Daily Archives

March 14, 2020

ନବରଙ୍ଗପୁରରେ ଅଲୌକିକ ଘଟଣା : ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ, ଝୁଲନ୍ତା ଅବସ୍ଥାରେ ରହିଲେ ସାରା ରାତି . . .…

କନକ ବ୍ୟୁରୋ : ଆତ୍ମହତ୍ୟା କରିବା ପାଇଁ ବେକରେ ଓଢ଼ଣୀ ଲଗାଇଦେଲେ ଜଣେ ନାବାଳିକା । ସାରା ରାତି ଅର୍ଥାତ୍ ପ୍ରାୟ ୧୦ ଘଂଟା ଧରି ଝୁଲି ରହିଲେ । ସକାଳୁ ପରିବାର ଲୋକ ଝିଅର ମୃତ୍ୟୁ ହୋଇଛି ଭାବି ପୁଲିସକୁ ଖବର ଦେଲେ । ଆଉ ଯେତେବେଳେ ନାବାଳିକାକୁ ଡାକ୍ତରଖାନାକୁ ନିଆଗଲା । ସେଠି ଡାକ୍ତର କହିଲେ,…

ଅଚାନକ ଦିଲ୍ଲୀ ଆକାଶରେ ବଦଳିଗଲା ପାଣିପାଗର ମିଜାଜ : କୁଆପଥର ମାଡ ସାଙ୍ଗକୁ ଅସରାଏ ବର୍ଷାରେ ଭିଜିଲା ଦେଶର ରାଜଧାନୀ,…

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ କୁଆପଥର ମାଡ ସାଙ୍ଗକୁ ପ୍ରବଳ ବର୍ଷା । ପାଖାପାଖି ଅଧଘଣ୍ଡା ବର୍ଷାରେ ଦିଲ୍ଲୀ ରାଜରାସ୍ତା ଉପରେ ଲହଡ଼ି ଭାଙ୍ଗିଲା ଆଣ୍ଠୁଏ ଉଚ୍ଚର ପାଣି । ଆଜି ଅପରାହ୍ନରେ ହଠାତ୍ ଦିଲ୍ଲୀର ଅକାଶକୁ ହଠାତ କଳା ବାଦଲ ଢ଼ାଙ୍କି ଦେଇଥିଲା । ଦେଖୁ ଦେଖୁ ବଦଳି ଯାଇଥିବା…

ମହଙ୍ଗା ହେବ ମୋବାଇଲ ଫୋନ୍ : ଜିଏସଟି ଦର ୧୨ ପ୍ରତିଶତରୁ ବୃଦ୍ଧି କରି ୧୮ ପ୍ରତିଶତ କଲେ ସରକାର 

କନକ ବ୍ୟୁରୋ : ଆଗାମୀ ସମୟରେ ଆହୁରି ମହଙ୍ଗା ହେବ ମୋବାଇଲ୍ ଫୋନ୍ । ଜିଏସଟି କାଉନସିଲର ୩୯ ତମ ବୈଠକରେ ମୋବାଇଲ ଫୋନକୁ ୧୮ ପ୍ରତିଶତ ଟାକ୍ସ ସ୍ଲାବରେ ସାମିଲ କରାଯାଇଛି । ଆଜି ବସିଥିବା ଜିଏସଟି ପରିଷଦ ବୈଠକରେ ମୋବାଇଲ ଫୋନ ଓ ମୋବାଇଲ ଫୋନ ଯନ୍ତ୍ରାଂଶ ଉପରେ ଲାଗୁ ଜିଏସଟି ହାରକୁ ୧୨…

ଦେଶରେ କରୋନାକୁ ବିପର୍ଯ୍ୟୟ ଘୋଷଣା କଲା ଗୃହ ମନ୍ତ୍ରାଳୟ । ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କା ସହାୟତା ।…

କନକ ବ୍ୟୁରୋ: କରୋନାକୁ ବିପର୍ଯ୍ୟୟ ଘୋଷଣା କଲା ଭାରତ । ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କାର ସହାୟତା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭିଡ-୧୯ ବା ନଭେଲ କରୋନା ଭୂତାଣୁ ସଂକ୍ରମଣକୁ ବିଶ୍ୱ ମହାମାରୀ ଘୋଷଣା କରିଥିବାରୁ କରୋନାକୁ ଏକ ବିଜ୍ଞାପିତ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି…

ଚିକେନ୍ କିମ୍ବା ଅଣ୍ଡା ଖାଇଲେ ବ୍ୟାପୁନି କରୋନା ଭାଇରସ୍ : ଗୁଜବ ଉପରେ ବିଶ୍ୱାସ ନକରିବାକୁ କୃଷିମନ୍ତ୍ରୀଙ୍କ ଅନୁରୋଧ

କନକ ବ୍ୟୁରୋ : କରୋନାକୁ ନେଇ ଅନେକ ଗୁଜବ ହେଉଛି । ଫଳରେ ଶସ୍ତାରେ କୁକୁଡ଼ା ବିକ୍ରି ହେଉଛି । କୁକୁଡା ଖାଇଲେ କରୋନା ବ୍ୟାପିବ ବୋଲି ଅପ୍ରଚାର ହେବା ପରେ ଭୁଷୁଡି ଯାଇଛି କୁକୁଡା ଚାଷ । ରୋଜଗାର ହରାଉଛନ୍ତି କୁକୁଡା ଚାଷୀ ଓ ବ୍ୟବସାୟୀ । ତେଣୁ ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ । ଚିକେନ୍ ଓ…

କରୋନା ମୁକାବିଲାକୁ ନେଇ ଆସିଲା ନୂଆ ଗୁଜବ : ଅପପ୍ରଚାର ପରେ କେନ୍ଦୁଝର ଶନି ମନ୍ଦିରରେ ଲାଗିଲା ଭିଡ, ୨ ଟି ପୁଅ ଥିବା…

କନକ ବ୍ୟୁରୋ : ୭ଟି ତୁଳସୀ ପତ୍ର ଖାଇଲେ କରୋନା ହେବ ନାହିଁ, ପୁରୀ ବଡପଣ୍ଡାଙ୍କ ନାଁରେ ଏମିତି ଗୁଜବ ସୃଷ୍ଟି ହୋଇଥିଲା । ଆଉ ସେଇ ଗୁଜବ ପଛରେ ମାତିଥିଲା ସାରା ଓଡିଶା । ଆଉ ଏବେ ଠିକ୍ ସେମିତି ଏକ ଗୁଜବ ପଛରେ ମାତିଛି କେନ୍ଦୁଝର । କେନ୍ଦୁଝର ଶନି ମନ୍ଦିର ସାମ୍ନାରେ ଲାଗିଛି ମହିଳାଙ୍କ ଭିଡ…