Daily Archives

February 3, 2020

ରାଜ୍ୟରେ ବଢିପାରେ ବିଜୁଳି ଦର! ୟୁନିଟ ପିଛା ୭ ପଇସା ବଢ଼ାଇବା ପାଇଁ ଯୁକ୍ତି ବାଢ଼ିଲା ଓଏଚପିସି, ମାର୍ଚ୍ଚ ମାସରେ ଆସିବ…

କନକ ବ୍ୟୁରୋ : ଦିଲ୍ଲୀର କେଜ୍ରିୱାଲ ସରକାର ଶସ୍ତାରେ ବିଜୁଳି ଦେଇ ସାରାଦେଶରେ ଚର୍ଚ୍ଚାରେ ଥିବା ବେଳେ ଓଡିଶାରେ ବିଜୁଳି ଦର ବଢେଇବା ନେଇ ପ୍ରକ୍ରିୟା୍ ଆରମ୍ଭ ହୋଇଛି ।ବିଜୁଳି ଦର ୮୮ ପଇସାରୁ ୯୫ ପଇସା କରିବା ପାଇଁ ଆଜି ପ୍ରସ୍ତାବ ଦେଇଛି ଓଏଚପିସି  । ଅର୍ଥାତ ୭ ପଇସା ବୃଦ୍ଧି ପାଇବ । ଆଉ…

ରାନୀ ପଣ୍ଡାଙ୍କୁ ଖଣ୍ଡଗିରି ଯାତ୍ରା ମନା । ଏଥର ଖଣ୍ଡଗିରି ଯାତ୍ରା ପଣ୍ଡାଲରେ ନାଚିବେନି ଆଇଟମ୍ ଗର୍ଲ ରାନୀ ପଣ୍ଡା,…

କନକ ବ୍ୟୁରୋ: ଫେବୃଆରୀ ୧ରୁ ଆରମ୍ଭ ହୋଇଛି ଖଣ୍ଡଗିରି କୁମ୍ଭମେଳା  । ହେଲେ ପାଂଚ ତାରିଖରୁ ଆରମ୍ଭ ହେବ ଖଣ୍ଡଗିରି ମେଳା । ଗତବର୍ଷ ଖଣ୍ଡଗିରି ମେଳାରେ ବିବାଦୀୟ ଆଇଟମ୍ ନୃତ୍ୟ ପରିବେଷଣ କରି ଚର୍ଚ୍ଚାକୁ ଆସିଥିବା ରାନୀ ପଣ୍ଡାଙ୍କୁ ଏଥର ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ଦେଖିବାକୁ ମିଳିବନି ।…

ସାଧାରଣ ଜନତାଙ୍କୁ ଟୋଲଟ୍ୟାକ୍ସ କୋରଡ଼ା ମାଡ଼, ମନ୍ତ୍ରୀ ଓ ଭିଆଇପିଙ୍କୁ ଛାଡ଼! ଭିଆଇପି ପରମ୍ପରାରେ କେବେ ପଡ଼ିବ…

କନକ ବ୍ୟୁରୋ: ଆଉ କେତେଦିନ ଚାଲିବ ଭିଆଇପି କଲଚର୍ । ଗଣତନ୍ତ୍ର ରାଷ୍ଟ୍ରରେ ସମ୍ବିଧାନର ଦ୍ୱାହି ଦେଇ ଆଉ କେତଦିନ ସୁବିଧା ପାଇବେ ଭିଆଇପି । ଯେତେବେଳେ ଜଣେ ଦିନ ମଜୁରିଆ କିମ୍ବା ଚାଷୀ ଟୋଲଟ୍ୟାକ୍ସ ଦେଉଛି ସେଠି ସରକାରୀ ଗାଡିରେ ବସି ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ କାହିଁକି ଦେବେ ନାହିଁ…

ଆଇଏଏସ ବିଜୟ କେତନଙ୍କୁ ମିଳିଲା ବେଲ୍ । ଜାମିନ ମଞ୍ଜୁର କଲେ ହାଇକୋର୍ଟ । ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିଲେ ବିଜୟ

କନକ ବ୍ୟୁରୋ: ଆଇଏଏସ ବିଜୟ କେତନଙ୍କୁ ମିଳିଲା ବେଲ୍ । ଜାମିନ ମଞ୍ଜୁର କଲେ ହାଇକୋର୍ଟ । ଏହା ସହିତ ତଳ କୋର୍ଟ ସର୍ତ ସ୍ଥିର କରିବେ ବୋଲି କହିଛନ୍ତି କୋର୍ଟ । ଭିଜିଲାନ୍ସ କୋର୍ଟରୁ ଜାମିନ ନମିଳିବା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବିଜୟ କେତନ । ଉଦ୍ୟାନ କୃଷି ନିର୍ଦ୍ଦେଶକ ଥିବାବେଳେ…

ରାଜ୍ୟରେ ବଢିପାରେ ବିଜୁଳି ଦର ! ୭ ପଇସା ବଢ଼ାଇବା ପାଇଁ ପ୍ରସ୍ତାବ ଦେଲା ଓଏଚପିସି । ଦର ବଢାଇବାକୁ ଦାବି କରିଛନ୍ତି…

କନକ ବ୍ୟୁରୋ: ରାଜ୍ୟରେ ବଢିପାରେ ବିଜୁଳି ଦର । ବିଜୁଳି ଦର ୮୮ ପଇସାରୁ ୯୫ ପଇସା କରିବା ପାଇଁ ଆଜି ପ୍ରସ୍ତାବ ଦେଇଛି ଓଏଚପିସି । ଅର୍ଥାତ ୭ ପଇସା ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଛି ଏହି ବିତରଣ କମ୍ପାନୀ । ଆଉ ଯଦି ଏହି ପ୍ରସ୍ତାବକୁ ଓଇଆରସି ଗ୍ରହଣ କଲେ ଆସନ୍ତା ଆର୍ଥିକବର୍ଷରୁ ବଢିବ…

କରୋନାକୁ ମାରିବ ଏଡସ୍ ମେଡିସିନ୍ ! ଥାଇଲାଣ୍ଡ ଡାକ୍ତରଙ୍କ ଦାବି…ମାତ୍ର ୪୮ ଘଂଟା ଭିତରେ ସଂପୂର୍ଣ୍ଣ ସୁସ୍ଥ…

କନକ ବ୍ୟୁରୋ: ଭୟ ବଢାଉଛି ଚାଇନା ଭାଇରସ । ଦିନକୁ ଦିନ ଅତି ଭୟଙ୍କର ରୂପ ନେଉଛି କରୋନା ଭାଇରସ । ତେବେ ବର୍ତ୍ତମାନ ସୁଦ୍ଧା ଏହି ଭୁତାଣୁର ଶିକାର ହୋଇ ୩୬୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେବି ହଜାରେ ଆକ୍ରାନ୍ତଙ୍କ ଅବସ୍ଥା ଉଦବେଗଜନକ ରହିଛିି । ସେହିଭଳି ବିଶ୍ୱବ୍ୟାପୀ ୧୮ ହଜାରରୁ ଅଧିକ…