Daily Archives

February 3, 2020

ଗାଡ଼ି ଚାଳକଙ୍କ ଅଦ୍ଭୁତ କାଣ୍ଡ ! ଗାଡ଼ିର କାଗଜ ପତ୍ର ମାଗିବାରୁ ଟ୍ରାଫିକ୍ ପୋଲିସକୁ ୨ କିଲୋମିଟର ପର୍ଯ୍ୟନ୍ତ ବନେଟ୍…

କନକ ବ୍ୟୁରୋ: ସାରା ଦେଶରେ ଏବେ ଟ୍ରାଫିକ ନିୟମକୁ ବେଶ କଡ୍ଡାକଡ୍ଡି ଭାବେ ପାଳନ କରାଯାଉଛି । ଗାଡି ଚାଳକଙ୍କ ଲାଇସେନ୍ସ ସହ ଗାଡିର କାଗଜ ପତ୍ରର ବି ସଠିକ ଭାବେ ଯାଂଚ କରାଯାଉଛି । ଏମିତି ହିଁ ଏକ ଯାଂଚବେଳେ ଗାଡି ଚାଳକ ଖସି ପଳାଇବାକୁ ଉଦ୍ୟମ କରିଥିଲେ । ଏପରିକି ଗାଡି ବୋନେଟ ଉପରେ…

ସନ୍ୟାସ ନେଇଗଲେ କି ମାହି ? କିମ୍ବଦନ୍ତୀ କ୍ରିକେଟର କପିଲ ଦେବ କହିଲେ ଧୋନୀଙ୍କ ଭବିଷ୍ୟତ କଥା, କ୍ରିକେଟ୍ ପଡ଼ିଆରୁ…

କନକ ବ୍ୟୁରୋ: ମହେନ୍ଦ୍ର ସିଂହ ଧୋନୀ । ଜବରଦସ୍ତ ବ୍ୟାଟ୍ସମାନ୍, ଆଉ ଦକ୍ଷ ୱିକେଟ୍ କିପର । ନିଜ ଖେଳିବା ଶୈଳୀରେ କୋଟି କୋଟି କ୍ରିକେଟ ପ୍ରଂଶସକ ବନାଇ ପାରିଛନ୍ତି ଧୋନୀ । ତେବେ ବିସିସିଆଇର ବାର୍ଷିକ ଚୁକ୍ତି ତାଲିକାରୁ ବାଦ ପଡିବା ପରେ କ୍ରିକେଟ୍ରେ ଧୋନୀଙ୍କ ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ…

ସାର୍ ରାଗିଗଲେ ପିଲାଙ୍କ ଚୁଟି କାଟିଦେଲେ! ସୁନାବେଡ଼ାରୁ ଆସିଲା ଶିକ୍ଷକଙ୍କ ସାଂଘାତିକ ରୂପ, ବିଶୃଙ୍ଖଳା କରୁଥିବା…

କନକ ବ୍ୟୁରୋ: ସୁନାବେଡାରେ ଛାତ୍ରଙ୍କୁ ନିର୍ଯାତନା ଅଭିଯୋଗ । ସହରର ନେତାଜୀ ଇଂଲିସ ମିଡିୟମ ସ୍କୁଲର ଛାତ୍ରଙ୍କୁ ସ୍କୁଲ କର୍ତୃପକ୍ଷ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଛାତ୍ରଙ୍କ ସମ୍ପର୍କୀୟ ଏ ନେଇ ସୁନାବେଡା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ଗତ ୩୦ ତାରିଖରେ…

ସାର୍ଟିଫିକେଟକୁ ନେଇ କିଏ କହୁଛି ସତ? ସାଂସଦ ନା କଂଗ୍ରେସ, ଉଠିଲା ପ୍ରଶ୍ନ ।

କନକ ବ୍ୟୁରୋ : କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଯୁକ୍ତ ୩ କେଉଁଠୁ ପାସ କରିଛନ୍ତି ଏବେ ତାକୁ ନେଇ ଜୋର ଧରିଛି ବିବାଦ । ସାଂସଦ ମିଥ୍ୟା ସତ୍ୟପାଠ କରିଥିବା ନେଇ କଂଗ୍ରେସ ଅଭିଯୋଗ କରିବା ପରେ ସାଂସଦ କହିଥିଲେ ଏପରି ଅଭିଯୋଗ ମିଛ ଏବଂ ଭିତିହୀନ । ଆଜି କଂଗ୍ରେସ କହିଛି, ସାଂସଦ କାହିଁକି…

ସାଂଘାତିକ ରୂପନେଲା ସିଟି ହସ୍ପିଟାଲ ଦାବି । ରାସ୍ତା ମଝିରେ ପୁଲିସ-ଜନତା ମୁହାଁମୁହିଁ । ହସ୍ପିଟାଲ ଦାବିରେ ଠେଲାପେଲା,…

କନକ ବ୍ୟୁରୋ: ବରଗଡ଼ ସହରରୁ ଦିନସାରା ଯେଉଁ ପ୍ରତିବାଦର ଚିତ୍ର ସାମ୍ନାକୁ ଆସିଥିଲା ତାହା ପ୍ରମାଣ କରୁଛି, ସିଟି ହସ୍ପିଟାଲ ଦାବିରେ ହେଉଥିବା ଆନ୍ଦୋଳନ ଏବେ କେଉଁ ସ୍ଥରରେ ପହଂଚିଛି । ପୁଲିସ୍ ଜନତା ଉପରେ ପଥର ମାଡ଼ କରୁଛି, ଜନତା ପୁଲିସ୍ ଉପରେ ପଥର ମାଡ଼ କରୁଛନ୍ତି । ଆଉ ଏହି ଖଣ୍ଡ ଯୁଦ୍ଧର…

ଉହାନରୁ ଓଡ଼ିଶା ଡେଉଁଛି କରୋନା ଭୟ! କଟକ ବଡ଼ ଡାକ୍ତରଖାନାର ଆଇସୋଲେସନ୍ ୱାର୍ଡରେ ଚାଲିଛି ଦୁଇ ଚୀନ ଫେରନ୍ତାଙ୍କ…

କନକ ବ୍ୟୁରୋ : କରୋନାକୁ ନେଇ ସାରା ବିଶ୍ୱରେ ସୃଷ୍ଟି ହୋଇଥିବା ଭୟର ବାତାବରଣ ଭିତରେ ଭୂତାଣୁର ମୁକାବିଲା ପାଇଁ ଅଂଟା ଭିଡିଛନ୍ତି ରାଜ୍ୟ ସରକାର । ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି ଜିଲ୍ଲା ସ୍ତରରେ ଚାଲିଛି ତୁହାକୁ ତୁହା ବୈଠକ । ଆଉ ଏହାରି ଭିତରେ କଟକ ବଡ ମେଡିକାଲରେ ଚାଲିଛି ଦୁଇ…