Daily Archives

November 22, 2018

ଏଣିକି ଆଉ ଲାଇସେନ୍ସ ସହ ଗାଡି କାଗଜପତ୍ର ସାଙ୍ଗରେ ଧରି ବୁଲିବାକୁ ପଡିବ ନାହିଁ ! ମୋବାଇଲରେ ହେବ ସମସ୍ତ କାମ ।

ଆପଣ ଯେତେବେଳେ ଆପଣଙ୍କ କାର କିମ୍ବା ବାଇକରେ ଯାତ୍ରା କରୁଥାନ୍ତି, ସେତେବେଳେ ଆପଣଙ୍କୁ ଡ୍ରାଇଭିଙ୍ଗ ଲାଇସେନ୍ସ ଠାରୁ ଆରମ୍ଭ କରି ଇନସ୍ୟୁରାନ୍ସ ପେପର, ପଲ୍ୟୁସନ ସାର୍ଟିଫିକେଟ୍ ସମେତ ଅନ୍ୟ କେତେକ ଦସ୍ତାବିଜ୍ ମଧ୍ୟ ସାଙ୍ଗରେ ରଖିବାକୁ ପଡିଥାଏ । କିନ୍ତୁ ଏଣିକି ଆଉ ଏସବୁର ଆବଶ୍ୟକତା ରହିବ…

ଧାର କରଜ କରି ଧାନ ଚାଷ କରିଥିବା ଚାଷୀ ପାଇଁ କାଳ ହେଲା ପ୍ରାକୃତିକ ଦୁର୍ବିପାକ : ଉଜୁଡି ଯାଇଥିବା ଫସଲରେ ନିଆଁ ଲଗାଇଲେ…

କନକ ବ୍ୟୁରୋ : ତିତିଲ ବାତ୍ୟାପରେ ଆସିଥିବା ବନ୍ୟାରେ ଉଜୁଡିଗଲା ଧାନ ଫସଲ । ବନ୍ୟାଜଳ ଜମିରେ ରହିବା ଫଳରେ ଧାନ ସବୁ ଅଗାଡି ହୋଇଗଲା । ଏପଟେ ପ୍ରଶାସନିକ ତରଫରୁ କିଛି ସାହାଯ୍ୟ ନମିଳିବାରୁ ନିଜ ଧାନ ଜମିରେ ନିଆଁ ଲଗାଇ ଦେଲେ ଚାଷୀ । ଏଭଳି ଘଟଣା ଘଟିଛି ଗଂଜାମ ଜିଲ୍ଲା ଆସିକା ବ୍ଲକର କପୂରି…

ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି ବରଗଡର ଚାଷୀ : ସଂରକ୍ଷଣ ବ୍ୟବସ୍ଥା ନଥିବାରୁ କମ୍ ଦରରେ ବିଲ ପାଖରୁ ବେପାରୀଙ୍କୁ…

କନକ ବ୍ୟୁରୋ : ଚାଷୀ ଓ ଚାଷ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛି ବରଗଡ ଜିଲ୍ଲା । ବରଗଡକୁ ଓଡିଶାର ଭାତହାଣ୍ଡି ବୋଲି କୁହାଯାଏ । ସେ ଧାନ ଚାଷ ହେଉ ବା ପନିପରିବା ଚାଷ । ସବୁ ପ୍ରକାରର ଚାଷ କରିଥାନ୍ତି ଜିଲ୍ଲା ସଦର ବ୍ଲକର ଜମୁଡାର ଚାଷୀ । ବରଗଡ ସଦର ମହୁକମା ଠାରୁ ୮ କିଲୋମିଟର ଦୂରରେ…

୧୦ କୋଟି ଟଙ୍କାର ମଇଁଷି ଭୀମ୍ । ରକ୍ଷାଣବେକ୍ଷଣ ପାଇଁ ମାସକୁ ଖର୍ଚ୍ଚ ୧ ଲକ୍ଷ ଟଙ୍କା

ରାଜସ୍ଥାନର ପ୍ରସିଦ୍ଧ ପୁଷ୍କର ମେଳାରେ ଚଳିତ ଥର ଭୀମ ନାମକ ଏକ ମଇଁଷି ସାମିଲ ହୋଇଛି । ଯେଉଁ ମଇଁଷିର ମୂଲ୍ୟ ପାଖାପାଖି ୧୦ କୋଟି ଟଙ୍କା । ୧୨୦୦ କିଲୋ ଓଜନ ବିଶିଷ୍ଟ ଏହି ମଇଁଷିର ଉଚ୍ଚତା ୬ ଫୁଟ ରହିଥିବା ବେଳେ ଏହାର ଲମ୍ବ ୧୪ ଫୁଟ ରହିଛି । ମାତ୍ର ୫ ବର୍ଷ ବୟସର ଏହି ମଇଁଷି ଅନ୍ୟ ମଇଁଷି…

ନକ୍ସଲଙ୍କ ହାତରେ ଦା’ ଧାନକେଣ୍ଡା  । ଲାଲକରିଡ଼ର ଛାଡ଼ି ଚାଷ ଜମିରେ ସୁନାର ଫସଲ ଫଳାଉଛନ୍ତି ମାଓ ଦମ୍ପତି ।

କନକ ବ୍ୟୁରୋ: ଏକଦା ବନ୍ଧୁକ ଧରି ଜଙ୍ଗଲରେ ରାଜ କରୁଥିଲେ ସେମାନେ । ହତିଆର ଧରୁଥିବା ହାତରେ ଏବେ ଦା ଓ ଧାନକେଣ୍ଡା । ଆମେ କହୁଛୁ ସେଇ ଆତ୍ମସମର୍ପଣକାରୀ ମାଓବାଦୀଙ୍କ କଥା, ଯେଉଁମାନେ ସ୍ୱାବଳମ୍ବୀ ହେବା ପାଇଁ ଅଂଟା ଭିଡିଛନ୍ତି । ପୁଲିସ ପାଖରେ ଆତ୍ମସମର୍ପଣ କରିଥିବା ୪ ମାଓ ଦମ୍ପତି ଏବେ…

ଆଣ୍ଡାମାନ ନିକୋବର ଦ୍ୱୀପରେ ଆମେରିକୀୟ ପର୍ଯ୍ୟଟକଙ୍କୁ ହତ୍ୟା, ଧର୍ମାନ୍ତୀକରଣ ପାଇଁ ଯାଇଥିବା ବେଳେ ଧନୁତୀରରେ ମାରିଲେ…

କନକ ବ୍ୟୁରୋ : ଆଣ୍ଡାମାନ ନିକୋବର ଦ୍ୱୀପରେ ଆମେରିକୀୟ ପର୍ଯ୍ୟଟକଙ୍କୁ ହତ୍ୟା । ଏହି ଦ୍ୱୀପପୁଂଜର ନର୍ଥ ସେଂଟିନେଲ ଆଇଲ୍ୟାଣ୍ଡରେ ଜଣେ ଆମେରିକୀୟ ପର୍ଯ୍ୟଟକଙ୍କୁ ହତ୍ୟା କରିଛନ୍ତି ଆଦିବାସୀ । । ସେଂଟିନେଲ ଦ୍ୱୀପରେ ଧର୍ମାନ୍ତୀକରଣ ପାଇଁ ପହଂଚିଥିଲେ ଆମେରିକାର ଜନ୍ ଏଲେନ ଚାଉ । ଏଠାକୁ…