କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଫିଫା ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ । ଭାରତ –କାତାର ମଧ୍ୟରେ ହେବ ମୁକାବିଲା ।

377

କନକ ବ୍ୟୁରୋ: ମଙ୍ଗଳବାର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଫିଫା ବିଶ୍ୱକପ ପାଇଁ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ରହିଛି । ଭାରତ ଓ କାତାର ମଧ୍ୟରେ ହେବେ ମୁକାବିଲା । ତେଣୁ ଟିକେଟ୍ ପାଇଁ ଲମ୍ବା ଲାଇନ୍ ଲାଗିଛି । ଯେଉଁମାନେ ଟିକେଟ୍ କିଣିବେ ସେମାନେ ଆସି କଳିଙ୍ଗ ଷ୍ଟାଡିୟମକୁ ଆସି ଟିକେଟ୍ କିଣିପାରିବେ ।