ରାଜ୍ୟର କରୋନା ମିଟର । ଗତ ୨୪ଘଣ୍ଟାରେ ୭୩୦ କରୋନା ଆକ୍ରାନ୍ତ ଚିହ୍ନଟ

84

କନକ ବ୍ୟୁରୋ : ରାଜ୍ୟର କରୋନା ମିଟର । ଗତ ୨୪ଘଣ୍ଟାରେ ୭୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୪୨୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୦୩ ଆକ୍ରାନ୍ତ ଚିହ୍ନଟ । ୧୮ବର୍ଷରୁ କମ୍ ବର୍ଗର ୧୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳରୁ ୪, ବାଲେଶ୍ୱର ୮, ବରଗଡ ୩୭, ଭଦ୍ରକ ୩, ବଲାଙ୍ଗୀର ୧୭, ବୌଦ୍ଧ ୩, କଟକ ୧୮, ଦେବଗଡ ୬, ଗଜପତି ୬, ଗଞ୍ଜାମ ୯, ଜଗତସିଂହପୁର ୪, ଯାଜପୁର ୧୫, ଝାରସୁଗୁଡା ୧୨, କଳାହାଣ୍ଡି ୩୪, କନ୍ଧମାଳ ୧୬, କେନ୍ଦ୍ରାପଡା ୫, କେନ୍ଦୁଝର ୮, ଖୋର୍ଦ୍ଧା ୯୬, କୋରାପୁଟ ୯, ମୟୂରଭଞ୍ଜ ୫୯, ନବରଙ୍ଗପୁର ୨୫, ନୟାଗଡ ୧୩, ନୂଆପଡା ୧୫, ପୁରୀ ୩, ରାୟଗଡା ୨୮, ସମ୍ବଲପୁର ୮୮, ସୋନପୁର ୧୨, ସୁନ୍ଦରଗଡ ୧୫୭, ଷ୍ଟେଟ ପୋଲରୁ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫ହଜାର ୮୫୧ ।