ନିର୍ବାଚନର ଦିନକ ପୂର୍ବରୁ ଭାଇରାଲ ହେଉଛି ମିଛ ସର୍ଭେ ରିପୋର୍ଟ : ସର୍ଭେରେ ବିଜେଡି ଜିତିବା ନେଇ ଆକଳନ

165

କନକ ବ୍ୟୁରୋ : ଧାମନଗର ଉପନିର୍ବାଚନକୁ ନେଇ ସୋସିଆଲ ମିଡିଆରେ ଘୁରି ବୁଲୁଛି ଏକ ମିଛ ସର୍ଭେ ରିପୋର୍ଟ । ଯେଉଁଥିରେ ଦର୍ଶାଯାଇଛି, ବିଜେଡି ଧାମନଗରରେ ଜିତୁଛି । ରାଜ୍ୟର ପ୍ରମୁଖ ଟିଭି ଚ୍ୟାନେଲ ମାନଙ୍କ ପକ୍ଷରୁ କରାଯାଇଥିବା ସର୍ଭେରୁ ଏହା ଜଣାପଡିଛି ବୋଲି ଏଥିରେ ଦର୍ଶାଯାଇଛି । ତେବେ କନକ ନ୍ୟୁଜ୍ ପକ୍ଷରୁ ଏଭଳି କୌଣସି ସର୍ଭେ କରାଯାଇନାହିଁ । ସୋସିଆଲ ମିଡିଆରେ ଘୁରି ବୁଲୁଥିବା ତଥ୍ୟ ସମ୍ପୂର୍ଣ୍ଣ ମିଥ୍ୟା । ଯେଉଁମାନେ ଏହି ତଥ୍ୟକୁ ଦେଖୁଛନ୍ତି ସେମାନେ ଏହାକୁ ବିଶ୍ୱାସ କରନ୍ତୁ ନାହିଁ ।