ଚୁକ୍ତିଭିତିକ ଶିକ୍ଷକଙ୍କ ପାଇଁ ଖୁସି ଖବର। ନିୟମିତ ହେବେ ଶିକ୍ଷକ।

3,817

କନକ ବ୍ୟୁରୋ: ନିୟମିତ ହେବେ ଚୁକ୍ତିଭିତିକ ଶିକ୍ଷକ । ୬ ମାସ ପରେ ନିଷ୍ପତି ନେଲା ଗଣଶିକ୍ଷା ବିଭାଗ । ଉପକୃତ ହେବେ ୧୮ ହଜାରରୁ ଅଧିକ ଶିକ୍ଷକ । ନିୟମିତ ଦାବିରେ ୧୩ ଦିନ ଧରି ଧାରଣାରେ ବସିଥିଲେ ଚୁକ୍ତିଭିତିକ ଶିକ୍ଷକ ସଂଘ ।