Daily Archives

October 16, 2019

ଭାରତରେ ପ୍ରବେଶ କଲେ ପାକିସ୍ତାନୀ ଆତଙ୍କବାଦୀ । ବଡ ଧରଣର ଆକ୍ରମଣ ନେଇ ଗୁଇନ୍ଦା ବିଭାଗର ସୂଚନା, ସଜାଗ ରହିଛି ସେନା

କନକ ବ୍ୟୁରୋ: ଭାରତକୁ ପଶିଲେ ପାକିସ୍ତାନୀ ଆତଙ୍କବାଦୀ । ଆତଙ୍କବାଦୀ ଆକ୍ରମଣର ଆଶଙ୍କା ଥିବାରୁ ଅରେଞ୍ଜ ଆଲର୍ଟରେ ରହିଛି ପଞ୍ଜାବର ସୁରକ୍ଷା ପ୍ରତିଷ୍ଠାନ । ବୁଧବାର ଗୁଇନ୍ଦା ବିଭାଗ ପକ୍ଷରୁ ଆତଙ୍କବାଦୀଙ୍କ ପ୍ରବେଶ ନେଇ ସୂଚନା ପରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ଜଣାପଡ଼ିଛି ।…

ରାଜଧାନୀରେ ଦାଦାଗିରି ଦେଖାଇ ଜେଲ ଗଲେ ରାଜ୍ୟ ବାହାରର ଯୁବକ । ଆର୍ମି ପରୀକ୍ଷାରେ ଫେଲ ହେବା ପରେ ରଚିଥିଲେ ଆତଙ୍କରାଜ

କନକ ବ୍ୟୁରୋ: ସାଙ୍ଘାତିକ ହେଲା ସେନା ପରୀକ୍ଷାର୍ଥୀଙ୍କ ବ୍ୟବହାର । ରାଜ୍ୟ ବାହାରୁ ସେନାରେ ଭର୍ତ୍ତି ପାଇଁ ଆସିଥିବା ଯୁବକଙ୍କ ବିଶୃଙ୍ଖଳାରେ ଅତିଷ୍ଟ ହୋଇ ପଡିଲା କମିଶନରେଟ ପୋଲିସ । ବିଭିନ୍ନ ସ୍ଥାନରେ ଗୁଣ୍ଡାଗିରି କରିବା ସହ ଏମାନେ ଯୁବତୀଙ୍କୁ ଅସଦାଚରଣ ମଧ୍ୟ କରିଛନ୍ତି । ଏହି…

୮୩ ପଦ ପାଇଁ ୪୦ ହଜାର ପ୍ରାର୍ଥୀ । ସେନା ନିଯୁକ୍ତି ପରୀକ୍ଷାରୁ ଆସିଲା ବେକାରୀ ସମସ୍ୟାର ଅଭାବନୀୟ ଚିତ୍ର ।

କନକ ବ୍ୟୁରୋ : ପଦବୀ ୮୩, ଆଉ ଆଶାୟୀ ୪୦ ହଜାରରୁ ଅଧିକ । ଟେରିଟୋରିଆଲ୍ ଆର୍ମିରେ ଭର୍ତି ପାଇଁ ରାଜଧାନୀରେ ହେଉଥିବା ପରୀକ୍ଷା ପାଇଁ ୭ଟି ପର୍ଯ୍ୟାୟରେ ମୋଟ୍ ୪୦ ହଜାର ଆଶାୟୀ ଆସୁଛନ୍ତି । ଯାହାକୁ ନେଇ ଏକ ବଡ଼ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ତେବେ ଏହି ନିଯୁକ୍ତି ପ୍ରକ୍ରିୟା ଓ ଏହାକୁ ନେଇ…

ଆକାଶରେ ଉଡିଲେ ୭୧ ବର୍ଷିୟା ବୃଦ୍ଧା । ସୋସିଆଲ ମିଡିଆରେ ଭାଇରାଲ ହେଲା ପାରାଗ୍ଲାଇଡିଂ ସମୟର ଦୃଶ୍ୟ

କନକ ବ୍ୟୁରୋ: ପାରାଚ୍ୟୁଟରେ ଆକାଶରେ ଉଡିଲେ ୭୧ ବର୍ଷିୟା ବୃଦ୍ଧା । କଥାଟା ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହା ସତ । ସୋସିଆଲ ମିଡିଆରେ ବିଳାଶପୁରରେ ରହୁଥିବା ଜଣେ ବୟଷ୍କ ମହିଳାଙ୍କ ଭିଡଓ ଭାଇରାଲ ହେଉଛି । ଯେଉଁଥିରେ ବୟଷ୍କ ମହିଳା ଜଣଙ୍କ ପାରାଗ୍ଲାଇଡିଂ କରୁଥିବାର ନଜର ଆସିଛନ୍ତି…

ହାଇଭୋଲଟେଜ୍ ଡ୍ରାମା ଭିତରେ ସୁପ୍ରିମକୋର୍ଟରେ ସରିଲା ଅଯୋଧ୍ୟା ମାମଲାର ଶୁଣାଣି । ରାୟ ସଂରକ୍ଷିତ, ନଭେମ୍ବର ୧୭ରେ…

କନକ ବ୍ୟୁରୋ : ଅଯୋଧ୍ୟାରେ ରାମ ଜନ୍ମଭୂମି ଓ ବାବ୍ରି ମସଜିଦ୍ ଜମି ବିବାଦ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ଶେଷ ହୋଇଛି । ଦୀର୍ଘ ୪୦ ଦିନ ଧରି ଲଗାତର ଭାବେ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଏହି ବିବାଦୀୟ ମାମଲାର ଶୁଣାଣି କରିଛନ୍ତି । ହିନ୍ଦୁ ମହାସଭା ଓ ମୁସଲିମ୍ ପକ୍ଷର ଦଲିଲ…