Browsing Tag

ଧାମନଗର

ଧାମନଗର ଉପନିର୍ବାଚନ : ସୁଦଶା ବ୍ରତ କରି ଭୋଟ ଦେଲେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ

କନକ ବ୍ୟୁରୋ : ଭୋଟ ଦେଲେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ । ଘରୁ ସୁଦଶା ବ୍ରତ ପୂଜା ସାରିି ଗୁରୁଜନଙ୍କ ଠାରୁ ଆର୍ଶୀବାଦ ନେଇ ଭୋଟ ଦେବା ପାଇଁ ବାହାରିଥିଲେ ଅବନ୍ତୀ ଦାସ । କିଛି ସମର୍ଥକଙ୍କ ସହ ୭୮ ନମ୍ବର ବୁଥରେ ପହଞ୍ଚି ମତଦାନ କରିଛନ୍ତି ଅବନ୍ତୀ । ଧାମନଗରବାସୀଙ୍କ ମତଦାନକୁ ନେଇ ବେଶ…

ଭୋଟ୍ ଆରମ୍ଭରୁ ଇଭିଏମ୍ ଅଚଳ : ଲମ୍ବା ଧାଡ଼ିରେ ଠିଆ ହୋଇଥିବା ଭୋଟରଙ୍କ ମଧ୍ୟରେ ଅସନ୍ତୋଷ

କନକ ବ୍ୟୁରୋ : ଭୋଟ୍ ଦାନ ଆରମ୍ଭରୁ ଇଭିଏମ୍ ଅଚଳ । ୭୫ ନମ୍ବର ବୁଥରେ ଇଭିଏମ୍ ଅଚଳ ହୋଇଛି । ବୁଥରେ ମାତ୍ର ୧୬ ଜଣ ଭୋଟ୍ ଦେବା ପରେ ଇଭିଏମ୍ ଖରାପ ହୋଇଯାଇଥିଲା । ଏହା ପରେ ମତଦାତା ମାନେ ଭୋଟ୍ ଦେବା ପାଇଁ ଅପେକ୍ଷା କରି ରହିଥିଲେ । ଲମ୍ବା ଧାଡିରେ ଅନେକ ସମୟ ଠିଆ ହୋଇଥିବାରୁ ଭୋଟରଙ୍କ…

ନିର୍ବାଚନର ଦିନକ ପୂର୍ବରୁ ଭାଇରାଲ ହେଉଛି ମିଛ ସର୍ଭେ ରିପୋର୍ଟ : ସର୍ଭେରେ ବିଜେଡି ଜିତିବା ନେଇ ଆକଳନ

କନକ ବ୍ୟୁରୋ : ଧାମନଗର ଉପନିର୍ବାଚନକୁ ନେଇ ସୋସିଆଲ ମିଡିଆରେ ଘୁରି ବୁଲୁଛି ଏକ ମିଛ ସର୍ଭେ ରିପୋର୍ଟ । ଯେଉଁଥିରେ ଦର୍ଶାଯାଇଛି, ବିଜେଡି ଧାମନଗରରେ ଜିତୁଛି । ରାଜ୍ୟର ପ୍ରମୁଖ ଟିଭି ଚ୍ୟାନେଲ ମାନଙ୍କ ପକ୍ଷରୁ କରାଯାଇଥିବା ସର୍ଭେରୁ ଏହା ଜଣାପଡିଛି ବୋଲି ଏଥିରେ ଦର୍ଶାଯାଇଛି । ତେବେ କନକ…

ଭୋଟ ଦେଉଛି ଧାମନଗର : ୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୩୮ ହଜାର ଭୋଟର୍‌

କନକ ବ୍ୟୁରୋ : ଆଜି ବହୁ ପ୍ରତିକ୍ଷୀତ ଧାମନଗର ଉପନିର୍ବାଚନ ପାଇଁ ଭୋଟଗ୍ରହଣ ଆରମ୍ଭ ହୋଇଯାଇଛି । ସକାଳ ୭ ରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ଧାମନଗରର ୨ ଲକ୍ଷ ୩୮ହଜାର ୪୧୭ଜଣ ଭୋଟର ସେମାନଙ୍କ ଭୋଟଦାନ ଅଧିକାର ସାବ୍ୟସ୍ତ କରିବେ । ମଇଦାନରେ…

ଧାମନଗର ଉପନିର୍ବାଚନ ପାଇଁ ସରିଲା ପ୍ରଚାର, ମତଦାନ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ଆସନ୍ତାକାଲି ପଡିବ ଭୋଟ୍

କନକ ବ୍ୟୁରୋ : ଧାମନଗର ଉପନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ ଗ୍ରହଣ ହେବ । ଜିଲ୍ଲା ପ୍ରଶାସନ ପକ୍ଷରୁ ମତଦାନ ଗ୍ରହଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଗତକାଲି ୨୫୨ ବୁଥରୁ ୨୧୮ ବୁଥକୁ ପୁଲିଂ ପାର୍ଟି ଯାଇଛନ୍ତି । ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ…

ଶେଷ ଦିନରେ ଧାମନଗରରେ ଜମୁଛି ପ୍ରଚାର : ଭୋଟ୍ ହାତେଇବାକୁ ସବୁ ଦଳର ଜୋରଦାର ଉଦ୍ୟମ

କନକ ବ୍ୟୁରୋ : ଧାମନଗର ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ଶେଷ ଦିନରେ ଚାଲିଛି ଜୋରଦାର କ୍ୟାମ୍ପନିଂ । କିଏ ଧରିବ ଧାମନଗର ମଙ୍ଗ । ମୈଦାନରେ ତିନି ଦଳର ଟକ୍କର ଲାଗିଥିବା ବେଳେ ପ୍ରଚାର ସମୟରେ ମୈଦାନକୁ ଓହ୍ଲାଇଛନ୍ତି ବହୁ ହେଭିୱେଟ । ଭୋଟ୍ ହାତେଇବାକୁ ଦଳ ଦଳ ମଧ୍ୟରେ ଜୋରଦାର ଉଦ୍ୟମ…