ସଚିବାଳୟରେ ଶହେଟି ନୂଆ ବିଜୁ ସେତୁ ପ୍ରକଳ୍ପର ଶୁଭାରମ୍ଭ : ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ବ୍ୟୁରୋ .କନକ ନ୍ୟୁଜ୍ : ସଚିବାଳୟରେ ବିଜୁ ସେତୁ ଯୋଜନାର ଲୋଗୋ ଉନ୍ମୋଚିତ କଲେ ମୁଖ୍ୟମନ୍ତ୍ରୀ । ଏହାସହ ୧୦୦ଟି ନୂଆ ବିଜୁ ସେତୁ ଓ ୭୫ଟି ଗ୍ରାମ୍ୟ ପାଇପ ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ କରାଯାଇଛି । ଗ୍ରାମ୍ୟ ବିକାଶକୁ ରାଜ୍ୟ ସରକାର ପ୍ରାଥମିକତା ଦିଆଯାଉଥିବା ମୁଖ୍ୟମନ୍ତ୍ରୀ…

କଟକ ଜେଏମଏଫସି କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ

କଟକ ବ୍ୟୁରୋ, କନକ ନ୍ୟୁଜ୍ : କଟକ ଜେଏମଏଫସି କୋର୍ଟରେ ହାଜର ହେଲେ ଧଳ ସାମନ୍ତ ବ୍ରଦର୍ସ । ସୁଶାନ୍ତ ଧଳ ସାମନ୍ତ ଓ ସୁଶୀଲ ଧଳସାମନ୍ତ ୨ ଭାଇ କୋର୍ଟରେ ହାଜର ହୋଇଛନ୍ତି । ୧୫ଟି ମାମଲାରେ ତାଙ୍କୁ ହାଜର କରାଯାଇଛି । ସୁଶୀଲ ଧଳ ସାମନ୍ତଙ୍କୁ ବାଲେଶ୍ୱର ଓ ସୁଶାନ୍ତ ଧଳସାମନ୍ତଙ୍କୁ ଝାରପଡା…

ଆତଙ୍କିତ ଚିଲିକା ଆଖପାଖ ୧୫ଟି ଗାଁ ବାସିନ୍ଦା : ଲୁଣି ପାଣି ଘେରରେ କଟୁଛି ଜୀବନ

ଚିଲିକା : ବାତ୍ୟା ରୁଆନୁ ପ୍ରଭାବରେ ଚିଲିକା ନଙ୍ଗାନାଶିରେ ଖୋଲିଛି ନୂଆ ମୁହାଣ । ଏହା ଧିରେ ଧିରେ ଆଖପାଖ ଗାଁ ପାଇଁ ବିପଦ ସୃଷ୍ଟି କରିଛି । ଗାଁ ଦାଣ୍ଡରେ ପସୁଛି ଜୁଆର ପାଣି । ଚିନ୍ତାରେ ଗ୍ରାମବାସୀ । ଗାଁ ଭିତରେ ପଶି ଆସିଛି ସମୁଦ୍ର ପାଣି । ରୁଆନୁ ବାତ୍ୟା ପରେ ଚିଲିକାରେ ସୃଷ୍ଟି…

ସିଟିଜେନ ପୋର୍ଟାଲ ବ୍ୟବସ୍ଥା ବିଫଳ : ଅନଲାଇନରେ ଏଫ୍ଆଇଆର୍ ଦେବା ବେଳେ ଅସୁବିଧା ଭୋଗୁଛନ୍ତି ଅଭିଯୋଗକାରୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବଡ଼ ସମାରୋହରେ ଗତବର୍ଷ ଅନଲାଇନରେ ଏଫ୍ଆଇଆର୍ ଦେବାର ବ୍ୟବସ୍ଥା ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ସିଟିଜେନ୍ ପୋର୍ଟାଲ୍ ଜରିଆରେ ଲୋକେ ଥାନାକୁ ନ ଯାଇ ଅଭିଯୋଗ, ପ୍ରୋସେସନ୍ ପାଇଁ ଅନୁମତି ଭଳି ବିଭିନ୍ନ କାର୍ଯ୍ୟ କରିପାରିବେ ବୋଲି କୁହାଯାଇଥିଲା । ହେଲେ…

୧୨ ଘଂଟା ପରେ ବି ନିଖୋଜ ଜିଏମଙ୍କ ମିଳୁନି ପତା : ରାସ୍ତା ସିଲ କରି ପୁଲିସର ଛାନଭିନ

ଯାଜପୁର : ୧୨ ଘଂଟା ବିତିଗଲାଣି ହେଲେ ପିଆରଏସ କନଷ୍ଟ୍ରକସନ୍ ଜିଏମ ମୂର୍ତି ଶ୍ରୀନିବାସଙ୍କ ପତା ମିଳୁନି । ଗତକାଲି ସଂଧ୍ୟା ବେଳେ ଯାଜପୁର ଜିନ୍ଦଲ କାରଖାନାରୁ କାରରେ ଫେରୁଥିବା ବେଳେ ତାଙ୍କୁ ମାନପୁର ଗେଟ ନିକଟରୁ ଅପହରଣ କରି ନିଆଯାଇଥିବା ଅଭିଯୋଗ ହୋଇଥିଲା । କଳିଙ୍ଗନଗର ଥାନାରେ ଏ ନେଇ…

