ରାଷ୍ଟ୍ରପତି ଭବନରେ ରାଷ୍ଟ୍ରୀୟ ଖେଳ ପୁରସ୍କାର ବିତରଣ ଉତ୍ସବ । କ୍ରୀଡ଼ା ଜଗତରେ ଉଲ୍ଲେଖେନୀୟ ଅବଦାନ ପାଇଁ ଖେଳାଳୀ ଓ କୋଚଙ୍କୁ କଲେ ସମ୍ମାନିତ

89

କନକ ବ୍ୟୁରୋ : ସମ୍ମାନଜନକ ରାଷ୍ଟ୍ରୀୟ ଖେଳ ପୁରସ୍କାର ସମାରୋହ ପ୍ରଦାନ ଉତ୍ସବ ରାଷ୍ଟ୍ରପତି ଭବନରେ ଆୟାଜିତ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କ୍ରୀଡା କ୍ଷେତ୍ରରେ ଉଲ୍ଲେଖେନୀୟ ଅବଦାନ ପାଇଁ ଖେଳାଳୀଙ୍କୁ ପୁରସ୍କୃତ କରିଛନ୍ତି । ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର କମଳ ଅଂଚତାଙ୍କୁ ପ୍ରଦାନ କରାଯାଇଛି । ୨୫ଜଣଙ୍କୁ ମିଳିଛି ଅର୍ଜୁନ ପୁରସ୍କାର । ସେହପରି ମେଜର ଧ୍ୟାନଚାନ୍ଦ ପୁରସ୍କାର ଲାଇଫଟାଇମ ଆକଚିଭେଟମେଂଟ ୪ଜଣଙ୍କୁ ପ୍ରଦାନ କରାଯାଇଛି । ରାଷ୍ଟ୍ରୀୟ ଖେଳ ପୁରସ୍କାର ସହ ସାହାସିକ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି