିହେବ ସେନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ସଚେତନତା ସୃଷ୍ଟି ପାଇଁ ସଜାଗ ହୋଇ ଉଠିଛନ୍ତି ରାଜ୍ୟ ସରକାର । ଆଉ ଏତିକି ବେଳେ ସଚେତନତାର ସବୁ…