ବୁର୍ଲା ମେଡିକାଲରେ ଶିଶୁ ବଦଳ ଘଟଣାର ଫିଟିଲା ଗୁମର : ପ୍ରକୃତ ମା କୋଳକୁ ଫେରିବ ଶିଶୁକନ୍ୟା

ସମ୍ବଲପୁର ବ୍ୟୁରୋ , କନକ ନ୍ୟୁଜ୍ : ବୁର୍ଲା ମେଡିକାଲରେ ଶିଶୁ ଅଦଳବଦଳ ଘଟଣାରେ ଫିଟିଛି ଗୁମର । ମେଡିକାଲ ଏସଏନସିୟୁରେ ଶିଶୁ କନ୍ୟା ବଦଳ ଘଟଣା ଡିଏନଏ ରିପୋର୍ଟରୁ ସତ୍ୟ ପ୍ରମାଣିତ ହୋଇଛି । ଏବେ ପ୍ରକୃତ ମା କୋଳକୁ ଫେରିବ ଶିଶୁ କନ୍ୟା । ଶିଶୁ କନ୍ୟା ବଦଳ ଅଭିଯୋଗ ଆଣିଥିବା ସମ୍ବଲପୁର…

ଗଂଜାମରେ ମହିଳା ଇଂଜିନିୟରଙ୍କୁ ବିଜେଡି ନେତାଙ୍କ ଧମକ୍

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ବିଜେଡିର ଛାମୁଆ ନେତାଙ୍କ ଦାଦାଗିରି । ଏମିତି ଏକ ସଂଗୀନ ମାମଲା ଆସିଛି ଗଂଜାମ ଜିଲ୍ଲାରୁ । ଗଂଜାମ ଏନ୍ଏସି ଅଧ୍ୟକ୍ଷାଙ୍କ ସ୍ୱାମୀ ଜଣେ ମହିଳା କନିଷ୍ଠ ଯନ୍ତ୍ରୀଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଏପରିକି ଏନେଇ ଅଭିଯୋଗ କାରିଣୀ ମହିଳା…

ଫିଲ୍ମରେ କେମିତି ଦେଖାଯାଏ ବୁଦ୍ଧିଆ ! କନକ ନ୍ୟୁଜରେ ବୁଦ୍ଧିଆ ସିଂର ଫାଷ୍ଟ ଲୁକ୍

ଅଗଷ୍ଟ ୫ ତାରିଖରେ ପରଦାକୁ ଆସିବ ଫିଲ୍ମ ‘ବୁଦ୍ଧିଆ ସିଂ-ବର୍ଣ୍ଣ ଟୁ ରନ୍’ । ବିସ୍ମୟ ବାଳକ ବୁଦ୍ଧିଆ ସିଂ ଉପରେ ତିଆରି ହୋଇଛି ଏହି ଫିଲ୍ମ । ଓଡିଆ ନିର୍ଦେଶକ ସୌମେନ୍ଦ୍ର ପାଢୀଙ୍କ ନିର୍ଦେଶିତ ଏବଂ ଭାଇକମ-୧୮ ମୋସନ ପିକ୍ଚର୍ସ ଓ କୋଡ ରେଡ ଫିଲ୍ମ ପ୍ରଡକ୍ସନ ପ୍ରଯୋଜିତ ଏହି ଫିଲ୍ମରେ କୁନି…

ବରଗଡ ଗଲେନି ଯୋଗାଣମନ୍ତ୍ରୀ : ବିରୋଧର ଭୟକୁ ନେଇ ଚର୍ଚ୍ଚା , ମଣ୍ଡି ସମସ୍ୟା ନେଇ କରିଥାନ୍ତେ ଆଲୋଚନା

ବରଗଡ : ବରଗଡକୁ ଡରିଲେ ମନ୍ତ୍ରୀ । ବିଜେପି ଓ କଂଗ୍ରେସର ବିରୋଧକୁ ଭୟ କରି ଯୋଗାଣମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ବରଗଡ ଗସ୍ତ ବାତିଲ ହୋଇଥିବା ଚର୍ଚା ହେଉଛି । ମେ ମାସ ପ୍ରଥମ ସପ୍ତାହରୁ ବରଗଡ଼ରେ ଡ଼ାଳୁଅ ଧାନ ସଂଗ୍ରହ ପାଇଁ ମାର୍କେଟ ଖୋଲିଛି, ହେଲେ ଧାନ ବିକ୍ରିକୁ ନେଇ ଚାଷୀ ନାହିଁ ନଥିବା…