Daily Archives

November 18, 2019

ବଢ଼ିବ ଅବକାରୀ ରାଜସ୍ୱ । ମନ୍ତ୍ରୀ କହିଲେ, ଅବକାରୀ ରାଜକୋଷକୁ ଚଳିତ ଆର୍ଥିକ ବର୍ଷରେ ମଦରୁ ମିଳିବ ୪ ହଜାର ୬୦୦ କୋଟି…

କନକ ବ୍ୟୁରୋ: ମଦ ବଢ଼ାଇବ ରାଜ୍ୟ ଅବକାରୀ ରାଜକୋଷ । ଚଳିତ ବର୍ଷ ଅର୍ଥାତ୍ ୨୦୧୯-୨୦ ଆର୍ଥିକ ବର୍ଷରେ ୪ ହଜାର ୬୦୦ କୋଟି ଟଙ୍କା ଅବକାରୀ ରାଜସ୍ୱ ଆଦାୟ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ବିଧାନସଭାରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତନାରାୟଣ ଜେନାଙ୍କ ଏକ ତାରକା ପ୍ରଶ୍ନରେ ଏନେଇ…

ପୁଣି ତାତିଲେ ଜେଏନୟୁ ଛାତ୍ର । ସଂସଦକୁ ଯାଉଥିବା ବେଳେ ମୁହାଁମୁହିଁ ହେଲେ ପୋଲିସ ଓ ଆନ୍ଦୋଳନକାରୀ ଛାତ୍ର…

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ପୁଣି ତାତିଲେ ଜେଏନୟୁ ଛାତ୍ର । ପ୍ରସ୍ତାବିତ ଫି ବୃଦ୍ଧିକୁ ବିରୋଧ କରି ସଂସଦକୁ ମାର୍ଚ୍ଚ ବେଳେ ପୋଲିସ ଆନ୍ଦୋଳନକାରୀ ଛାତ୍ର ମୁହାଁମୁହିଁ ହୋଇଛନ୍ତି । ଏପରିକି ବିକ୍ଷୋଭକାରୀଙ୍କୁ ଉଠାଇନେବା ସହ ପୋଲିସ ଲାଠିଚାର୍ଜ କରିଥିବା ଅଭିଯୋଗ ହୋଇଛି । ସେପଟେ…

ଖୁବଶୀଘ୍ର ଖୋଲିପାରେ ରତ୍ନଭଣ୍ଡାର : ଶ୍ରୀମନ୍ଦିର ପ୍ରଶାସନ ସ୍ତରରେ ବିଚାର ବିମର୍ଷ ଆରମ୍ଭ, ସେବାୟତ କହିଲେ, ସାର୍ବଜନୀନ…

କନକ ବ୍ୟୁରୋ : ଖୁବଶୀଘ୍ର ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏନେଇ ଶ୍ରୀମନ୍ଦିର ପ୍ରଶାସନ ସ୍ତରରେ ବିଚାର ବିମର୍ଷ ଆରମ୍ଭ ହୋଇଛି । ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତୀକାଳୀନ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ସମ୍ଭାବନା ସୃଷ୍ଟି ହୋଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ଓ…

ଶୋଷଣର ଶିକାର ଚାଷୀ : ଜାଲ ବିଛାଇ ଛକିଛନ୍ତି ମିଲ୍ ମାଲିକ ଓ ଦଲାଲ, କମ୍ ଦାମରେ ଧାନ ବିକିବାକୁ ବାଧ୍ୟ ଚାଷୀ

କନକ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲାରେ ପ୍ରସ୍ତୁତ ହୋଇ ସାରିଛି ଚାଷୀ ଶୋଷଣର ଖସଡ଼ା । ଆଉ ଏହି ପ୍ରସ୍ତୁତ ଖସଡ଼ା ଅନୁସାରେ ଜାଲ ବିଛାଇଛନ୍ତି ମିଲ୍ ମାଲିକ ଓ ଦଲାଲ । ଚାଷୀଙ୍କ ଅସହାୟତାର ସୁଯୋଗ ନେଇ କମ୍ ଦାମରେ ଧାନ କିଣି ନେଉଥିବା ବେଳେ ମଣ୍ଡି ଖୋଲିବା ପୂର୍ବରୁ କିଛି ମିଲରେ ଭର୍ତି ହୋଇ…

ଶାସକ ବିରୋଧୀ ଏକାଠି ହେଲେ, ସାମ୍ବାଦିକଙ୍କ ସୁରକ୍ଷା କଥା ଉଠାଇଲେ । କହିଲେ, ଚତୁର୍ଥ ସ୍ତମ୍ଭ ସୁରକ୍ଷା ପାଇଁ କେବେ ହେବ…

କନକ ବ୍ୟୁରୋ: ଗୃହରେ ଉଠିଲା ଗଣମାଧ୍ୟମ ପ୍ରତିନିଧଙ୍କ କଥା । ସାମ୍ବାଦିକଙ୍କ ସୁରକ୍ଷା ନେଇ ଦାବି ଜଣାଇଲେ ଉଭୟ ଶାସକ ଓ ବିରୋଧୀ । ସାଧାରଣ ଲୋକ ଓ ସରକାରଙ୍କ ମଧ୍ୟରେ ସେତୁ ପାଲଟିଥିବା ସାମ୍ବାଦିକଙ୍କ ଚିହ୍ନଟ ଏଯାବତ୍ କରାଯାଇ ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ ।…

ରାସ୍ତା କଡ଼ରେ ଖେଳୁଥିଲେ,ଭାରସାମ୍ୟ ହରାଇ ଓଲଟିପଡ଼ିଲା ଟ୍ରକ୍ : ଘଟଣାସ୍ଥଳରେ ୬ ପିଲାଙ୍କ ମୃତ୍ୟୁ

କନକ ବ୍ୟୁରୋ : ଖେଳୁଥିବା ବେଳେ ମାଡ଼ିଗଲା ଟ୍ରକ୍ । ବିହାରର ଗୋପାଳଗଞ୍ଜ ଜିଲ୍ଲାର ବରୋଲି ଥାନା ଅଧୀନସ୍ଥ ସରେୟା ନରେନ୍ଦ୍ର ଗ୍ରାମରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ରାସ୍ତା କଡ଼ରେ ଖେଳୁଥିବା ୬ଜଣ ଛୋଟଛୋଟ ପିଲାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ…