କିଛି ସମୟ ପରେ ଆସିବ ପ୍ରାଥମିକ ପର୍ଯ୍ୟାୟର ଟ୍ରେଣ୍ଡ୍ : ଜଣାପଡିବ କିଏ ରହିଛି ଆଗରେ, କିଏ ରହିଛି ପଛରେ ?

104

କନକ ବ୍ୟୁରୋ :ଆଉ କିଛି ସମୟ ପରେ ଆସିବ ପ୍ରାଥମିକ ପର୍ଯ୍ୟାୟର ଟ୍ରେଣ୍ଡ୍ । ଜଣାପଡିବ କିଏ ରହିଛି ଆଗରେ, କିଏ ରହିଛି ପଛରେ ? କିଏ ମାରିବ ଧାମନଗର ବାଜି ? ବିଜେପି ଆସନ ବଜାୟ ରଖିବ ? ନା ବିଜେପି ହାତରୁ ଆସନ ଛଡାଇ ନେବ ବିଜେଡି ? ସ୍ୱାଧୀନ ପ୍ରାର୍ଥୀ ବଦଳାଇବେ କି ବିଜେଡି ଅଙ୍କ ? ୨୦୨୪ ପୂର୍ବରୁ ଜନମତର ସଙ୍କେତ ମିଳିବ କି ? ପୂର୍ବ ତୁଳନାରେ ଭୋଟ୍ ପ୍ରତିଶତ କମିଛି । ଭୋଟ୍ ପ୍ରତିଶତ କମିବା କାହାକୁ ଦେବ ଫାଇଦା ? ବିଜେଡିର ବିକାଶ ନାରା କାମ ଦେବ ? ନା ଭାରି ପଡିବ ବିଜେପିର ଅନୁକମ୍ପା ଭୋଟ୍ ?