Daily Archives

November 22, 2019

‘ଅପରେସନ ବ୍ଲାକଆଉଟ୍’ ପରେ ଆକ୍ସନ: କନକ ନ୍ୟୁଜରେ ଖବର ପ୍ରସାରଣ ପରେ ସେସୁ ଓ ସାଉଥକୋ ସବଡିଭିଜନର ଦୁର୍ନୀତିଖୋର୍…

କନକ ବ୍ୟୁରୋ: ଅପରେସନ ବ୍ଲାକଆଉଟ୍ ପରେ ବଡ ଆକ୍ସନ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଆକ୍ସନ ମୋଡରେ ଶକ୍ତି ବିଭାଗ । ଏନେଇ ସମସ୍ତ ବିଦ୍ୟୁତ ବିଭାଗର ଅଧିକାରୀଙ୍କ ନିକଟକୁ ଚିଠି ଲେଖିଲେ ଶକ୍ତି  ବିଭାଗ ସଚିବ ବିଷ୍ଣୁପଦ ସେଠୀ । ଉଭୟ ସେସୁ ଓ ସାଉଥକୋସବ-ଡିଭିଜନର ଦୁର୍ନୀତିଖୋର ଅଫିସରଙ୍କ…

ଦୂରନ୍ତ ଏକ୍ସପ୍ରେସରେ ଅଘଟଣ । ଖସିପଡିଲା ଗ୍ୟାସ ଟାଙ୍କି, ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ୍ ।

କନକ ବ୍ୟୁରୋ : ହାଓ୍ଵଡା-ଯଶୋବନ୍ତପୁର ଦୂରନ୍ତ ଏକ୍ସପ୍ରେସ୍‌ ଶୁକ୍ରବାର ଅପରାହ୍ନରେ ବାଲେଶ୍ୱର ନିକଟ ରୂପସା ଷ୍ଟେସନରେ ପ୍ରାୟ ୩ ଘଣ୍ଟା ହେବ ଅଟକି ରହିଛି । ଟ୍ରେନ୍‌ର ଗୋଟିଏ ବଗିରୁ ଗ୍ୟାସ୍‌ ଟାଙ୍କି ଖସି ପଡ଼ିବାରୁ ଏହି ଅଭାବନୀୟ ଘଟଣା ଘଟିଛି । ଦୂରନ୍ତ ଏକ୍ସପ୍ରେସ୍‌ ଅତିକ୍ରମ କରିବା…

ଜେଇଙ୍କ ପାୱାର କଟ୍ ଜାଲ: ପକେଟ ଗରମ ହେଲେ କଟୁଛି ପାୱାର । ଗୁଣପୁର ସବଡିଭିଜନ ଜେଇଙ୍କ ଗୋଳମାଳିଆ କାମ । ନିଜେ ଖାଇବେ,…

କନକ ବ୍ୟୁରୋ: ରାୟଗଡା ଗୁଣପୁରରେ କେମିତି ଚାଲିଛି ବିଜୁଳି ବିଭାଗ ? ଆମେ ଖୋଲିଦେବୁ ଗୁମର । ବିଜୁଳ ବିଲ ବଢାଇ, ବିଭାଗର କ୍ଷତି କମାଇ ଦିନେ ବେଷ୍ଟ ଡିଭିଜନର ଆୱାର୍ଡ ପାଇଥିଲେ ଗୁଣପୁର ସବଡିଭିଜନର ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ । ହେଲେ ପକେଟ ଗରମ ହେବା ଅଫର ପାଇ ଖୁସିରେ ହୋଇଗଲେ ଗଦଗଦ…

ବିଧାନସଭାରେ ଉଠିବ ‘ଅପରେସନ୍ ବ୍ଲାକଆଉଟ୍’: ବିଜେପି ଉଠାଇବ ଜେଇଙ୍କ ଦୁର୍ନୀତି ପ୍ରସଙ୍ଗ; କିଭଳି ଓ କାହିଁକି ହେଉଥିଲା…

କନକ ବ୍ୟୁରୋ: ବିଧାନସଭାରେ ଉଠିବ ଅପରେସନ୍ ବ୍ଲାକଆଉଟ୍ ପ୍ରସଙ୍ଗ । ବିଧାନସଭା ଗୃହରେ ବିଜେପି ଉଠାଇବ ଜେଇଙ୍କ ଦୁର୍ନୀତି ପ୍ରସଙ୍ଗ । ତେବେ କିଭଳି ଓ କାହିଁକି ହେଉଥିଲା ବିଦ୍ୟୁତ୍ କାଟ୍ ଜାଲିଆତି ସେ ନେଇ ରାଜ୍ୟ ସରକାରଙ୍କୁ ଘେରିବେ ବିରୋଧୀ । ବିଜେପି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ…

୫ ଲକ୍ଷ ଟଙ୍କା, ଫରେନ୍ ଟୁର୍ ଶୁଣି ଚମକିଲା ଆଖି : ନବରଙ୍ଗପୁରରେ ନିର୍ବାହୀ ଯନ୍ତ୍ରୀ ପ୍ରଥମେ କରିବେ କାମ ପରେ ନେବେ…

କନକ ବ୍ୟୁରୋ : ୫ ଲକ୍ଷ ଟଙ୍କା । ଫରେନ ଟୁର । ଏସବୁ ଶବ୍ଦ ଶୁଣିବା ପରେ ବଦଳିଗଲା ନିର୍ବାହୀ ଯନ୍ତ୍ରୀଙ୍କ ଚରିତ୍ର । ଲୋଭ ମଣିଷକୁ ଅନ୍ଧ କରିଦିଏ । ଲୋକଙ୍କ ପାଇଁ କାମ କରୁଥିବା ଅଧିକାରୀ, ସେମାନଙ୍କୁ ହଇରାଣ କରିବାକୁ ପଛାଏ ନାହିଁ । ସଂସ୍ଥା, ସରକାର ଏସବୁକୁ ପଛକୁ କରି କିଭଳି ନିଜ ସ୍ୱାର୍ଥ…

ଅଗ୍ନିଶମ ବିଭାଗ ଦେଖାଇଲା ଦମ । ୩ ଘଣ୍ଟାର ମାରାଥନ ଅପରେସନ୍ ସଫଳ, ମୃତ୍ୟୁ ମୁହଁରୁ ଯୁବକଙ୍କୁ ଉଠାଇ ଆଣିଲେ ଅଗ୍ନିଶମ…

କନକ ବ୍ୟୁରୋ : ୩ ଘଣ୍ଟାର ଅପରେସନ ହେଲା ସଫଳ, ଉଦ୍ଧାର ହେଲେ ଆତ୍ମହତ୍ୟା ଧମକ ଦେଉଥିବା ଯୁବକ । ବାଣୀବିହାର ପରିଜା ଲାଇବ୍ରେରୀ ଛାତରେ ଚଢି ଆତ୍ମହତ୍ୟା ଧମକ ଦେଉଥିବା ଯୁବକଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ଦୀର୍ଘ ୩ ଘଣ୍ଟାର ଅପରେସନ ପରେ ଯୁବକଙ୍କୁ ଉଦ୍ଧାର କରାଯାଇଛି । ତେବେ…