Daily Archives

August 7, 2019

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ । ୧୬ ଆଇଏଏସଙ୍କ ସମେତ ଜଣେ ଆଇପିଏସଙ୍କ ମିଳିଲା ଅତିରିକ୍ତ ଦାୟିତ୍ୱ ।

କନକ ବ୍ୟୁରୋ : ରାଜ୍ୟ ପ୍ରଶାସନିକ ସ୍ତରରେ ହେଲା ବଡ ଧରଣର ଅଦଳବଦଳ । ୧୬ ଆଇଏଏସଙ୍କ ସମେତ ଜଣେ ଆଇପିଏସଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ । ଅସିତ ତ୍ରିପାଠୀ ହେଲେ କେବିକେ ମୁଖ୍ୟ ପ୍ରଶାସକ, ଗୋପବନ୍ଧୁ ଏକାଡେମୀର ନିର୍ଦ୍ଦେଶକ ଭାବେ ଏସପି ଠାକୁରଙ୍କୁ ମିଳିଲା ନିଯୁକ୍ତି । ସିଜେ…

ସୁଷମା: ଅସହାୟର ମା…ସାହାଯ୍ୟର ଅନ୍ୟ ଏକ ନାଁ…

କନକ ବ୍ୟୁରୋ: ସୁଷମା ଯୁଗର ଅବସାନ, ସ୍ୱରାଜ ଯୁଗର ଅବସାନ ଅର୍ଥାତ ଦେଶରେ ‘ସୁଷମା ସ୍ୱରାଜ’ ଯୁଗର ଅବସାନ ଘଟିଛି । ମଙ୍ଗଳବାର ରାତିରେ ଦେଶର ମହାନେତ୍ରୀ ମହାନିଦ୍ରାରେ ଶୋଇଯିବା ପରେ ଦେଶରୁ ‘ସ୍ୱରାଜ’ ଶେଷ ହେଲା ଭଳି ଲାଗୁଛି । ନିଜେ ଶେଷ ନିଦ୍ରାରେ ଶୋଇ ନିଜ ସମର୍ଥକଙ୍କ ଆଖିରୁ ନିଜ ନେଇ…

ପୁରୀର ବିକାଶ ପାଇଁ ଖର୍ଚ୍ଚ ହେବ ୨୬୫ କୋଟି: ୫ଟି ପ୍ରକଳ୍ପକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ; ନିର୍ମାଣ ହେବ ୧୨୫୦ଟି…

କନକ ବ୍ୟୁରୋ: ପୁରୀର ବିକାଶ ପାଇଁ ଖର୍ଚ୍ଚ ହେବ ୨୬୫ କୋଟି । ପୁରୀର ବିକାଶ ନିମନ୍ତେ ଲୋକସେବା ଭବନରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ୨୬୫ କୋଟି ଟଙ୍କାର ୫ ଗୋଟି ପ୍ରକଳ୍ପକୁ ମିଳିଛି ଅନୁମୋଦନ । ପବିତ୍ର ଧାମ ପୁରୀ…

କାଶ୍ମୀର ଘାଟିରେ ଭାରତର ଟାଇଗର । ଧାରା ୩୭୦ ଉଚ୍ଛେଦ ପରେ ଲୋକଙ୍କ ସହ ଆଲୋଚନା କଲେ, ଖଲିପତ୍ରରେ ଖାଇଲେ । ଦେଖନ୍ତୁ…

ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପୂରା ଦେଶରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଏପରିକି କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ଚାରିଆଡୁ ପ୍ରଂଶସା କରାଯାଇଛି । ତେବେ ଧାରା ୩୭୦ର ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀରରେ କିଭଳି ସ୍ଥିତି ରହିଛି ଓ ସୁରକ୍ଷା ବ୍ୟବସ୍ଥା କିଭଳି ରହିଛି ତାହାର…

ମୁଖ୍ୟମନ୍ତ୍ରୀଙ୍କ ପାଠଶାଳା ‘ପାର୍ଟ-୨’ ! ଦ୍ୱିତୀୟ ମାସିକିଆ ରିପୋର୍ଟ ଦେଲେ ସବୁ ବିଭାଗର ମନ୍ତ୍ରୀ ।

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କୁ ମାସିକିଆ ରିପୋର୍ଟ କାର୍ଡ ଦେଲେ ସବୁ ମନ୍ତ୍ରୀ । ଲୋକସେବା ଭବନରେ ଦ୍ୱିତୀୟ ମାସିକିଆ ରିପୋର୍ଟ କାର୍ଡ ଦେଇଛନ୍ତି ପ୍ରତି ବିଭାଗର ମନ୍ତ୍ରୀ । ଆଉ ବିଭାଗୱାରୀ ମନ୍ତ୍ରୀମାନଙ୍କୁ ଦିଆଯାଇଥିବା ମାସିକିଆ ଟାସ୍କ କେତେ ପୂରଣ ହୋଇଛି ଏବଂ କେଉଁ କ୍ଷେତ୍ରରେ ଅଧା…

ସୁଷମାଙ୍କ ଶେଷ କୃତ୍ୟ ବେଳେ କାନ୍ଦି ପକାଇଲେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । କହିଲେ, ଏଥର ରାକ୍ଷୀ ପୂର୍ଣ୍ଣିମାରେ…

କନକ ବ୍ୟୁରୋ : ଏଥର ରାକ୍ଷୀ ପୂର୍ଣ୍ଣିମାରେ ଖାଲି ରହିବ ଭାଇ ଭେଙ୍କିୟାଙ୍କ ହାତ । ସବୁ ବର୍ଷ ଭଳି ଏଥର ଆଉ ରାକ୍ଷୀ ବାନ୍ଧିବାକୁ ଆସିବେନି ଭଉଣୀ ସୁଷମା । କାରଣ ରାକ୍ଷୀପୂର୍ଣ୍ଣିମାର କିଛି ଦିନ ପୂର୍ବରୁ ଅଫେରା ଦୁନିଆର ଅତିଥି ସାଜିଛନ୍ତି ଭଉଣୀ ସୁଷମା । ଗତକାଲି ରାତିରେ ହୃଦଘାତରେ…