Daily Archives

November 22, 2019

ବିଦ୍ୟୁତ୍ ବିଭାଗର ‘ଗର୍ବ ଗୌରବ’ ଗଙ୍ଗା ଗୌରୀପ୍ରସାଦ: ଲାଞ୍ଚ ନେଲେନି କି ଲୋଭର ବଶବର୍ତ୍ତୀ ହେଲେନି ।…

କନକ ବ୍ୟୁରୋ: ସଚ୍ଚୋଟତାକୁ କବଜା କରିପାରିଲାନି ଲୋଭ । ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠାଭାବ ପାଇଁ ସାବାସି ପାଇଲେ ସଚ୍ଚୋଟ ଅଫିସର । କନକ ନ୍ୟୁଜର ରିୟଲିଟି ଚେକରେ ରିଅଲ ହିରୋ ବନିଛନ୍ତି ଗଙ୍ଗା ଗୌରୀପ୍ରସାଦ ପଟ୍ଟନାୟକ । ପାରଳାଖେମୁଣ୍ଡି ସବଡିଭିଜନର ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ…

ବିଧାନସଭାରେ ମୁଖ୍ୟମନ୍ତ୍ରୀ ରଖିଲେ ବିବୃତ୍ତି: କହିଲେ, ମହିଳାଙ୍କ ଉପରେ ଅନ୍ୟାୟ ବରଦାସ୍ତ କରାଯିବନି, ରାଜ୍ୟରେ…

କନକ ବ୍ୟୁରୋ: ବିରୋଧୀଙ୍କୁ ବିଜେଡି ସୁପ୍ରିମୋଙ୍କ ଜବାବ । ବିଧାନସଭାରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ, ‘ଦୁଷ୍କର୍ମ, ହତ୍ୟା ଭଳି ଘଟଣାକୁ ନେଇ ରାଜନୀତି ନହେଉ । ସମାଜରେ ମହିଳାଙ୍କ ଉପରେ ଅନ୍ୟାୟ ବରଦାସ୍ତ କରାଯିବନାହିଁ । ଏଥିପ୍ରତି ସରକାର ସର୍ବଦା ସଚେତନ ଅଛନ୍ତି…

ବାଂଲାଦେଶୀଙ୍କୁ ସୁହାଇଲାନି ପିଙ୍କ୍ ବଲ୍ ! ଦମ୍ ଦେଖାଇଲେ ଭାରତୀୟ ବୋଲର, ମାତ୍ର ୧୦୬ ରନରେ ଭୁଷୁଡିପଡିଲା ବାଂଲାଦେଶର…

କନକ ବ୍ୟୁରୋ : ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆର ଜବରଦସ୍ତ ପ୍ରଦର୍ଶନ । ଦମ୍ ଦେଖାଇଲେ ଭାରତୀୟ ବୋଲର । କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ ଷ୍ଟାଡିୟମରେ, ଭାରତ-ବାଂଲାଦେଶ ମଧ୍ୟରେ ଚାଲିଛି ଐତିହାସିକ ଦିବା-ରାତ୍ର ମ୍ୟାଚ୍ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ଦଳ, ପ୍ରଥମ…

ମୋଦିଙ୍କ ଉପରେ ବହି ଲେଖିବେ ଉମା ଭାରତୀ: ଗୋଡରେ ଆଘାତ ଲାଗିଥିବାରୁ ବିଶ୍ରାମ ବେଳେ ପ୍ରଧାନମନ୍ତ୍ରୀଙ୍କ ଉପରେ ପୁସ୍ତକ…

କନକ ବ୍ୟୁରୋ: ମୋଦିଙ୍କ ଉପରେ ବହି ଲେଖିବେ ଉମା ଭାରତୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପୁସ୍ତକ ଲେଖିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ । ମୋଦିଙ୍କ ସହ ତାଙ୍କ ସମ୍ପର୍କ, ତାଙ୍କ ଅନୁଭୂତି ଆଉ ତାଙ୍କ ଠାରୁ ଶିଖିଥିବା କଥାକୁ ନେଇ ଉମା ଏକ ବହି ଲେଖିବାକୁ ଯାଉଛନ୍ତି ।…

ବିଦ୍ୟୁତ ବିଭାଗର ରିୟଲ ହିରୋ ପାରଳାଖେମୁଣ୍ଡି ସବଡିଭିଜନ ଜେଇ: ସାଧୁତାର ବଡ ପରୀକ୍ଷାରେ ଗଙ୍ଗା ଗୌରୀ ପ୍ରସାଦ ପଟ୍ଟନାୟକ…

ପାରଳାଖେମୁଣ୍ଡି ସବଡିଭିଜନର ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଗଙ୍ଗା ଗୌରୀ ପ୍ରସାଦ ପଟ୍ଟନାୟକ ଲିକିଂ ଗୁରୁ ଡଟ କମ କରିଥିବା ରିୟଲିଟି ଚେକରେ ବିଜୁଳି ବିଭାଗର ରିୟଲ ହିରୋ ଯିଏ ରୋକଠୋକ ଶୁଣାଇ ଦେଇଥିଲେ ପଇସା ପାଇଁ କେବେହେଲେ କାଟିବେନି ବିଜୁଳି ସାଧୁତା ଓ ଅଫସରଙ୍କ…

ମହାରାଷ୍ଟ୍ର ମହାନାଟକରେ ନୂଆ ମୋଡ ! ଶିବସେନା-କଂଗ୍ରେସ-ଏନସିପି ମେଣ୍ଟ ବିରୁଦ୍ଧରେ ସୁପ୍ରିମକୋର୍ଟରେ ମାମଲା ।

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଶିବସେନା ଏନସିପି ଓ କଂଗ୍ରେସ ସହାୟତାରେ ସରକାର ଗଠନ କରିବାକୁ ଉଦ୍ୟମ କରୁଥିବାବେଳେ ଏହି ମେଣ୍ଟ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଏକ ମାମଲା ଦାଏର ହୋଇଛି । ଏହି ମେଣ୍ଟ ଲୋକଙ୍କ ଇଚ୍ଛାର ବିରୁଦ୍ଧାଚରଣ କରୁଛି ବୋଲି ଅଭିଯୋଗ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ…