Browsing Category

ଦେଶ ବିଦେଶ

ବାଇଡେନଙ୍କ ୟୁକ୍ରେନ ଗସ୍ତକୁ ନେଇ ଚିହିଁକି ଉଠିଲା ରୁଷିଆ । ଦେଶବାସୀଙ୍କୁ ସମ୍ବୋଧନ କରି ଆମେରିକା ଉପରେ ବର୍ଷିଲେ…

କନକ ବ୍ୟୁରୋ: ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ହଠାତ୍ ୟୁକ୍ରେନ ଗସ୍ତ ଦେଖିଛି ସାରା ବିଶ୍ୱ । ଯୁଦ୍ଧ ଭିତରେ ବାଇଡେନଙ୍କ ୟୁକ୍ରେନ ଯିବା ଆଉ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ସମର୍ଥନ ଜଣାଇବା ଅନ୍ତର୍ଜାତୀୟସ୍ତରରେ ବଡ ଚର୍ଚ୍ଚାର ବିଷୟ ପାଲଟିଛି । ବାଇଡେନଙ୍କ ୟୁକ୍ରେନ୍ ଗସ୍ତର…
Read More...

ଦୁର୍ବଳ ହେଉଛି ପାକିସ୍ତାନର ଅର୍ଥନୀତି । ପରମାଣୁ ଅସ୍ତ୍ର ବିକିବାକୁ ପରାମର୍ଶ ଦେଲେ ପ୍ରତିରକ୍ଷା ବିଶେଷଜ୍ଞ ।

କନକ ବ୍ୟୁରୋ: ପାକିସ୍ତାନରେ ଆର୍ଥିକ ସ୍ଥିତି ଲଗାତାର ଦୁର୍ବଳ ହେବାରେ ଲାଗିଛି । ଏଥିପାଇଁ ପାକିସ୍ତାନକୁ ସବୁଠି ଲଜ୍ଜିତ ହେବାକୁ ମଧ୍ୟ ପଡ଼ୁଛି । ପାକିସ୍ତାନରେ ଏବେ ସ୍ଥିତି ଏପରି ହୋଇଛି ଯେ ଦେଶ ଏବେ ତା’ର ସବୁଠାରୁ ବଡ଼ ଅସ୍ତ୍ର କହୁଥିବା ନ୍ୟୁକ୍ଲିୟର ବା ପରମାଣୁ ଅସ୍ତ୍ରଶସ୍ତ୍ରକୁ ବିକ୍ରି…
Read More...

ଋଷକୁ ଅସ୍ତ୍ରଶସ୍ତ୍ର ଯୋଗାଇବ ଚୀନ୍ । ଚେତାବନୀ ଦେଲା ଆମେରିକା

କନକ ବ୍ୟୁରୋ : ପାଖାପାଖି ୧ବର୍ଷ ହେଲାଣି ଋଷ-ୟୁକ୍ରେନ୍ ଯୁଦ୍ଧ ଜାରୀ ରହିଛି । ଋଷର ଆକ୍ରମଣରେ ୟୁକ୍ରେନ୍ ଅନେକ ସହର ଧ୍ୱଂସ ହେବାକୁ ବସିଲାଣି । ତଥାବି ୟୁକ୍ରେନକୁ ପରାସ୍ତ କରିପାରୁନି ଋଷ । ଅନେକ କ୍ଷୟକ୍ଷତି ପରେ ବି ୟୁକ୍ରେନ୍ ତାର ଲଢେଇ ଜାରି ରଖିଛି । ଆଉ ଏହାରି ଭିତରେ ଏକ ବଡ ଖବର…
Read More...

ଅଗ୍ନିପଥ ଯୋଜନାରେ ବଡ ପରିବର୍ତନ, ଏବେ ଆଇଟିଆଇ ଓ ପଲିଟେକନିକ ପାସ କରିଥିବା ପିଲା ବି କରିପାରିବେ ଆବେଦନ

କନକ ବ୍ୟୁରୋ : କେନ୍ଦ୍ର ଏନଡିଏ ସରକାର ଗତବର୍ଷ ସେନାରେ ନିଯୁକ୍ତି ନେଇ ଆଣିଥିବା ଅଗ୍ନିପଥ ଯୋଜନାରେ ବଡ ପରିବର୍ତନ କରିଛନ୍ତି । ଏବେ ଅଗ୍ନିବୀର ନିଯୁକ୍ତି ପାଇଁ ଆଇଟିଆଇ ଓ ପଲି ଟେକନିକ୍ ପାସ କରିଥିବା ପିଲା ମଧ୍ୟ ଆବେଦନ କରିପାରିବେ । ସେନା ତରଫରୁ ଅଗ୍ନିପଥ ଭର୍ତ୍ତି ପ୍ରକ୍ରିୟାରେ…
Read More...

ଦିଲ୍ଲୀରେ ବାଇକ ଟ୍ୟାକ୍ସି ବ୍ୟାନ ନେଇ କ’ଣ ରହିଛି ନିୟମ ? ଚାଳକଙ୍କ ଉପରେ କଣ ହେବ କାର୍ଯ୍ୟାନୁଷ୍ଠାନ ?

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀର ସଡକ ଉପରେ ଚାଲୁଥିବା ବାଇକ ଟ୍ୟାକ୍ସି ଆଉ ଚାଲିପାରିବ ନାହିଁ । ସରକାରଙ୍କ ତରଫରୁ ଦୁଇଚକିଆ ଯାନକୁ ଟ୍ୟାକ୍ସି ଆଇନ ମୁତାବକ ଚଳାଇବା ଉପରେ ବ୍ୟାନ୍ ଲଗାଇଛନ୍ତି । କେଜ୍ରିୱାଲ ସରକାରଙ୍କ ପରିବହନ ମନ୍ତ୍ରୀ କୈଳାଶ ଗେହଲଟ କହିଛନ୍ତି କି, ଦୁଇଚକିଆ, ତିନିଚକିଆ ଓ…
Read More...

