ନେପାଳରେ ନିଖୋଜ ହେଲା ହେଲିକପ୍ଟର : ପାଖାପାଖି ଦିନ ୧୦ଟାରୁ ଯୋଗାଯୋଗ ବିଚ୍ଛିନ୍ନ

280

କନକ ବ୍ୟୁରୋ : ନେପାଳରେ ନିଖୋଜ ହେଲା ହେଲିକପ୍ଟର । ୬ଜଣଙ୍କୁ ନେଇ ହେଲିକପ୍ଟର ଯାଉଥିଲା । ୬ଜଣଙ୍କ ମଧ୍ୟରୁ ୫ଜଣ ବିଦେଶୀ ନାଗରିକ । କାଠମାଣ୍ଡୁରୁ ସୋଲୁଖୁମ୍ବୁକୁ ଉଡାଣ ଭରିଥିଲା । ପାଖାପାଖି ଦିନ ୧୦ଟାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।