Daily Archives

November 18, 2019

୧୦ ବର୍ଷର ଅନ୍ଧବିଶ୍ୱାସ ! ବିଜ୍ଞାନ ଯୁଗରେ ଗୁଣିଆ ଭରସାରେ ୨୨ ବର୍ଷର ଅସୁସ୍ଥ ପୁଅକୁ ଛାଡି ଦେଇଛନ୍ତି ପରିବାର ଲୋକ,…

କନକ ବ୍ୟୁରୋ : ଦିନେ କି ଦି ଦିନ ନୁହଁ । ୧୦ ବର୍ଷ ହେବ ଅସୁସ୍ଥ ପୁଅକୁ ଡାକ୍ତରଖାନା ନେଇନାହାନ୍ତି ଆଦିବାସୀ ପରିବାର । ଅଜଣା ରୋଗରେ ପୀଡିତ ପୁଅକୁ ମୟୂର ପିଂଛରେ ଝାଡି ସୁସ୍ଥ କରିବା ପାଇଁ ଲାଗିଛନ୍ତି ମାଆ । ଦିନରୁ ୪ରୁ ୫ ଥର ମୟୂର ପିଂଛରେ ଝାଡୁଛି ମାଆ ଆଉ ସଂଧ୍ୟା ହେଲେ ଗୁଣିଆ କରୁଛି…

ପାଠପଢ଼ା ପାଇଁ ସଂଘର୍ଷ : ଉତ୍ସାହିତ କରିବା ବଦଳରେ ପାଠ ଛଡ଼ାଇଦେଲେ ବାପା, ହାରିନଯାଇ କ୍ୟାବ ଚଳାଇ ପାଠପଢ଼ା ଖର୍ଚ୍ଚ…

କନକ ବ୍ୟୁରୋ : ସାଧନା ଓ ନିଷ୍ଠା ଆଗରେ ସବୁକିଛି ସମ୍ଭବ । ଉଚ୍ଚଶିକ୍ଷା ପାଇଁ ବାଟ ଓଗାଳିପାରେନି ଦାରିଦ୍ର । କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଏପରି କିଛି ପ୍ରମାଣିତ କରିଛନ୍ତି ରାଜଧାନୀ ଦିଲ୍ଲୀର ଝିଅ କୋମଲ୍ । ଦିିଲ୍ଲୀ ଝିଅ କମଲ୍ । ବୟସ ମାତ୍ର ୧୯ ବର୍ଷ । ଜଣେ ମେଧାବୀ…

ଓଡିଶାର କାଶ୍ମୀର ଦାରିଙ୍ଗିବାଡିରେ ଶୀତର ସ୍ପର୍ଶ । ଭାସୁଛି କୁହୁଡି, ଚାରିଆଡେ ଧୂଆଁଳିଆ ପରିବେଶ । ମନ ମୋହୁଛି ଶୀତ…

କନକ ବ୍ୟୁରୋ : ଓଡିଶାର କାଶ୍ମୀର ଦାରିଙ୍ଗିବାଡିରେ ଶୀତର ସ୍ପର୍ଶ । ବୁଲବୁଲ୍ ଯିବା ପରେ ପରେ କନ୍ଧମାଳ ଜିଲ୍ଲାକୁ ଧୀରେ ଧୀରେ ମାଡି ଆସୁଛି ଶୀତ । ଦାରିଙ୍ଗିବାଡି ସମେତ ଫୁଲବାଣୀ, ବାଲିଗୁଡୁ, କ-ନୂଆଗାଁ, ରାଇକିଆ ଏବଂ ଉଦୟଗିରିରେ ସକାଳର କୋହଲା ପାଗକୁ ଉପଭୋଗ କରୁଛନ୍ତି ଲୋକେ । ଶୀତ ଦିନର…

୫ ବର୍ଷରେ ଜବତ ହେଲାଣି ୧୦ କିଲୋ । ଧଳା ପାଉଡର ପାଇଁ ପାଗଳ ଓଡ଼ିଶାର ଯୁବଗୋଷ୍ଠୀ! ବିଧାନସଭାରେ ଉତ୍ତର ରଖିଲେ ଅବକାରୀ…

କନକ ବ୍ୟୁରୋ : ବର୍ଷ ପରେ ବର୍ଷ ବିତୁଛି, ଧଳାଜହର ବ୍ୟବସାୟ ବଢି ବଢି ଚାଲିଛି । ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ କାୟା ମେଳାଇ ସାରିଲେଣି ଧଳାଜହର ବା ବ୍ରାଉନସୁଗାର ବ୍ୟବସାୟୀ । ରାଜ୍ୟର ବିଭିନ୍ନ ସ୍ଥାନରୁ ଏବେ ଧଳା ଜହର କାରବାରର ଘଟଣା ସାମ୍ନାକୁ ଆସୁଛି । ତେବେ ଏହି ବ୍ୟବସାୟୀଙ୍କ ଉପରେ କି…

ବିଧାନସଭାରେ ପୁଣି ‘ବନ୍ଦେ ଉତ୍କଳ ଜନନୀ’ । ନିର୍ଦ୍ଦିଷ୍ଟ ସ୍ୱର ଓ ସମୟସୀମା ମଧ୍ୟରେ ଗାନ କରିବାକୁ ଦାବି କଲେ ଖଣ୍ଡପଡ଼ା…

କନକ ବ୍ୟୁରୋ: ପୁଣି ବିଧାନସଭାରେ ଉଠିଲା ‘ବନ୍ଦେ ଉତ୍କଳ ଜନନୀ’ ପ୍ରସଙ୍ଗ । ଆଞ୍ଚଳିକ ସଙ୍ଗୀତକୁ ସମ୍ମାନ, ନିର୍ଦ୍ଦିଷ୍ଟ ସମୟସୀମା ଓ ସଠିକ୍ ଢ଼ଙ୍ଗରେ ପରିବେଷଣ କରିବାକୁ ଗୃହରେ ପୁଣିଥରେ ଦାବି ଉଠାଇଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଗୃହରେ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ…

ଗଙ୍ଗା ପାଇଁ ଶକ୍ତ ମୋଦି ସରକାର : ପ୍ରଦୂଷଣକାରୀଙ୍କୁ ୫୦ କୋଟି ଟଙ୍କାର ଜରିମାନା ଓ ୫ ବର୍ଷ ଜେଲଦଣ୍ଡ

କନକ ବ୍ୟୁରୋ : ଧାର୍ମିକ ମହତ୍ୱରେ ପରିପୂର୍ଣ୍ଣ ଗଙ୍ଗାନଦୀଙ୍କୁ ପ୍ରଦୂଷିତ କଲେ ମିଳିବ କଠୋର ଦଣ୍ଡ । ଗଙ୍ଗା ସଫେଇ ଉପରେ ଗୁରୁତ୍ୱ ଦେଉଥିବା ମୋଦି ସରକାର ଚଳିତ ଶୀତ ଅଧିବେଶନରେ ଆଣିବ ନୂଆ ବିଲ୍ । ବିଲ୍ ଆଇନରେ ପରିଣତ ହେଲେ ଗଙ୍ଗା ପ୍ରଦୂଙ୍କାରୀଙ୍କୁ ୫ ବର୍ଷ ଜେଲ ଦଣ୍ଡ ସହିତ ୫୦ କୋଟି…