ସ୍ୱାମୀ, ଶାଶୂଙ୍କୁ ହତ୍ୟାକଲା ବୋହୂ : ୨ ପୁରୁଷ ବନ୍ଧୁଙ୍କ ସହଯୋଗରେ ହୋଇଥିଲା ମର୍ଡର ପ୍ଲାନ୍

ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ଭଳି ଆଉ ଏକ ଲୋହଟାଙ୍କୁରା ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି । ସ୍ୱାମୀ, ଶାଶୁଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟିଲା ବୋହୂ । ଆଉ କଟା ଖଣ୍ଡକୁ ଫ୍ରିଜରେ ରଖି ପରେ ବିଭିନ୍ନ ସ୍ଥାନରେ ଫୋପାଡିଲା । ଏଭଳି ଏକ ଚାଞ୍ଚଲ୍ୟକର…
Read More...

ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଛି ଯୋଗୀଙ୍କ ୧୦୧ଫୁଟର ଭବ୍ୟ ମନ୍ଦିର, ଜାଣନ୍ତୁ ମିଳିବ କି ଯୋଗୀଙ୍କ ସମର୍ଥନ

କନକ ବ୍ୟୁରୋ : ରାମ ନଗରୀ ଅଯୋଧ୍ୟାରେ ଏଭଳି ଅନେକ ମଠ ଓ ମନ୍ଦିର ରହିଛି । ହେଲେ ଏବେ ଏଠାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଏକ ଭବ୍ୟ ମନ୍ଦିର ନିର୍ମାଣ କରିବାକୁ ଯାଉଛନ୍ତି ତାଙ୍କର ସମର୍ଥକମାନେ । ଏହି ମନ୍ଦିରର ନିର୍ମାଣ ଯୋଗୀଙ୍କ ପ୍ରଚାରକ ପ୍ରଭାକର ମୌର୍ଯ୍ୟ ନିର୍ମାଣ…
Read More...

ଠାକରେ ଗୋଷ୍ଠୀକୁ ବଡ ଝଟକା, ସିନ୍ଦେ ଗୋଷ୍ଠୀକୁ ମିଳିଲା ସଂସଦରେ ଥିବା ଶିବସେନା କାର୍ଯ୍ୟାଳୟ

କନକ ବ୍ୟୁରୋ : ଉଦ୍ଧବ ବାଲାସାହେବ ଠାକରେ ମୁଖ୍ୟ ଉଦ୍ଧବ ଠାକରେଙ୍କୁ ପୁଣି ଏକ ବଡ ଝଟକା ଲାଗିଛି । ପାର୍ଟିର ନାମ ଓ ନିର୍ବାଚନ ଚିହ୍ନ ହରାଇବା ପରେ ଏବେ ସଂସଦରେ ଥିବା ଶିବସେନା କାର୍ଯ୍ୟାଳୟକୁ ସିନ୍ଦେ ଗୋଷ୍ଠୀକୁ ଦିଆଯାଇଛି । ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ନଜରରେ ରଖି ସଂସଦରେ ଥିବା…
Read More...

କଂଗ୍ରେସର ୮୫ ତମ ପୂର୍ଣ୍ଣ ଅଧିବେଶନ : କ’ଣ ରହିବ ରାହୁଲ ଗାନ୍ଧୀଙ୍କ ଭୂମିକା ?

କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ତାର ରଣନୀତି ପ୍ରସ୍ତୁତ କରିବାକୁ ଯାଉଛି । ଏନେଇ ଦଳ ତରଫରୁ ୨୪ ତାରିଖରେ ସମସ୍ତ ନେତାଙ୍କ ସହ ଛତିଶଗଡ ରାଜଧାନୀ ରାୟପୁରରେ ଏକାଠି ହେବାକୁ ଯାଉଛି । ଏଠାରେ ଆୟୋଜିତ ହେବାକୁ ଥିବା ୩ଦିନିଆ ଅଧିବେଶନରେ କଂଗ୍ରେସ ତରଫରୁ ୨୦୨୪…
Read More...

ଏଣିକି ସିଂଗାପୁରରେ ରହି ସହଜରେ କରିପାରିବେ ୟୁପିଆଇ ପେମେଣ୍ଟ୍ । ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ଯୋଜନା

କନକ ବ୍ୟୁରୋ : ୟୁନିଫାଏଡ୍ ପେମେଣ୍ଟ୍ ଇଣ୍ଟରପେସ୍ ଅର୍ଥାତ୍ ୟୁପିଆଇର ବ୍ୟବହାର ଦିନକୁ ଦିନ ବଢିବାରେ ଲାଗିଛି । ଦୋକାନ ବଜାରଠୁ ଆରମ୍ଭ କରି ଲୋକଙ୍କ ମଧ୍ୟରେ ଟଙ୍କା ନେଣଦେଣ ପାଇଁ ସବୁ କ୍ଷେତ୍ରରେ ୟୁପିଆଇ ପେମେଣ୍ଟର ବ୍ୟବହାର କରାଯାଉଛି । ୟୁପିଆଇ ପେମେଣ୍ଟ ସିଷ୍ଟମ ଆସିବା ଦିନରୁ ଲୋକଙ୍କୁ…
Read More...