Daily Archives

November 22, 2018

ନାଚିବେ ବଲିଉଡର ଧକ୍ ଧକ୍ ଗାର୍ଲ ମାଧୁରୀ, ମତୁଆଲା ହେବେ ଦର୍ଶକ । 

କନକ ବ୍ୟୁରୋ : ନଭେମ୍ବର ୨୭ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱକପ ହକିର ଓପନିଂ ସେରେମନିରେ ଧକ ଧକ ଗାର୍ଲ ମାଧୁରୀ ଦୀକ୍ଷିତ ପରଫର୍ମ କରିବେ । ପ୍ରାୟ ୧୧ଶହ କଳାକାରଙ୍କ ସହ ନୃତ୍ୟ ପ୍ରଦର୍ଶନ କରିବେ ମାଧୁରୀ । ମାଧୁରୀଙ୍କ ଏକ ଝଲକ ପାଇଁ ଦର୍ଶକମାନଙ୍କ ମଧ୍ୟରେ ନାହିଁନଥିବା ଉକ୍ରଣ୍ଠା…

ଘରେ ଘରେ ଗ୍ୟାସ୍ ବନାମ ଘରେ ଘରେ ପାଣି ! କିଏ ରହିବ କାହା ସପକ୍ଷରେ ?

କନକ ବ୍ୟୁରୋ : ଓଡିଶା ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲେ କେନ୍ଦ୍ର ମନ୍ତ୍ରୀ ରାମକୃପାଳ ଯାଦବ । କେନ୍ଦ୍ରର ସମସ୍ତ ଜନହିତକାରୀ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରିବାରେ ଓଡିଶା ଫେଲ ମାରିଛି । ଏହାସହ ଭ୍ରଷ୍ଟାଚାର ଓ ପିସି କାରବାରରେ ଲିପ୍ତ ରହିଥିବା ନେଇ ଅଭିଯୋଗ କରିଛନ୍ତି ରାମ…

କ’ଣ ସତରେ ଏହି ଶିଶୁଟି ମଣିଷ ମାଂସ ଖାଏ ? ସାମନାକୁ ଆସିଲା ଆଚମ୍ବିତ କଲା ଭଳି ସତ୍ୟ

ଆଜିକାଲି ସୋଶିଆଲ ମିଡିଆରେ ଏକ ଶିଶୁର ଭୟଙ୍କର ଫଟୋ ଭାଇରାଲ ହେଉଛି । ଯେଉଁଥିରେ ଶିଶୁଟି ମାଂସ ଖାଉଥିବାର ନଜର ଆସୁଛି । ମାତ୍ର ବର୍ଷକର ଶିଶୁର ଏଭଳି ଫଟୋ ଦେଖି ଲୋକ ଆଶ୍ଚର୍ଯ୍ୟରେ । ଏବଂ ଲୋକମାନେ ସନ୍ଦେହରେ ଅଛନ୍ତି କି ସେ ସତରେ ମାଂସ ଖାଏ କି । ଆଜି ଆମେ ଏହି ରହସ୍ୟରୁ ପର୍ଦାଫାଶ କରିବୁ ।…

ତୁରନ୍ତ ଡିଲିଟ୍ କରନ୍ତୁ ଏହି ୧୩ଟି ଗେମିଙ୍ଗ ଆପ୍ ! ୫ ଲକ୍ଷରୁ ଅଧିକ ମୋବାଇଲ ହେଲାଣି ପ୍ରଭାବିତ ।

ଇଣ୍ଟରନେଟ୍ ଦୁନିଆରେ ମେଲୱେର ଭାଇରସ୍ ସବୁଠାରୁ ବଡ ବିପଦ ଅଟେ । ଏହି ଭାଇରସ୍ ଆପଣଙ୍କ ମୋବାଇଲ୍, କମ୍ପ୍ୟୁଟର କିମ୍ବା ଅନ୍ୟ କୌଣସି ଡିଭାଇସରେ ପଶି ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିନେଇଥାଏ । ସାଇବର ସିକ୍ୟୋରିଟି ଫର୍ମ (ଇଏସଇଟି)ର ଜଣେ ରିସର୍ଚ୍ଚକାରୀ ଟ୍ୱିଟ୍ କରି କହିଛନ୍ତି ଯେ, ଯଦି…

କମାଲ କଲେ ଓଡିଆ ଛାତ୍ରଛାତ୍ରୀ । ଗଛ ସୁରକ୍ଷା ପାଇଁ ଉଦ୍ଭାବନ କଲେ ଭିନ୍ନ ଧରଣର ଆପ୍, ଘରେ ବସି ଗଛ ସର୍ମ୍ପକରେ…

କନକ ବ୍ୟୁରୋ : ଗଛ ସୁରକ୍ଷା ପାଇଁ ଆପ୍ । ଏଣିକି ଆପ୍ କହିବ ଗଛର ସମସ୍ତ ସମସ୍ୟା । ଗଛକୁ କିଭଳି ସୁରକ୍ଷିତ ରଖାଯାଇପାରିବ ସେ ବିଷୟରେ ଟିକିନିକ ତଥ୍ୟ ଦେବ ଆପ୍ । ଆଉ ଏଭଳି ଏକ ଆପ୍ ପ୍ରସ୍ତୁତ କରିଛନ୍ତି ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟର ୪ ଜଣ ଛାତ୍ରଛାତ୍ରୀ । ଏହି…

କାଲି ଦାମଙ୍କ ରାଜନୀତିର ନୂଆ ଇନିଂସ । କାର୍ତ୍ତିକ ପୂର୍ଣ୍ଣମୀରେ ଘୋଷଣା ହେବ ବିଜୁ କ୍ରାନ୍ତି ଦଳ 

କନକ ବ୍ୟୁରୋ : ଆସନ୍ତାକାଲି ନୂଆ ଦଳ ଘୋଷଣା କରିବେ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ । କାଲି ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀରେ ବିଧିବଦ୍ଧ ଭାବେ ନୂଆ ଦଳର ଘୋଷଣା କରିବେ ଦାମ ରାଉତ । ଆଉ ଏହାସହ ରାଜ୍ୟ ରାଜନୀତିରେ ଆଉ ଏକ ନୂଆ ଇନିଂସ ଖେଳିବାକୁ ଯାଉଛନ୍ତି ରାଜନୀତିର ପୋଖତ ଖେଳାଳୀ…