ମହାନଦୀରେ ଭାସିଯାଇ ହାତୀ ମୃତ୍ୟୁ ! ବନବିଭାଗ ଟିମ୍ ପହଞ୍ଚି ଘଟଣାର ଅନୁଧ୍ୟାନ ଆରମ୍ଭ

346

କନକ ବ୍ୟୁରୋ : ମହାନଦୀରେ ହାତୀ ମୃତ୍ୟୁ ନେଇ ସୂଚନା ମିଳିଛି । ନଦୀ ପାର ବେଳେ ଭାସିଯାଇ ମୃତ୍ୟୁ ହୋଇଥିବା କୁହାଯାଉଛି । କଟକ ଯୋବ୍ରାରେ ହାତୀର ମୃତଦେହ ଠାବ ହୋଇଛି । ଗେଟ୍ ଖୋଲିବା ପରେ ମୃତ ଦେହ ଭାସିଯାଇଥିବା ସୂଚନା ମିଳିଛି । ବନବିଭାଗ ଟିମ୍ ପହଞ୍ଚି ଘଟଣାର ଅନୁଧ୍ୟାନ ଆରମ୍ଭ କରିଛନ୍ତି ।