ରାଜ୍ୟରେ କରୋନା ବିସ୍ଫୋରଣ : ୭ହଜାର ଟପିଲା ଦୈନିକ ସଂକ୍ରମଣ; ଚିନ୍ତା ବଢାଉଛି ଖୋର୍ଦ୍ଧା ଓ ସୁନ୍ଦରଗଡ

260

କନକ ବ୍ୟୁରୋ : ରାଜ୍ୟରେ କରୋନା ବିସ୍ଫୋରଣ । ଆଜି ୭ହଜାର ଟପିଲା ଦୈନିକ ସଂକ୍ରମଣ । ୨୪ଘଣ୍ଟାରେ ରାଜ୍ୟରେ ୭୦୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୭୦୭ ଓ ସ୍ଥାନୀୟ ଅଞ୍ଚଳରୁ ୨୯୪୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୨୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପଛକୁ ରହିଛି ସୁନ୍ଦରଗଡ । ସୁନ୍ଦରଗଡରୁ ୧୧୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଜାଣନ୍ତୁ ଅନ୍ୟ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ?

ଅନୁଗୁଳ ଜିଲ୍ଲାରୁ ୮୩ ଜଣ, ବାଲେଶ୍ବର ଜିଲ୍ଲାରୁ ୧୯୮ ଜଣ, ବରଗଡ଼ରୁ ୮୫ ଜଣ, ଭଦ୍ରକରୁ ୫୪ ଜଣ, ବଲାଙ୍ଗୀରୁ ୧୯୦ ଜଣ, ବୌଦ୍ଧରୁ ୨୦ ଜଣ, କଟକରୁ ୫୦୫ ଜଣ, ଦେବଗଡ଼ରୁ ୧୮ ଜଣ, ଢେଙ୍କାନାଳରୁ ୫୫ ଜଣ, ଗଞ୍ଜାମରୁ ୧୧୧ଜଣ, ଗଜପତିରୁ ୪୫ ଜଣ, ଜଗତସିଂହପୁରରୁ ୬୦ ଜଣ, ଯାଜପୁରରୁ ୧୩୦ ଜଣ, ଝାରସୁଗୁଡ଼ାରୁ ୧୪୩ ଜଣ, କଳାହାଣ୍ଡିରୁ ୭୩ ଜଣ, କନ୍ଧମାଳରୁ ୧୮ ଜଣ, କେନ୍ଦ୍ରାପଡ଼ାରୁ ୨୭ ଜଣ, କେନ୍ଦୁଝରରୁ ୬୫ ଜଣ, କୋରାପୁଟରୁ ୧୦୭ ଜଣ, ମାଲକାନଗିରିରୁ ୬ ଜଣ, ମୟୂରଭଞ୍ଜରୁ ୨୦୧ ଜଣ, ନବରଙ୍ଗପୁରରୁ ୯୫ ଜଣ, ନୟାଗଡ଼ରୁ ୩୫ ଜଣ, ନୂଆପଡ଼ାରୁ ୨୬ ଜଣ, ପୁରୀରୁ ୧୫୬ ଜଣ, ରାୟଗଡ଼ାରୁ ୩୧ ଜଣ, ସମ୍ୱଲପୁରରୁ ୪୩୭ ଜଣ, ସୋନପୁରରୁ ୪୬ ଜଣ, ରାୟଗଡ଼ାରୁ ୩୬ ଜଣ, ସମ୍ବଲପୁରୁ ୬୦୯ ଜଣ, ସୋନପୁରରୁ ୬୧ ଜଣ ଓ ଷ୍ଟେଟ ପୁଲରୁ ୪୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୮୨ ହଜାର ୭୬୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୧୦ ଲକ୍ଷ ୪୭ ହଜାର ୩୧ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୨୭ ହଜାର ୨୧୬ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । କେବଳ ଜାନୁଆରୀ ମାସର ୧୧ ଦିନରେ ଚିହ୍ନଟ ହେଲେଣି ୨୭୯୩୬ ସଂକ୍ରମିତ ଚିହ୍ନଟ । ଗତକାଲି ତୁଳନାରେ ୨୨୪୨ ମାମଲା ବୃଦ୍ଧି ।

କୋଭିଡ ପଜିଟିଭ ରିପୋର୍ଟ (ଓଡ଼ିଶା)
ଜାନୁଆରୀ ୧୧ : ୭୦୭୧
ଜାନୁଆରୀ ୧୦ : ୪୮୨୯
ଜାନୁଆରୀ ୯ : ୪୭୧୪
ଜାନୁଆରୀ ୮ : ୩୬୭୯
ଜାନୁଆରୀ ୭ : ୨୭୦୩
ଜାନୁଆରୀ ୬ : ୧୮୯୭
ଜାନୁଆରୀ ୫ : ୧୨୧୬
ଜାନୁଆରୀ ୪ : ୬୮୦
ଜାନୁଆରୀ ୩ : ୪୨୪
ଜାନୁଆରୀ ୨ : ୪୨୪

କୋଭିଡ ପଜିଟିଭ ରିପୋର୍ଟ (ଓଡ଼ିଶା)
ସଂକ୍ରମଣ                               ଟେଷ୍ଟ
ଜାନୁଆରୀ ୧୧ : ୭୦୭୧—–୬୯୦୧୮
ଜାନୁଆରୀ ୧୦ : ୪୮୨୯—–୭୪୩୦୪
ଜାନୁଆରୀ ୯ : ୪୭୧୪——୭୦୨୦୦
ଜାନୁଆରୀ ୮ : ୩୬୭୯—– ୭୧୪୩୨
ଜାନୁଆରୀ ୭ : ୨୭୦୩—–୬୮୯୭୦
ଜାନୁଆରୀ ୬ : ୧୮୯୭—–୭୨୩୭୦
ଜାନୁଆରୀ ୫ : ୧୨୧୬—- ୬୮୮୭୮
ଜାନୁଆରୀ ୪: ୬୮୦——୫୧୭୪୫
ଜାନୁଆରୀ ୩: ୪୨୪——୫୪୭୯୩
ଜାନୁଆରୀ ୨ : ୪୨୪—- ୬୧୬୫୨